Interesting Gk Questions- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ସମସ୍ତେ ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଦୁନିଆର ସବୁଠାରୁ ମହଙ୍ଗା ପଥରର ନାମ କଣ ?

ଉତ୍ତର- ଦୁନିଆର ସବୁଠାରୁ ମହଙ୍ଗା ପଥର ହେଉଛି ବ୍ଲୁ ଡାଇମଣ୍ଡ

୨. କେଉଁ ଦେଶକୁ କ୍ଷୁଦ୍ର ଭାର ବୋଲି କୁହାଯାଏ ?

ଉତ୍ତର- ଫିଜିକୁ କୁହାଯାଏ ।

୩. ଗୁଣ୍ଡୁଚି ମୂଷାର ଜୀବନ କାଳ କେତେ ବର୍ଷ ?

ଉତ୍ତର- ୯ ବର୍ଷ

୪. କେଉଁ ଦେଶରେ ଲୋକମାନେ ଅଧିକା ଖବର କାଗଜ ପଢନ୍ତି ?

ଉତ୍ତର- ହଙ୍ଗ କଙ୍ଗ ଦେଶର ଲୋକମାନେ ।

୫. ହାତୀ ତାର ଶୁଣ୍ଡରେ କେତେ ଲିଟର ପାଣି ଧରିପାରେ ?

ଉତ୍ତର- ୫ ଲିଟର ପାଣି ଧରିପାରେ ।

୬. ଶାଶୁବୋହୁ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର- ଗ୍ଵାଲିୟର

୭. କେଉଁ ଯିବାର ଡ଼ାକ୍ତର ରଙ୍ଗ ଧଳା ହୋଇଥାଏ ?

ଉତ୍ତର- ଝିଣ୍ଟିକାର ରକ୍ତ ରଙ୍ଗ ଧଳା ।

୮. ଭାରତର ସବୁଠାରୁ ବଡ ବ୍ୟାଙ୍କର ନାମ କଣ ?

ଉତ୍ତର- ଆରବିଆଇ ହେଉଛି ସବୁଠାରୁ ବଡ ବ୍ୟାଙ୍କ ।

୯. ସର୍ବାଧିକ ରେଶମ ଶାଢୀ ଭାରତରେ କେଉଁଠାରେ ହୁଏ ?

ଉତ୍ତର- ମେରୁଟରେ ଅଧିକ ରେଶମ ଶାଢୀ ହୋଇଥାଏ ।

୧୦. ଭାରତୀୟ ନୌସେନା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଡିସେମ୍ବର ୪

୧୧. ନାସାର ମୁଖ୍ୟ କାର୍ଯ୍ୟଳୟ କେଉଁ ଦେଶରେ ଅବସ୍ଥିତ ?

ଉତ୍ତର- ଆମେରିକାରେ ଅବସ୍ଥିତ ।

୧୨. କେଉଁ ଦେଶରେ ଅପବ୍ୟବହାର ପାଇଁ ୫ ବର୍ଷ ଜେଲଦଣ୍ଡ ମିଳିଥାଏ ?

ଉତ୍ତର- କ୍ୟୁବ

୧୩. ଭାରତୀୟ ଜଳଚର ଜିବର ନାମ କଣ ?

ଉତ୍ତର- ଡଲଫିନ ହେଉଛି ଭାରତୀୟ ଜଳଚର ଜିବ ।

୧୪. ତାହା କଣ ଯାହାକି ଭାଇର ଦୁଇଟି ଓ ଭଉଣୀର ତିନୋଟି ଥାଏ ?

ଉତ୍ତର- ଅକ୍ଷର, ଭାଇର ଦୁଇଟି ଓ ଭଉଣୀର ତିନୋଟି ଅକ୍ଷର ଥାଏ ।

୧୫. ନଧୋଇ ସମସ୍ତେ ଖାନ୍ତି, ଖାଇସାରି ସମସ୍ତେ ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ଉତ୍ତର- ଜୋତା ବା ଚପଲ

Leave a Reply

Your email address will not be published. Required fields are marked *