ସାମ୍ନାକୁ ଆସିଲା Swiggy ବୟ ଚିକୁଙ୍କୁ ପ୍ରେମିକାଙ୍କ ହାତଲେଖା ଚିଠି ..” ମୁଁ ନିଜେ ମରିବି , ଆଉ ତାକୁ ଭି ମାରିବି ” ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ଏକ ସ୍ୱିଗି ଡେଲିବରୀ ବୟ ଚିକୁ ଙ୍କ ଅ-ପ-ହ-ର-ଣ ଏବଂ ତାଙ୍କ ସ୍ତ୍ରୀ କୁ ପଠା ଯାଇଥିବା ଭଏସ ମେସେଜ ରେ ଛୁ-ରୀ ଭୁ-ଷା ଆଦି ଘ-ଟ-ଣା ସମ୍ପର୍କରେ । ତେବେ ଏହି ସବୁ ଥିଲା ନାଟକ ତେବେ ପୋଲିସ ଚିକୁ ଏବଂ ତାର ପ୍ରେମିକା କୁ ମଧ୍ୟପ୍ରଦେଶ ର ଏୟାରପୋର୍ଟ ରେ ଗି-ର-ଫ କରିଥିଲେ । ତେବେ ସେ ନିଜ ସ୍ତ୍ରୀ କୁ ମିଛ କହି ଏବଂ ଅ-ପ-ହ-ର-ଣ ର ବାହାନା କରି ନିଜ ନାବାଳିକା ପ୍ରେମିକା ଙ୍କ ସହ ଫେ-ରା-ର ହେବାର ଥିଲା ଏହା ଯୋଜନା ।

ତେବେ ସେହି ନାବାଳିକା ପାଖରୁ ଏକ ହାତ ଲେଖା ଚିଠି ମିଳିଛି ଯାହା ଆହୁରି ଆଶ୍ଚର୍ଯ୍ୟ ଜନକ । ତେବେ ସେହି ଚିଠି ରେ ଲେଖା ଯାଇଛି କି ସମସ୍ତେ ମୋତେ ଏଣୁ ତେଣୁ କହୁଛନ୍ତି । ଖୁସି ସକାଶେ ମ-ରି-ବା-କୁ ଯାଉଛି । ମୁଁ ମ-ରି-ବି ତାକୁ ବି ମା-ରି-ବି । ଚିକୁ ବାହା ହୋଇ ନଥିଲା ମୋତେ ଖୁସି ନମ୍ବର ଦେଇଥିଲା । ମୁଁ ତା ସହ କଥା ହେଉଥିଲି । ଏବେ ଯାହା କହୁଛି ନିଜେ ବଞ୍ଚିବ ବୋଲି ମୋ ନାଁ ରେ ମି-ଛ କହୁଛି ।

ଏବେ ମୁଁ ଯେଉଁ କଥା ହେଉଥିଲି କେତେବେଳେ କେମିତି ହେଉ ଥିଲି । ଚିକୁ ଯେତେବେଳେ ବାହା ହୋଇଗଲା ମୁଁ ଆଉ କାହାକୁ ଭଲ ପାଇଲି । ହେଲେ ଚିକୁ ନାଁ ଉଠିଲା । ତେବେ ମୁଁ ଭଲ ପାଇବା କଣ ଜାଣି ନଥିଲି ମୋ ସାଙ୍ଗ ହିଁ ଭଲ ପାଇବା ଶିଖାଇଲା । ଚିକୁ ବାହା ହେବା ପରେ ସେ ମୋତେ ଆଉ ଜଣଙ୍କ ର ନମ୍ବର ଦେଲା ଏବଂ ମୁଁ ତା ସହ କଥା ହେଲି ଏବେ ମୁଁ ମୋ ସାଙ୍ଗ ପାଇଁ ମ-ରି-ବି ଏବଂ ତାକୁ ହିଁ ମା-ରି-ବି ।

ତେବେ ଏହି ଚିଠି ଅନୁସାରେ ଏହି ନାବାଳିକା ଦିଗ ହରା ହୋଇ ଯାଇଥିଲେ ଏବଂ ମ-ରି-ବା-କୁ ଯାଉଛନ୍ତି ବୋଲି ଲେଖିଥିଲେ ତା ସହ ତାକୁ ବି ମା-ରି-ଦେ-ବେ ବୋଲି କହୁଛନ୍ତି ତେବେ ଚିଠି ଅନୁସାରେ ଯଦି ଦୁଇଜଣ କଥା ହେଉ ନଥିଲେ ତେବେ ଦୁଇ ଜଣ ଫୁଣି ଥରେ କିପରି ଏକାଠି ଫେ-ରା-ର ହୋଇଗଲେ । ତେବେ ପୋଲିସ ଦୁହିଁ ଙ୍କୁ ଗି-ର-ଫ କରିଛି ଏବଂ ନିଜର କାର୍ଯ୍ୟକାରୀ ଆରମ୍ଭ କରି ଦେଇଛନ୍ତି । ଏହି ଗହତନାକୁ ନେଇ ଆପଣଙ୍କ ମତ କଣ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *