‘ଗୋଟେ ପୁଅ ଗୋଟେ ସ୍ତ୍ରୀକୁ ବାହା ହେଇ 6 ବର୍ଷ ଛୁଇଁ ନାହିଁ ? ତାହା ହେଲେ ସମସ୍ୟାଟା…’ Varsha ଙ୍କ ଫ୍ୟାନ୍ସ Anubhav ଙ୍କ ପୁରୁଷତ୍ଵକୁ ନେଇ ଉଠାଇଲେ ଏମିତି ପ୍ରଶ୍ନ, ଦେଖନ୍ତୁ Video

ବନ୍ଧୁଗଣ, ତେବେ ସୂଚନା ଅନୁଯାୟୀ ନା ନ ନେଇ ପୁରୁଷତ୍ଵ ଉପରେ ପ୍ରଶ୍ନ ଉଠାଇଛନ୍ତି ବର୍ଷା ଙ୍କ ଫ୍ୟାନ୍ସ ମାନେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପୃଥିବୀ ର ଅଷ୍ଟମ ଆଶ୍ଚର୍ଯ୍ୟ ଅନୁଭବ । ଏଭଳି କିଛି ଲେଖି ମାନ୍ୟବର ଙ୍କୁ ଟାର୍ଗେଟ କରିଛନ୍ତି ବର୍ଷା ଙ୍କ ଫ୍ୟାନ୍ସ । ମାନ୍ୟବର ନିଜ ସ୍ତ୍ରୀ ଙ୍କ ସହିତ ଆମେରିକା, ବମ୍ବେ, ଦିଲ୍ଲୀ, ବ୍ୟାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ, ମନାଲୀ ଏବଂ କେତେ ସ୍ଥାନ ଏକାଠି ବୁଲିଲେ, ଏକାଠି ରହିଲେ, ଏକଜାଠି ଖାଇଲେ କିନ୍ତୁ ସ୍ତ୍ରୀ ତାଙ୍କୁ ଛୁଇଁବାକୁ ଦେଲେନାହିଁ ।

ଏହା କ’ଣ ବିଶ୍ଵାସ ଯୋଗ୍ୟ ? ଜଣେ ପୁରୁଷ ଜଣେ ସ୍ତ୍ରୀ କୁ ବିବାହ କରିଲା ଏବଂ ୬ ବର୍ଷ ଛୁଇଁଲା ନାହିଁ ? ଏହା ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ…. ହଜମ ନ କରି ହେଲେ ମଧ୍ୟ ମାନିନେବା ଯଦି ସତ ତେବ ଏହି ସମସ୍ୟା ଟି ପୁରୁଷ ର ନ ଥିଲା ତ ? କିଛି ଏହିଭଳି ପ୍ରଶ୍ନ ପଚାରିଛନ୍ତି ବର୍ଷା ଙ୍କ ଫ୍ୟାନ୍ସ । ଜଣେ ଓଡିଶା ବାହାରେ ରହୁଥିବା ମହିଳା ଙ୍କୁ ବିବାହ କରିବା ନିମନ୍ତେ ନିଜ ସ୍ତ୍ରୀ କୁ ବଦନାମ କରି ତଳିତଳନ୍ତା କରିବା ପାଇଁ ଏହା ଏକ ଷଡଯନ୍ତ୍ର ନୁହେଁ ତ ?

ମାନ୍ୟବର କାହିଁକି ରାଜଧାନୀ ଦିଲ୍ଲୀ ରେ ଏକ ଟିମ କୁ ହାୟର କରି ସୋସିଆଲ ମିଡିଆ ରେ ଅଧିକ ରୁ ଅଧିକ ସମର୍ଥନ ପାଇବାକୁ ଏବଂ କାମେଣ୍ଟସ ରେ ତାଙ୍କୁ ସମର୍ଥନ କରିବାକୁ ପ୍ରବଳ ପଇସା ଇନଭେଷ୍ଟ କରିଛନ୍ତି । ନିଜ ସ୍ତ୍ରୀ କୁ ଏକା ପାରିଲେ ନାହିଁ ନା ତାଙ୍କ ଲୋକ ପ୍ରିୟତାକୁ ସହିପାରିଲେନି ? ଜଣେ ବାପ ଛିଉଣ୍ଡ ଝିଅ କୁ ଏହିଭଳି ବଦନାମ କରିବା ଠିକ ?

ନା ସମାଧାନ ର ବାଟ ବାହାର କରି ଜୀବନ କୁ ସୁନ୍ଦର କରି ସନ୍ନମାନ ର ସହିତ ବଞ୍ଚିବା ଠିକ ? ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ଙ୍କୁ ପ୍ରଶ୍ନ କରୁଛନ୍ତି ଏବଂ ଚ୍ୟାଲେଞ୍ଜ ମଧ୍ୟ କରୁଛନ୍ତି ଏହା ପୁଣି ସୋସିଆଲ ମିଡିଆ ରେ ? ଜଣେ ଲମେକର ଲବ୍ରେକର ହେବା କେତେଦୂର ସମ୍ଭବ ? ଏହିଭଳି ଭିଡିଓ କରି ଛାଡିବା ଦ୍ଵାରା ସମାଜ ଉପରେ କୁ ପ୍ରଭାବ ନିଶ୍ଚିତ ଭାବରେ ପଡୁଛି ।

ତେବେ ଆଗକୁ ସାଧାରଣ ଲୋକେ ମଧ୍ୟ ଏହିଭଳି ଆଇନ ଉପରୁ ନିଜର ସଂପୂର୍ଣ୍ଣ ବିଶ୍ଵାସ ହଟାଇ ରାସ୍ତାଘାଟ ରେ କାନ୍ଦି ଭିଡିଓ କରି ପରସ୍ପର କୁ ଆକ୍ଷେପ କରିବାରେ ଲାଗିବେ । ସମାଜ ଉପରେ ନିଶ୍ଚିତ ଏହିସବୁ ର କୁପ୍ରଭାବ ପଡିବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *