ପୋତିଲା ଯିଏ, ଉତ୍ତର ଦେବ ସିଏ ? ମମିତା ମୃତ୍ୟୁର କାରଣ କହିବ ଜେସିବି ଡ୍ରାଇଭର, କେତେବେଳେ ପୋତିଥିଲେ, କେମିତି ପୋତିଥିଲେ ? ଦେଖନ୍ତୁ Video

ବନ୍ଧୁଗଣ ମାମିତା ମେହେର ନି-ଖୋ-ଜ ହେବାର ୧୧ ଦିନ ପରେ ପୋଲିସ ମହାଲିଙ୍ଗ ଷ୍ଟାଡିୟମରେ ଯା-ଞ୍ଚ କରିଥିଲା । ମାଟି ଖୋ-ଲି-ବା ଦ୍ଵାରା ଏକ ମୃ-ତ ଶ-ବ ମିଳିଥିଲା । ସେହି ମୃ-ତ ଶ-ବ ସହିତ ଏକ ପାଉଁଜି ଓ ଏକ ସୁନା ଚେନ ମିଳିଥିଲା । ଗତ କାଲି ସେହି ମୃ-ତ ଶ-ବ-କୁ ଡିଏନଏ ଟେ-ଷ୍ଟ ପାଇଁ ପଠା ଯାଇଥିଲା । ସେହି ମୃ-ତ ଶ-ବ-ଟି ମାମିତା ମେହେରଙ୍କର ନା ନାହିଁ ତାହା ଜାଣିବା ପାଇଁ ଏହି ଟେଷ୍ଟ କରାଯାଇଛି ।

ବନ୍ଧୁଗଣ ଷ୍ଟାଡିୟମରୁ ମିଳିଥିବା ମୃ-ତ ଦେ-ହ-ଟି ମମିତା ମେହେରଙ୍କର ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ଏବେ କେତେକ ବଡ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି । ପୋତିଲା କିଏ, ଯିଏ ପୋତିଲା ସେ ଉତ୍ତର ଦେବ । ମ-ମି-ତା ମୃ-ତ୍ୟୁର କାରଣ କହିବ ଡେସିବି ଡ୍ରାଇଭର । କେତେବେଳେ ପୋ-ତି ଥିଲେ, କେମିତି ପୋ-ତି-ଥିଲେ । ମୃ-ତ ଦେ-ହ ଆଣି ପୋ-ଡି ପୋ-ତି-ଥିଲେ ନା ଷ୍ଟାଡିୟମରେ ପୋ-ଡି ପୋ-ତି-ଥିଲେ ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସୁଛି ।

ବର୍ତ୍ତମାନ ଜେସିବି ଡ୍ରାଇଭରରୁ ଗି-ର-ଫ କରି ପଚରା ଉଚରା କରୁଛି ବଲାଙ୍ଗୀର ପୋଲିସ । ଅବଶ୍ୟ ସେହି ମୃ-ତ ଦେହଟି ମମିତାଙ୍କର ବୋଲି ସ୍ପର୍ଷ୍ଟ ହୋଇ ନାହିଁ । କିନ୍ତୁ ସେହି ସ୍ଥାନରୁ ମିଳିଥିବା ସୁନା ଚେନ, ପାଉଁଜି ଓ ବ୍ୟାଗ ସେହି ଦିଗକୁ ଇସାରା କରୁଛି । ବନ୍ଧୁଗଣ ଡିଏନଏ ରିପୋର୍ଟ ଆସିବାକୁ ସମୟ ଅଛି ହେଲେ ଯଦି ଜେସିବି ଡ୍ରାଇଭର ମମିତାଙ୍କୁ ପୋ-ତି ଥିବ ତା ହେଲେ ସବୁ ପୋଲିସ ଉପରେ ନିର୍ଭରଶୀଳ ।

ତେବେ ଏବେ ସମସ୍ତଙ୍କ ନଜର ସେହି ଜେସିବି ଡ୍ରାଇଭରଙ୍କ ବୟାନ ଉପରେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *