Old is Gold ! ଏହି ପୁରୁଣା 2 ଟଙ୍କିଆ କଏନ କରି ଦେଉଛି ଲକ୍ଷପତି, କଣ ଆପଣଙ୍କ ପାଖରେ ଅଛି ଏମିତି କଏନ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏକ ଟଙ୍କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ୧୦ ଟଙ୍କିଆ କଏନ ନିଶ୍ଚୟ ଦେଖିଥିବେ । ଏହି ମୁଦ୍ରାର ବ୍ୟବହାରରେ ଆପଣ ମାନେ ଜିନିଷ କିଣନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି କଏନ ଗୁଡିକର ରହସ୍ୟ ବିଷୟରେ ଜାଣି ନାହାନ୍ତି ଯାହା ଜାଣିବା ପରେ ଆପଣ ମାନେ ହୋଇଯିବେ ଲକ୍ଷପତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ରାତିଆ ରାତି ଲକ୍ଷପତି କରିପାରେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମୁଦ୍ରା ବିଷୟରେ । ଯଦି ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଦୁଇ ଟଙ୍କାର ଏକ ବିଶେଷ ମୁଦ୍ରା ଅଛି ତା ହେଲେ ଆପଣଙ୍କୁ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହିଁ । ବାସ୍ତବରେ ଆମେ ଯେଉଁ ଦୁଇ ଟଙ୍କା ମୁଦ୍ରା ବିଷୟରେ କହିବାକୁ ଯାଉଛୁ ତାହା ୧୯୯୪ ମସିହାରେ ତିଆରି ହୋଇଥିଲା ।

ଏହି ମୁଦ୍ରାର ପଛ ଭାଗରେ ଭାରତର ଜାତୀୟ ପତାକା ରହିଛି । ବନ୍ଧୁଗଣ ଏକ ୱେବ ସାଇଡରେ ଏହି ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ସ୍ତିର କରାଯାଇଛି । ସେହିଭଳି ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ଓ ଜଜ୍ ଭେକିନ ସମ୍ରାଟ ୧୯୧୮ ମସିହାର ମୁଦ୍ରା ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି ।

ଏହି ମୁଦ୍ରା ଗୁଡିକର ଭଲ ଚାହିଦା ରହିଥିବାରୁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ଏହି ମୁଦ୍ରା କିଣୁଛନ୍ତି । ଆପଣଙ୍କ ପାଖରେ ଯଦି ଏପରି କିଛି ପୁରୁଣା ମୁଦ୍ରା ଅଛି ତା ହେଲେ ଆପଣ କ୍ଵିକର ସାଇଡକୁ ଯାଇ ପଞ୍ଜୀକରଣ କରିବାକୁ ପଡିବ ।

ଏହା ପରେ ଆପଣ ଏହି ମୁଦ୍ରାର ଫଟୋ କ୍ଲିକ କରି ଅପ୍ଲୋଡ କରିବେ । ଏହା ପରେ ଆପଣଙ୍କ ମୁଦ୍ରା କିଣିବା ପାଇଁ ଅନ୍ୟ ଲୋକମାନେ ଯୋଗାଯୋଗ କରିପାରିବେ । ତେଣୁ ବନ୍ଧୁଗଣ ଯଦି ଆପଣ ପୁରୁଣା ମୁଦ୍ରା ବା ନୋଟ ରଖିବାର ସଉକ ରଖନ୍ତି ତା ହେଲେ ଆପଣ କୋଟିପରି ହୋଇପାରିବେ ।

Leave a Reply

Your email address will not be published. Required fields are marked *