ପୁଷ୍ପା Vs କାଚା ବାଦାମ ! ଥରେ ଦେଖନ୍ତୁ ପିଲାଟି କଣ କହୁଛି ? ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ଦ୍ଵାରା ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି ଏହି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଥାନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ଦୁଇଟି ଗୀତର କ୍ରେଜ ଦେଖିବାକୁ ମିଳୁଛି ତାହା ହେଉଛି ‘କାଚା ବାଦାମ’ ଓ ‘ପୁଷ୍ପା’ । ଆପଣ ମାନେ ସମସ୍ତେ ବି କାଚା ବାଦାମ ଓ ପୁଷ୍ପା ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ ଓ ଅନେକ ରିଲ୍ସ ଭିଡିଓ ମଧ୍ୟ ଦେଖିଥିବେ ।

ଯୁବପିଢି ମାନେ ଏହି କାଚା ବାଦାମ ଓ ପୁଷ୍ପା ଫିଲ୍ମର ଡାଇଲଗ ଏବଂ ଗୀତକୁ ବେସ ପସନ୍ଦ କରିଛନ୍ତି । ଲୋକମାନେ କାଚା ବାଦାମ ଓ ପୁଷ୍ପା ଗୀତରେ ରିଲ୍ସ ଭିଡିଓ ବନେଇ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି । ଗୋଟେ ହେଉଛି ପୁଷ୍ପା ଫିଲ୍ମର ଶ୍ରୀବଲି ଗୀତ ଓ ଆଉ ଗୋଟେ ହେଉଛି କାଚା ବାଦାମ ଏବେ ଏହି ଦୁଇଟି ଗୀତ ସୋସିଆଲ ମିଡିଆରେ ସେନ୍ସେସନ ପାଲଟିଛି ।

କେବଳ ଆମ ଦେଶ ନୁହେଁ ବନ୍ଧୁଗଣ ବିଦେଶର ଅନେକ ଲୋକ ମଧ୍ୟ ଏହି କାଚା ବାଦାମ ଓ ପୁଷ୍ପା ଗୀତରେ ରିଲ୍ସ ବନାଉ ଛନ୍ତି । ପୁଷ୍ପାର ଗୀତ ଶ୍ରୀବଲିରେ ଅନେକ ସେଲିବ୍ରେଟି ମାନେ ମଧ୍ୟ ରିଲ୍ସ ଭିଡିଓ ବନାଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ଜଣେ ଯୁବକ କାଚା ବାଦାମ ଓ ପୁଷ୍ପା ଗୀତର ପ୍ରାର୍ଥକ୍ୟ ଦର୍ଶାଇଛନ୍ତି । ଯୁବକ ଜଣକ ବେସ ଭଲ ଭାବରେ ଲୋକମାନଙ୍କର ମନୋରଞ୍ଜନ କରିବା ସହ ଲୋକ ମାନଙ୍କୁ ହସାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୁବକଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *