ଯଦି ଏହି ଝିଅଟି ଭାଇରାଲ ହେଇଗଲା ତ ଗଜବ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଜୀଵନ ରେ ବଞ୍ଚିବା ପାଇଁ ସବୁଠାରୁ ବଡ଼ ଜିନିଷ ର ଆବଶ୍ୟକ ତାହା ହେଉଛି ନିଜର ମନୋବଳ ଏବଂ ଦୃଢ଼ ଇଚ୍ଛା ଶକ୍ତି । ଯଦି ଇଛା ଶକ୍ତି ଦୃଢ଼ ରୁହେ ତେବେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇ ନଥାଏ । ଲୋକମାନେ ସର୍ଵଦା ଭାଗ୍ୟ ଉପରେ ସବୁ ଛାଡି ଦେଇଥାନ୍ତି ଏବଂ ନିଜେ କୌଣସି ପରିଶ୍ରମ ମଧ୍ୟ କରନ୍ତି ନାହିଁ କିନ୍ତୁ ଏହା ଠିକ ନୁହେଁ ପରିଶ୍ରମ ଇଛା ଶକ୍ତି ଦ୍ୱାରା ନିଜର ଭାଗ୍ୟ ର ରେଖା କୁ ମଧ୍ୟ ବଦଳାଇ ପାରିବା ।

ତେବେ ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ତନୁ । ତେବେ ଆସନ୍ତୁ ତନୁ ଙ୍କ ବିଷୟରେ ଜାଣିନେବା । ତେବେ ତନୁ ହେଉଛନ୍ତି ପଟଣା ର ବାସିନ୍ଦା । ଛୋଟ ବେଳେ ଏକ ଦୁ-ର୍ଘ-ଟ-ଣା ଯୋଗୁଁ ତାଙ୍କର ଦୁଇ ହାତ କୁ ସେ ହରାଇ ବସିଥିଲେ । ତେବେ କିନ୍ତୁ ସେ ହାର ମାନି ନଥିଲେ । ତାଙ୍କ ମାଆ ବାପା ତାଙ୍କ ପାଠ ପଢା ବନ୍ଦକରିବା ମଧ୍ୟ ଭାବି ଥିଲେ କିନ୍ତୁ ସେ ହାତ ହରାଇଲେ କଣ ହେବ ସେ ନିଜ ର ଗୋଡ଼ ର ସାହାର୍ଯ୍ୟ ନେଇ ଲେଖା ଲେଖି କରିବା ଆରମ୍ଭ କରି ଦେଇଥିଲେ ।

ତେବେ ସେ ପଟଣା ର ଏକ ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ନ୍ତି । ଏହା ଛଡା ତନୁଙ୍କ ମାଆ ବାପା ଏବଂ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ତନୁ ଙ୍କୁ ନେଇ ଗର୍ବିତ ଏବଂ ଆଗକୁ ପଢେଇବାକୁ ମଧ୍ୟ ଉତ୍ସାହିତ କରି ଥାନ୍ତି । ତେବେ ତନୁ ପାଠ ପଢା ସହ ଖେଳ କୁଦ ଏବଂ ଚିତ୍ରାଙ୍କନ ମଧ୍ୟ କରନ୍ତି ଏବଂ ଦିବ୍ୟଙ୍ଗ ଚିତ୍ର କଳା ପ୍ରତିଯୋଗିତାରେ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ତେବେ ତନୁ ଙ୍କ ମାଆ ବାପା ନିଜ ଝିଅ ଉପରେ ବହୁତ ଗର୍ବିତ ଏବଂ ସେମାନେ ମଧ୍ୟ ଚାହୁଁଛନ୍ତି କି ତାଙ୍କ ଝିଅ ଆଗକୁ ବଢୁ ଏବଂ ଖୁବ ପାଠ ପଢୁ କିନ୍ତୁ ତାଙ୍କର ଏତେ ଅର୍ଥ ସାମର୍ଥ୍ୟ ନାହିଁ ତେଣୁ ସେ ସରକାର ଙ୍କୁ ନିବେଦନ କରୁଛନ୍ତି କିଛି ସାହାର୍ଯ୍ୟ ପାଇଁ । ତେବେ ଏଭଳି ପ୍ରତିଭା କୁ ଆଗକୁ ବଢ଼ିବା ଉଚିତ ଏବଂ ଆମେ ଆଶା କରୁଛୁ କି ସରକାର ଏହି ପ୍ରତିଭା କୁ ଆଗକୁ ବଢ଼ାଇବା ରେ ସାହାର୍ଯ୍ୟ କରିବେ ନିଶ୍ଚିତ ।

Leave a Reply

Your email address will not be published. Required fields are marked *