ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଖଜୁରୀ ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ସେହି ସମ୍ବନ୍ଧରେ । ଏହି ଶୁଖିଲା ଫଳ ପୁରୁଷ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଏମିନୋ ଏସିଡ଼ ମିଳିଥାଏ । ଏହା ଏଭଳି ଏକ ଏସିଡ଼ ହୋଇଥାଏ ଯାହା ପୁରୁଷ ମାନଙ୍କ ଯୌ-ନ-ଗ-ତ ସମସ୍ୟା କୁ ଦୂର କରିବା ନିମନ୍ତେ ସହାୟକ ହୋଇଥାଏ । ଏହା ସହିତ ଖଜୁରୀ ଦ୍ୱାରା ପୁରୁଷ ଙ୍କ ଯୌ-ନ ସ୍ୱାସ୍ଥ୍ୟ ବୁ-ଷ୍ଟ୍ ହୋଇଥାଏ ଏବଂ ସେମାନଙ୍କ ଷ୍ଟା-ମି-ନା ବଢ଼ାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ ।
ଖଜୁରୀ ରେ ମିଳୁଥିବା ଉପାଦାନ- ଖଜୁରୀ ରେ ଥିବା ବିଭିନ୍ନ ଉପାଦାନ ଗୁଡ଼ିକ ସମ୍ବନ୍ଧରେ ଯଦି ଆଲୋଚନା କରିବା ତେବେ ଏଥିରେ କ୍ୟାଲସିୟମ, ଜିଙ୍କ, ଫାଇବର, ମ୍ୟାଗ୍ନେସିୟମ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ A,C,E, K, B2, B6, ନିୟାସିନ୍ ଏବଂ ଥିୟାମିନ୍ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ ମିଳିଥାଏ । ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ ।
ଖଜୁରୀ କୁ କିପରି ଖାଇବେ- ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବ୍ରାର ମୁଲତାନି ଙ୍କ ଅନୁସାରେ, ପ୍ରତିଦିନ ୨ କିମ୍ବା ୩ଟି ଖଜୁରୀ କୁ କ୍ଷୀର ରେ ପକାଇ ପିଇବା ଦ୍ୱାରା ଶକ୍ତି ଓ ବୀ-ର୍ଜ୍ୟ ବୃଦ୍ଧି ପାଇଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମ ଆପଣଙ୍କ ଶରୀର ରେ ସୁଗାର କୁ ନିୟନ୍ତ୍ରଣ କରିଥାଏ । ଯେଉଁ କାରଣରୁ ଆପଣ ମଧୁମେହ ଭଳି ସମସ୍ୟା ରୁ ରକ୍ଷା ପାଇ ପାରିବେ ।
ଖଜୁରୀ ର ଅନ୍ୟାନ୍ୟ ଲାଭ- ମଜବୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟୀ ଅଟେ । ଏହାର ନିୟମିତ ବ୍ୟବହାର ଦ୍ବାରା ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ।
ଯଦି ଆପଣ ବଡି ବିଲ୍ଡିଂ କରୁଛନ୍ତି ଏବଂ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଖଜୁରୀ ଆପଣଙ୍କୁ ନିହାତି ଭାବରେ ସାହାଯ୍ୟ କରିବ । କ୍ଷୀର ଓ ଖଜୁରୀ ରେ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ଭଲ ଫଳ ଦେଇଥାଏ ।
ଭିଟାମିନ A ଓ B ଖଜୁରୀ ରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଖଜୁରୀ ଆପଣଙ୍କ ଶରୀର ରେ ନୂତନ କୋଷ ସୃଷ୍ଟି କରିଥାଏ । ଖଜୁରୀ ଖାଇବା ଦ୍ୱାରା କୋ-ଷ୍ଠ କା-ଠି-ନ୍ୟ ଭଳି ସମସ୍ୟା ରୁ ସହଜରେ ମୁକ୍ତି ମିଳିଥାଏ । କାରଣ ଏଥିରେ ପୋଟାସିୟମ ର ମାତ୍ରା ଭରପୁର ରହିଥାଏ । ତେଣୁ ଆପଣ ଏହାକୁ କ୍ଷୀର ରେ ମିଶାଇ ଖାଇ ପାରିବେ । ଆପଣ ପ୍ରତିଦିନ ୨ ରୁ ୩ଟି ଖଜୁରୀ ନିୟମିତ ଭାବରେ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହେବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ