ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ରାମବାଣ ଅଟେ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା’ପରେ ଦେଖନ୍ତୁ କମାଲ!

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଖଜୁରୀ ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ସେହି ସମ୍ବନ୍ଧରେ । ଏହି ଶୁଖିଲା ଫଳ ପୁରୁଷ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଏମିନୋ ଏସିଡ଼ ମିଳିଥାଏ । ଏହା ଏଭଳି ଏକ ଏସିଡ଼ ହୋଇଥାଏ ଯାହା ପୁରୁଷ ମାନଙ୍କ ଯୌ-ନ-ଗ-ତ ସମସ୍ୟା କୁ ଦୂର କରିବା ନିମନ୍ତେ ସହାୟକ ହୋଇଥାଏ । ଏହା ସହିତ ଖଜୁରୀ ଦ୍ୱାରା ପୁରୁଷ ଙ୍କ ଯୌ-ନ ସ୍ୱାସ୍ଥ୍ୟ ବୁ-ଷ୍ଟ୍ ହୋଇଥାଏ ଏବଂ ସେମାନଙ୍କ ଷ୍ଟା-ମି-ନା ବଢ଼ାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ ।

ଖଜୁରୀ ରେ ମିଳୁଥିବା ଉପାଦାନ- ଖଜୁରୀ ରେ ଥିବା ବିଭିନ୍ନ ଉପାଦାନ ଗୁଡ଼ିକ ସମ୍ବନ୍ଧରେ ଯଦି ଆଲୋଚନା କରିବା ତେବେ ଏଥିରେ କ୍ୟାଲସିୟମ, ଜିଙ୍କ, ଫାଇବର, ମ୍ୟାଗ୍ନେସିୟମ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ A,C,E, K, B2, B6, ନିୟାସିନ୍ ଏବଂ ଥିୟାମିନ୍ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ ମିଳିଥାଏ । ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ ।

ଖଜୁରୀ କୁ କିପରି ଖାଇବେ- ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବ୍ରାର ମୁଲତାନି ଙ୍କ ଅନୁସାରେ, ପ୍ରତିଦିନ ୨ କିମ୍ବା ୩ଟି ଖଜୁରୀ କୁ କ୍ଷୀର ରେ ପକାଇ ପିଇବା ଦ୍ୱାରା ଶକ୍ତି ଓ ବୀ-ର୍ଜ୍ୟ ବୃଦ୍ଧି ପାଇଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମ ଆପଣଙ୍କ ଶରୀର ରେ ସୁଗାର କୁ ନିୟନ୍ତ୍ରଣ କରିଥାଏ । ଯେଉଁ କାରଣରୁ ଆପଣ ମଧୁମେହ ଭଳି ସମସ୍ୟା ରୁ ରକ୍ଷା ପାଇ ପାରିବେ ।

ଖଜୁରୀ ର ଅନ୍ୟାନ୍ୟ ଲାଭ- ମଜବୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟୀ ଅଟେ । ଏହାର ନିୟମିତ ବ୍ୟବହାର ଦ୍ବାରା ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ।
ଯଦି ଆପଣ ବଡି ବିଲ୍ଡିଂ କରୁଛନ୍ତି ଏବଂ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଖଜୁରୀ ଆପଣଙ୍କୁ ନିହାତି ଭାବରେ ସାହାଯ୍ୟ କରିବ । କ୍ଷୀର ଓ ଖଜୁରୀ ରେ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ଭଲ ଫଳ ଦେଇଥାଏ ।

ଭିଟାମିନ A ଓ B ଖଜୁରୀ ରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଖଜୁରୀ ଆପଣଙ୍କ ଶରୀର ରେ ନୂତନ କୋଷ ସୃଷ୍ଟି କରିଥାଏ । ଖଜୁରୀ ଖାଇବା ଦ୍ୱାରା କୋ-ଷ୍ଠ କା-ଠି-ନ୍ୟ ଭଳି ସମସ୍ୟା ରୁ ସହଜରେ ମୁକ୍ତି ମିଳିଥାଏ । କାରଣ ଏଥିରେ ପୋଟାସିୟମ ର ମାତ୍ରା ଭରପୁର ରହିଥାଏ । ତେଣୁ ଆପଣ ଏହାକୁ କ୍ଷୀର ରେ ମିଶାଇ ଖାଇ ପାରିବେ । ଆପଣ ପ୍ରତିଦିନ ୨ ରୁ ୩ଟି ଖଜୁରୀ ନିୟମିତ ଭାବରେ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *