ଘୋର କଳିଯୁଗରେ ଭାଇ ! ପୁତୁରା ବୋହୁକୁ ନେଇ ଦାଦା ଫେରାର, ଦେଖନ୍ତୁ କଣ କହୁଛନ୍ତି ମହିଳାଙ୍କ ପିଲା ଓ ସ୍ଵାମୀ, ଦେଖନ୍ତୁ Video 

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।


ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ପୁତୁରା ବୋହୁକୁ ନେଇ ଦାଦା ଫେରାର ହେଇଯାଇଛି । ଏଭଳି ଲଜ୍ୟା ଜନକ ଘଟଣା ଆମ ଓଡିଶାରେ ଘଟିଛି ହେଲେ କେଉଁ ସ୍ଥାନରେ ଘଟିଛି ତାହା ବିଷୟରେ କୌଣସି ସୂଚନା ମିଳି ନାହିଁ । ବୋହୁ ସୋମବାର ଦିନ ସନ୍ଧ୍ୟା ବେଳେ ନିଜ ପିଲା ମାନଙ୍କୁ ଭାତ ଦେଇ ଝାଡା କହି ବାରି ଆଡେ ଚାଲି ଯାଇଥିଲା । ଯାଇଛି ତ ଯାଇଛି ଏ ଯାଏଁ ଫେରିନି ।

ସ୍ଵାମୀଙ୍କ ମତରେ, ସନ୍ଧ୍ୟା ସମୟରେ ରାତି 8ଟା ବେଳକୁ ତାଙ୍କ ସ୍ତ୍ରୀ ତାଙ୍କ ପିଲା ମାନଙ୍କୁ ଖାଇବା ଦେଇ ଚାଲି ଯାଇଥିଲା । ସ୍ଵାମୀ ସଉଦା ଆଣିବା ପାଇଁ ବଜାର ଯାଇଥିଲେ ସ୍ଵାମୀ ବଜାରରୁ ଫେରିବା ବେଳୁ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପାଖରେ ନାହିଁ । ଖୋଜ ଖବର ନେବା ପରେ ସ୍ଵାମୀ ଶଶୁର ଘରକୁ ଯାଇଥିଲେ । ଏହା ପରେ ଜଣେ ବ୍ୟକ୍ତି ସ୍ଵାମୀଙ୍କୁ ଫୋନ କରି କହିଲେ, ତାଙ୍କ ସ୍ତ୍ରୀ ପଳେଇଛି ଆଉ ଗୋଟେ ପିଲା ସହ ।

ଯାହାଙ୍କ ସହ ଯାଇଛି ସେ ଦାଦା ହେବେ । ସେ 2008 ମସିହାରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଛୁଆ ଅଛନ୍ତି ଝିଅକୁ 9 ବର୍ଷ ଆଉ ପୁଅକୁ 12 ବର୍ଷ । ପିଲା ଛୁଆ ଥାଇ ମଧ୍ୟ ଉକ୍ତ ମହିଳା ଜଣକ ଲଜ୍ୟା ସରମ ଛାଡି ଅନ୍ୟ ଯୁବକକୁ ସହ ଫେରାର ହୋଇଛନ୍ତି । ଏଭଳି ମହିଳା ମାନେ ସମାଜ ପାଇଁ କଳଙ୍କ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *