ପୋଲିସ ଆଗରେ ସବୁ ସତ ମାନିଗଲା Govinda Sahu, କହିଲା କେମିତି ସେ ମାରିଥିଲା Mamita କୁ, ସେ କଣ କହିଲା ଥରେ ଶୁଣିଲେ ଆପଣଙ୍କ ଲୋକ ଟାଙ୍କୁରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ନି-ଖୋ-ଜ ଥିବା ମମିତା ମେହେରଙ୍କ ହ-ତ୍ୟା କରାଯାଇଛି ଓ ତାଙ୍କର ହ-ତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ବନ୍ଧୁଗଣ ଗତ କାଲି ମହାଲିଙ୍ଗ ଷ୍ଟାଡିୟମରୁ ଯେଉଁ ଶ-ବ-ଟି ମିଳିଲା ତାହା ହେଉଛି ମମିତାଙ୍କର । ଯେଉଁ ପାଉଁଜି ଓ ଅନ୍ୟ ସାମଗ୍ରୀ ଘ-ଟ-ଣା ସ୍ଥଳରେ ମିଳିଲା ତାହା ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ । ଅନ୍ୟ ପକ୍ଷରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ କ-ଷ୍ଟେ-ଡି-ରେ ବର୍ତ୍ତମାନ ସତ ମାନିଛି ଗୋବିନ୍ଦ ସାହୁ ।

ବନ୍ଧୁଗଣ ମମିତାଙ୍କୁ ହ-ତ୍ୟା ଗୋବିନ୍ଦ କରିଛି ବୋଲି ସେ ସତ ମାନିଛି ଓ ପ୍ରମାଣ ନଷ୍ଟ କରିବା ପାଇଁ ସେ ଶ-ବ-କୁ ପୋ-ଡି ଷ୍ଟା-ଡି-ୟ-ମ-ରେ ପୋ-ତି-ଦେଇଥିଲା । ଶ-ବ-କୁ ପୋ-ଡି-ବା ପାଇଁ ସ୍କୁଲର ପୁରୁଣା ପ୍ଲାଏ ଉଡ ଓ ଟାୟାରକୁ ବ୍ୟବହାର କରି ଥିଲା । ଏହା ପରେ ଜେସିବି ଅପରେଟରକୁ କହିଥିଲା ଗା-ତ ପୋ-ତି-ଦେ-ବା ପାଇଁ । ପୋଲିସ କ-ଷ୍ଟେ-ଡି-ରେ ଗୋଟେ ପରେ ଗୋଟେ ସବୁ ସତ କହିଛି ଗୋବିନ୍ଦ ସାହୁ ।

ଏହା ସହିତ ଉତ୍ତର ଅଞ୍ଚଳ ଡିଏସପି ଓ ଏସପିଙ୍କ ସାମ୍ନାରେ ଗୋବିନ୍ଦ ସ-ତ କଥା କହିଛି । ଗତ କାଲି ଠାରୁ ଗୋବିନ୍ଦଙ୍କୁ ଜେ-ରା କରଯାଇଥିଲା । ଗତ ୭ ତାରିଖରେ ଷ୍ଟାଡିୟମରେ ଗା-ତ ଖୋ-ଲି-ବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୋବିନ୍ଦ ଆଉ ଦିନକ ପରେ ଗାତ ପୋ-ତି-ବା ପାଇଁ କହିଥିଲେ ଗୋବିନ୍ଦ । ମୃ-ତ ଦେ-ହ-କୁ ଶୀଘ୍ର ନଷ୍ଟ କରିବା ପାଇଁ ଲୁଣ ବି ଦିଆ ଯାଇଥିଲା ।

ମମିତାଙ୍କ ହ-ତ୍ୟା ପୂର୍ବରୁ ଷ–ଡଯ-ନ୍ତ୍ର କର ଯାଇଥିଲା । ଷ-ଡ-ଯ-ନ୍ତ୍ର କରି ମମିତାଙ୍କୁ ଡକା ଯାଇଥିଲା ଓ ଅଧା ରାସ୍ତାରୁ ଗୋବିନ୍ଦ ମମିତାଙ୍କୁ ତାଙ୍କ କାରରେ ନେଇ ଯାଇଥିଲେ । ଅନ୍ୟ ପଟରେ ମମିତା ନିଜ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ବି ଦେଇଥିଲେ ।

ତେବେ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠୁଛି ଯେ, ଏହି ହ-ତ୍ୟା-କା-ଣ୍ଡ-ରେ ଗୋବିନ୍ଦଙ୍କୁ କେଉଁ ମାନେ ସହାୟତା କରିଥିଲେ । ଗୋବିନ୍ଦଙ୍କ ସହ ଆଉ ୪ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *