ରାଶିଫଳ 17 ଏପ୍ରିଲ 2020, ଆଜି ଏହି ଚାରୋଟି ରାଶି ଉପରେ ପ୍ରସନ୍ନ ହେବେ ମା ଦୂର୍ଗା, ହେବ ଧନପ୍ରାପ୍ତି

ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇଥାଏ ଏବଂ ଯେମିତି ଏହି ଗ୍ରହଙ୍କ ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ବି ଏହାର ପ୍ରଭାବ ପଡିବାକୁ ଲାଗିଥାଏ । କିଛି ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି । ସବୁ ମଣିଷଙ୍କ ଜୀବନରେ ଗ୍ରହଙ୍କ ବଡ ମହତ୍ଵ ଥାଏ । ଆଜି ୧୬ ଏପ୍ରିଲ ଶୁକ୍ରବାର, ଏବେ ଆମେ କହିବାକୁ ଯାଉଛୁ କଣ ରହିଛି ବାରଟି ରାଶିର ଆଜିର ଦିନରେ । ତାହେଲେ ସେହି ସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଏହି ରାଶିର ବୈବାହିକ ଜୀବନରେ ଝଗଡା ହୋଇପାରେ । ସ୍ୱାସ୍ଥ୍ୟ ସୁସ୍ତ ରହିବ । ଜୀବନସାଥୀ ଏବଂ ସନ୍ତାନ ଙ୍କ ପରାମର୍ଶ ଦ୍ଵାରା କାମ କଲେ ସଫଳତା ପାଇବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଦେଖା ହୋଇ ପାରେ । ଶାରୀରିକ ଏବନଗ ମାନସିକ ରୂପରେ ଆପଣ ବହୁତ ଖୁସି ରହିବେ । କାମ ଉପରେ ଧ୍ୟାନ ନଦେଇ ସୋସିଆଲ ମିଡିଆର ଅଧିକ ଉପଯୋଗ କରିବା ଦ୍ଵାରା ସମସ୍ୟା ଆସିପାରେ । କୋର୍ଟ କଚେରୀ ମାମଲାକୁ ସମାଧାନ କରିବା ପାଇଁ ସମୟ ଲାଗିବ । ଲୋଭରେ ପଡନ୍ତୁ ନାହିଁ ।

ବୃଷ

ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବା ସହିତ ଭାଗ୍ୟ ଉଜ୍ଵଳ ହେବ । ଘରକୁ ଖୁସି ଆସିବା କାରଣରୁ ଘରେ ଶାନ୍ତିର ପରିବେଶ ଦେଖା ଦେବ । ସନ୍ତାନଙ୍କ ସହଯୋଗରେ ଆୟରେ ବୃଦ୍ଧି ହେବା ସହିତ ହଠାତ ଲାଭ ବି ହେବ । ଜରୁରୀ କାମ କରିବାରେ ସମୟ ଅତିବାହିତ ହେବ । ପ୍ରେମ ପ୍ରସଙ୍ଗରେ ଆପଣ ପ୍ରତିଦିନ ବୃଦ୍ଧି ହାସଲ କରିବେ । ଅନ୍ୟକୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କୁ କେତେକ ସକାରାତ୍ମକ ଜିନିଷ ଦେବ । ଆଜି ଆପଣ ପୁରୁଣା କଥାକୁ ମନେ ପକାଇବେ ।

ମିଥୁନ

ଆଜି ଆର୍ଥିକ ସ୍ତରରେ ହୋଇ ଥିବା ପରିବର୍ତ୍ତନ ସକାରାତ୍ମକ ରହିବ । ଭାଗ୍ୟ ବୃଦ୍ଧି କରିବା ପାଇଁ ଗରିବ ମାନଙ୍କୁ ଧଳା ବସ୍ତ୍ର ଦାନ କରନ୍ତୁ । ପୂର୍ବ ଭୁଲ ପାଇଁ ଆପଣ ପସ୍ତାଇ ପାରନ୍ତି । ନିଜ ଘରୁ କିଛି ଭଲ ଖବର ମିଳିବ । ଶୁକ୍ରଦେବ ଙ୍କ କୃପାରୁ ଘରେ ଖୁସିର ମାହୋଲ ରହିବ । ପରିବାର ପାଇଁ ଖର୍ଚ କରିବେ । ଆର୍ଥିକ କ୍ଷେତ୍ରରେ ସାବଧାନ ରୁହନ୍ତୁ ।

କର୍କଟ

ଏହି ରାଶିର ଲୋକ ଆଜି ବହୁତ ଖୁସି ରହିବେ । ବନ୍ଧୁ ମାନଙ୍କ ସହିତ ସମ୍ପର୍କ ଦୃଢ ହେବ । ଛୋଟ ଭାଇ ଭଉଣୀ ଏବଂ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ପରିବାରରେ ଖୁସିର ମାହୋଲ ରହିବ । ଆପଣ ନିଜର ଜୀବନସାଥୀଙ୍କୁ ସମୟ ନଦେବା କାରଣରୁ ସେ ରାଗି ପାରନ୍ତି । ବ୍ୟବସାୟରେ ପ୍ରଗତି ହେବ । ଶୁକ୍ରଦେବ ଙ୍କ କୃପାରୁ ଆଜି ଆପଣଙ୍କୁ ଆପଣଙ୍କର ଭଲ ପାଇବା ମିଳିବ ।

ସିଂହ

ମିଡିଆ ଏବଂ ଫିଲ୍ମରେ କାମ କରୁଥିବା ଲୋକ ଆଜି ନିଜ କାମରେ ଖୁସି ରହିବେ । ଆଜି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ । କୋର୍ଟ କଚେରୀ କାମରେ ଏବଂ ନିଜର ମାନ ସଂମ୍ମାନରେ ଧ୍ୟାନ ରଖନ୍ତୁ । ବାପା ଆପଣଙ୍କ ଉପରେ ରାଗି ପାରନ୍ତି । ଆଜି କୌଣସି ମହତ୍ଵପୂର୍ଣ କାମ ପାଇଁ ନିଷ୍ପତ୍ତି ନିଅନ୍ତୁ ନାହିଁ ।

କନ୍ୟା

ଏହି ରାଶିର ଲୋକ ସ୍ୱାସ୍ଥ୍ୟ ପାଇଁ ଟିକେ ଚିନ୍ତିତ ହୋଇ ପାରନ୍ତି । ଗରିବ ମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ଶୁକ୍ରଦେବ ଙ୍କ କୃପା ଦୃଷ୍ଟିରୁ ଆପଣଙ୍କର ସବୁ ମନଇଚ୍ଛା ପୂରଣ ହେବ । ଆପଣଙ୍କ ଘରେ ଖୁସିର ମାହୋଲ ରହିବ । ବେବସାୟରେ ଆପଣଙ୍କ ଆୟ ଠିକ ରହିବା ସହିତ ଖର୍ଚ ଅଧିକ ହୋଇ ପାରେ । ବହୁତ ଦିନରୁ ବାକି ଥିବା ଟଙ୍କା ମିଳିବ । କୌଣସି ବିଶେଷ ପ୍ରୟୋଜନର ଯାତ୍ରା ଆପଣଙ୍କ ଲାଭ ହୋଇ ପାରେ ।

ତୁଳା

ଆଜି ଆପଣଙ୍କ ଜୀବନକୁ ଆସୁଥିବା ସବୁ ଖରାପ ଶକ୍ତି ନଷ୍ଟ ହୋଇଯିବ । ଚାକିରି କରିଥିବା ଲୋକଙ୍କ ପାଇଁ ଆଜି ଦିନଟି ଶୁଭ ଅଛି । ଅଧିକ ରାଗ ପାଇଁ ଦାମ୍ପତ୍ୟ ଜୀବନରେ ଝଗଡା ହେବ । କିଛି ଲୋକ ଆଜି ଛୋଟ କଥାକୁ ନେଇ ସାରା ଦିନ ଗାଡ଼ି ପାରନ୍ତି । ଆପଣଙ୍କୁ ସଫଳତାର ନୂଆ ମାର୍ଗ ମିଳିବ । ସନ୍ଧ୍ୟା ସମୟରେ କିଛି ଭଲ ଖବର ମିଳିବାରୁ ପୁରା ପରିବାର ଖୁସି ହେବେ ।

ବିଛା

ଆଜି ବହୁତ ସଂଘର୍ଷ ପରେ କୌଣସି କାମ ପୁରା ହେବ । କଥା ଏବଂ ବ୍ୟବହାର ପାଇଁ ଆପଣଙ୍କୁ ଲାଭ ମିଳିବ । ସାବଧାନ ହୋଇ ଗାଡି ଚଳାନ୍ତୁ । ଆପଣଙ୍କୁ ବ୍ୟବସାୟ ଏବଂ ଚାକିରିରେ ବହୁତ ଲାଭ ମିଳିବ । ନିଜକୁ କୌଣସି ରୁଚନାତ୍ମକ କାମରେ ଲଗାନ୍ତୁ । ଆଖି ରୋଗର କଷ୍ଟ ବଢିପାରେ । କୌଣସି ବ୍ୟକ୍ତି ଙ୍କ ପ୍ରଗତି ଆପଣଙ୍କୁ ଆକର୍ଷିତ କରିବ । ଜୀବନରେ କୌଣସି ଯୋଗ୍ୟ ବ୍ୟକ୍ତି ଆସିବା କାରଣରୁ ଆପଣଙ୍କ ଜୀବନ ବଦଳି ପାରେ । ନୂଆ ଯୋଜନା ଏବଂ ନୂଆ କାମରେ ଲାଭ ମିଳିବ ।

ଧନୁ

ଆପଣଙ୍କର ଅଟକି ଥିବା ଧନ ଆଜି ମିଳିବ । ଆପଣ ଯେଉଁ ବ୍ୟକ୍ତିକୁ ଧାର ଦେଇଛନ୍ତି ତାଙ୍କ ଠାରୁ ପଇସା ଫେରାଇ ଆଣନ୍ତୁ । ଆପଣ ନିଜ ଲକ୍ଷ ଉପରେ ଧ୍ୟାନ ଦିଅନ୍ତୁ ଏବଂ କିଆ କଣ କହୁଛନ୍ତି ସେମାନଙ୍କ କଥା ଚିନ୍ତା କରନ୍ତୁ ନାହିଁ । ଆଜି ସାବଧାନର ସହିତ ନିବେଶ କରନ୍ତୁ ନହେଲେ ଆପଣ ଅନୁମାନ ଭୁଲ ହୋଇପାରେ । ମାନସିକ ଶାନ୍ତି ପାଇଁ ଆପଣଙ୍କ ଖାଲି ବସିବା ଅଭ୍ୟାସ କ୍ଷତି ପ୍ରମାଣିତ ହୋଇଥାଏ ।

ମକର

ଏହି ରାଶି ଲୋକଙ୍କର ବ୍ୟବସାୟ ବହୁତ ଆଗକୁ ବଢିବ । ଆପଣଙ୍କ ପରିବାରରେ ଖୁସି ଲାଗି ରହିବ । ଆୟ ଅଧିକା ହେବା କାରଣରୁ ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କର ବିଲକ୍ଷଣ ଲୋକଙ୍କ ସହିତ ଦେଖା ହେବ । ଆଜି ଆପଣ ଠିକ ଭାବେ ଆରାମ କରନ୍ତୁ ନହେଲେ ଆପଣ ଅସୁସ୍ଥତା ଅନୁଭବ କରିବେ ।

କୁମ୍ଭ

ଏହି ରାଶିର ଲୋକ ଆଜି ଆଳସ୍ୟ ଅନୁଭବ କରି ପାରନ୍ତି । ଚାକିରି ଏବଂ କାର୍ଯ୍ୟକ୍ଷେତ୍ର କୁ ନେଇ କରୁଥିବା ଯୋଜନା ଆଜି ସଫଳ ହେବ । ଭାଗୀଦାର ଆପଣଙ୍କର ଯୋଜନା ଏବଂ ବ୍ଯବସାୟିକ କାମ ପାଇଁ ଖୁସି ହେବେ । ବ୍ୟବସାୟରେ ଲାଭ ହୋଇ ପାରେ । କୌଣସି ରମଣୀୟ ଜାଗାରେ ପର୍ଯ୍ୟଟନ ଙ୍କର ଆୟୋଜନ ହେବ । ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ

ଏହି ରାଶିର ବ୍ୟକ୍ତି ଯେଉଁ ମାନେ ପତ୍ରକାରିତା ଏବଂ ଫିଲ୍ମ ସବନ୍ଧିତ କାମ କରୁଛନ୍ତି ସ୍ସେମାନେ ଆଜି ସଫଳ ହେବେ । କିଛି ବର୍ଷରୁ ଅଟକି ଥିବା କାମ ଆଜି ପୁରା ହେବ । ସମାଜରେ ଆପଣ ବହୁତ ଜଲ୍ଦି ସଂମ୍ମାନ ପ୍ରତିଷ୍ଠା କରିବେ ଯାହାଦ୍ୱାରା ଆପଣ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଉଚ ଅଧିକାରୀ ଙ୍କ ସହଯୋଗ ମିଳିବ । ରାଜନୀତି ରେ କୌଣସି ବଡ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବେ । ନୂଆ ବନ୍ଧୁତ୍ୱ କାରଣ ଆପଣ ଭବିଷ୍ୟତରେ ଲାଭ ପାଇ ପାରନ୍ତି । ତେବେ ମା ଦୂର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ଜୟ ମା ଦୂର୍ଗା ଲେଖିଦିଅନ୍ତୁ, ଦେଖିବେ ଦିନଟି ବହୁତ ଭଲରେ କଟିବ । ଆଗକୁ ସବୁଦିନର ରାଶିଫଳ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *