‘କେଉଁଠି ନା କେଉଁଠି ଅତ୍ୟାଚାରର ଶିକାର ହେଉଛନ୍ତି ପୁରୁଷ ସମାଜ, ପୁରୁଷମାନେ ବି…’ Anubhav ଙ୍କୁ ସପୋର୍ଟ କରି ଦେଖନ୍ତୁ କଣ କହିଲେ ଏହି ଓକିଲ ମହାଶୟା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ କହିଛନ୍ତି ଯେ କେଉଁଠି ନା କେଉଁଠି ଭାୟୋଓଲେଏନ୍ସ ର ଅତୟଆଚାରର ଶିକାର ହେଉଛନ୍ତି ଏହି ପୁରୁଷ ସମାଜ ମଧ୍ୟ । ରାଉରକେଲା କେସ ରେ ଗୋଟିଏ ପୁରୁଷ ନ୍ୟାୟ ମାଗି ମାଗି ଲାଷ୍ଟ କୁ ସୁଇସାଇଡ କରିଦେଲା ଏହି ପ୍ରଶ୍ନ ର ଉତ୍ତର କିଏ ଦେବ ? ଯୁଡିସିଆଲ ସିଷ୍ଟମ ଉପରେ ଯେତେବେଳେ ଆମ୍ଭେମାନେ ପ୍ରଶ୍ନ ଉଠାଇଥାଉ ସବୁବେଳେ ଲିଗାଲ ଏକ୍ସପର୍ଡ ମାନଙ୍କ ମତାମତ ନେଇଥାଉ ।

ସମାଜ ରେ କୁହାଯାଏ  ନାରୀ ମାନେ ହେଲେ କାନ୍ଦିବେ ସବୁ କରିବେ ଭିକ୍ଟେମ କାର୍ଡ ଖେଳିବେ । ମାତ୍ର ଗୋଟିଏ ଜାଗାରେ ଆଜିର ସମାଜ ରେ ପୁରୁଷ ମାନେ ମଧ୍ୟ କାନ୍ଧୁଛନ୍ତି । ଯେତେ ବେଳେ ଡୋମେଷ୍ଟିକ ଭାୟୋଲେନ୍ସ ର କଥା ଆସୁଛି ସେତେବେଳେ କେଉଁଠି ନା କେଉଁଠି ଭାୟୋଲେନ୍ସ ର ଅତୟଆଚାର ର ଶିକାର ହେଉଛନ୍ତି ଏହି ପୁରୁଷ ସମାଜ ମଧ୍ୟ । ଆଇନ ସବୁବେଳେ ସମସ୍ତଙ୍କ ପାଇଁ ସମାନ ।

ଆଇନଜୀବୀ ମୋନାଲିସା ଘନ୍ତାୟତ ଏହା ମଧ୍ୟ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶନୀ ନିଶ୍ଚିତ ମତେ ସୋସିଆଲ ମିଡିଆ ରେ ଦେଖୁଥିବେ ତେବେ ସେ ଗତକାଲି ଏଫୟାର ରେ ନାରୀତ୍ଵ ବୋଲି ଲେଖିଛନ୍ତି କିଛି ଏଭଳି ଶବ୍ଦ । ତେବେ ଏହି ଶବ୍ଦ କେଉଁଠାରେ ଲେଖା ଯାଇଅଛି ? ନାରୀ ଏବଂ ପୁରୁଷ ଆମ୍ଭ ସମାଜର ହେଉଛନ୍ତି ୨ ଟି ଅଂଶ । ଆମ୍ଭକୁ ସେହି ସମଭାଗ ହୋଇ ଚାଲିବାକୁ ପଡିବ ।

ମାତ୍ର ଆଜି ବର୍ଷା ଟ୍ଵିଟ ରେ ବର୍ଷା ଲେଖିଛନ୍ତି ଯେ ଜଣେ ମହିଳା କ’ଣ ଜଣେ ସ୍ଵାମୀ ଙ୍କ ସହିତ ରହିପାରିବ ଶାରୀରିକ ସମ୍ପର୍କ ନ ରଖି ? ତେବେ ଆଇନଜୀବୀ ମୋନାଲିସ କହିଛନ୍ତି ଯେ ଏହି କଥା ଆପଣ ମିଡିଆ ରେ କ’ଣ ପାଇଁ ପଚାରୁଛନ୍ତି ? ଆପଣ ନିଜକୁ କ’ଣ ପାଇଁ ପଚାରୁ ନାହାଁନ୍ତି ? ଜଣେ ମହିଳା ଏବଂ ଜଣେ ପୁରୁଷ ଯେତେବେଳେ ସ୍ଵାମୀ ସ୍ତ୍ରୀ ଭାବରେ ଛାତତଳେ ରହିଥାନ୍ତି ଏବଂ ତାଙ୍କ ଭିତରେ ଯେତେବେଳେ ଗୋଟେ ଶାରୀରିକ ସମ୍ପର୍କ ତିଆରି ହୁଏ ସେଠାରେ ଗୋଟିଏ ଛୁଆଟିଏ ପାଇଁ ମଧ୍ୟ ଆଶା ଆସିଥାଏ ।

ଗୋଟିଏ ପରିବାର ସମ୍ପର୍କ ବଢିବା ନିମନ୍ତେ ବିବାହ କରାଯାଇଥାଏ । ଗୋଟିଏ ବଂଶ ର ପ୍ରତିଷ୍ଠା ପାଇଁ ଗୋଟିଏ ବିବାହ କରାଯାଇଥାଏ । ବିବାହ ଗୋଟିଏ ପବିତ୍ର ସଂସ୍ଥା । ସେହି ପବିତ୍ର ସଂସ୍ଥା ମଧ୍ୟରେ ଛୁଆଟିଏ ପାଇଁ ଆଶା କରା ଯାଇଥାଏ । ତେବେ ଆପଣଙ୍କ କ୍ଷେତ୍ରରେ ତାହା ସମ୍ଭବ ହେଲା ନାହିଁ କିଭଳି ? ତେବେ ଏହିଭଳି କିଛି ପ୍ରଶ୍ନ ଆଇନଜୀବୀ ମୋନାଲିସା, ବର୍ଷା ପ୍ରିୟଦର୍ଶନୀ ଙ୍କୁ ପଚାରିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *