ପର୍ସ ଚୋରୀ କରି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଯାହାଙ୍କ ନାଁ ଶୁଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ଦୁନିଆରେ ଅନେକ ଚୋର ଅଛନ୍ତି । ସାଧାରଣତଃ ଚୋର ମାନେ ଚୋରୀ କରି ବଞ୍ଚି ଥାନ୍ତି । ଚୋରୀ କରିବାରେ ଯେତିକି ଲାଭ ଅଛି ସେତିକି ରିକ୍ସ ମଧ୍ୟ ଅଛି ।

ତେବେ ବନ୍ଧୁଗଣ ଯଦି ଆମେ କହିବୁ ଜଣେ ଅଭିନେତ୍ରୀ ଏବେ ଚୋରୀ କରି ଗିରଫ ହୋଇଛନ୍ତି ତା ହେଲେ କଣ ଆପଣ ବିଶ୍ଵାସ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଜଣେ ଅଭିନେତ୍ରୀ ପର୍ସ ଚୋରୀ କରି ଗିରଫ ହୋଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ପଶ୍ଚିମ ବଙ୍ଗରେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ରୁପା ଦତ୍ତ ।

ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ପର୍ସ ଚୋରୀ କରିଥିଲେ । ସେ ପର୍ସ ଚୋରୀ କରି ଡଷ୍ଟବିନକୁ ଫିଙ୍ଗିବା ବେଳେ ପୋଲିସ ତାଙ୍କୁ ଧରି ଦେଇଥିଲା । ଘଟଣା ସ୍ଥଳରେ ପୋଲିସ ରୁପାଙ୍କ ଠାରୁ ଏକାଧିକ ପର୍ସ ଓ 75 ହଜାର ଟଙ୍କା ଜବତ କରିଛି । ରୁପା ବଙ୍ଗଳାର ଜଣେ ଟିଭି ଅଭିନେତ୍ରୀ ଅଟନ୍ତି । ସେ ଅନେକ ଟିଭି ସିରିଏଲରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ବେସ ପସନ୍ଦ କରନ୍ତି ଦର୍ଶକ । ହେଲେ ବନ୍ଧୁଗଣ ଏହି ଚୋରୀ ମାମଲାରେ ଗିରଫ ହେବା ପରେ ରୁପାଙ୍କ ଇମେଜ ଉପରେ ବହୁତ ଖରାପ ପ୍ରଭାବ ପଡିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *