ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଲେ, ‘ମ୍ୟାଡାମ ବୋଧେ ତାଙ୍କ ପ୍ରେମିକ ସହ କଉଠି ରାସନୀଳା କରିଛନ୍ତି ଯାହାକୁ ପିଲାଟି ଦେଖିଛି, ଯେଉଁଥି ପାଇଁ ସେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି ଯେ ପ୍ରଥମେ ତ ସେହି ଦିଦି ଙ୍କୁ ନମସ୍କାର ! ତାଙ୍କ ପାଇଁ କଥାଟି ବାହାରକୁ ଆସିଲା । ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି ଯେ ଦିଦି କୁ ନମସ୍କାର କରିବାର ଅର୍ଥ ହେଉଛି ଯେ ସେହି ଦିଦି ଯେତେବେଳେ ପିଲାଙ୍କୁ ଟିଉସନ କରନ୍ତି ବସାଇ, ସେତେବେଳେ ବାରମ୍ବାର ଦିଦି ଙ୍କ ଧନଙ୍କ ଫୋନ ଆସିଛି । ଆଉ ଧନର ଫୋନ ଆସିବା ପରେ ତାଙ୍କ ମନ ଆଉ ଆସିନାହିଁ ଟିଉସନରେ ।

ଏହା ଭିତରେ ସେ କେତେବେଳେ ଭି-ଡି-ଓ କଲରେ ତ ଆଉ କେତେବେଳେ ଚାଟିଙ୍ଗରେ ଧନ ଗେଲହୁ କରିଛନ୍ତି ଏହି କଥା କୁ ଛୁଆ ମାର୍କ କରିଛନ୍ତି । ଆଜିକାଲିକା ଛୁଆ ଙ୍କୁ ପଦେ କହିଲେ ସେ ଚାରିପଦ କହିବେ । ଆପଣ ମା’ କହିଲେ ସେ ଭଉଣୀ, ମାଉସୀ, ପିଉସୀ ସମସ୍ତଙ୍କୁ ଏକାଠି କରିଦେବେ । ବର୍ତ୍ତମାନ ଯୁଗ ସଂପୂର୍ଣ୍ଣ ଭାବରେ ଅଲଗା ହେଲାଣି । ବର୍ତ୍ତମାନ ଯେଉଁ ପିଢୀ ଚାଲିଛି ପ୍ରେମ ର ଅର୍ଥକୁ କୁଣ୍ଡାଚୋକଡ ଭଳି କରି ସାରିଲେଣି ।

ଏହାର ଆଗାମୀ ପିଢୀ ଆହୁରି କ’ଣ ହେଉଛନ୍ତି ତାହା ଦେଖିବା ବାକି ରହିଲା । ମାତ୍ର ସେହି ପିଲାଟି ସଂପୂର୍ଣ୍ଣ କଥା କହିନାହିଁ ଯାହା ପ୍ରାଇଭେଟ କଥା ଦିଦି ହୋଇଛନ୍ତି । ଆଉ କେଉଁ ପିଲା ହେଲେ ସମୁଦାୟ ପୋଲ ଖୋଲି ଥୋଇ ସାରନ୍ତାଣୀ । ଛୋଟଛୁଆ ମାନେ ଯେଉଁ ମାହୋଲରେ ବଢନ୍ତି ତଥା ଯେଉଁ ସଙ୍ଗତରେ ଆସନ୍ତି ତାହାକୁ ସେ ଅନୁଧ୍ୟାନ କରି କରି ଜାଆନ୍ତି ।

ସେହି ଅନୁସାରେ ପିଲା କରିଥାନ୍ତି ଅଥବା କହିଥାନ୍ତି । ଆମ୍ଭେମାନେ ଯେତେବେଳେ ଛୋଟଛୁଆ ଙ୍କ ପାଖରେ ଅଛୁ ତାହାର ଅର୍ଥ ନିଜର ପ୍ରାଇଭେସିକୁ ସବୁବେଳେ ପ୍ରାଇଭେସି ହିଁ ରଖିବା ଆବଶ୍ୟକ । ସ୍ଥାନ କାଳ ପାତ୍ର କିଏ କେଉଁଠାରେ ଦେଖୁନାହାଁନ୍ତି ଯିଏ ଯେଉଁଠି ପାରିଲା ସେଠାରେ ତାହା କରିବାରେ ବ୍ୟସ୍ତ । ସେଥିପାଇଁ ଛୁଆ ଯାହା ଦେଖିଲା ତାହା ଶିଖିଲା ।

ଦିଦି ଜଣଙ୍କ କଥା ହୋଇଥିଲେ କ’ଣ ଖାଇଛ ଠାରୁ ଆରମ୍ଭ କରି କ’ଣ ପିନ୍ଧିଛ ପର୍ଯ୍ୟନ୍ତ ସବୁ କଥା ହୋଇଥିଲେ । ପିଲାମାନଙ୍କୁ ବାପା ମା’ ଟିଉସନ ଙ୍କୁ ପଠାଇଥାନ୍ତି ପାଠ ପଢିବା ପାଇଁ ମାତ୍ରେ ସେଠାରେ ସେ ପାଠ ପଢୁଛନ୍ତି କି ଆଉ କି ଶିକ୍ଷା ନେଉଛନ୍ତି ତାହା କିଭଳି ଜାଣିବେ ଅଭିଭାବକ । ଏଣୁ ଆଜିଭଳି ଦିନରେ ପ୍ରେମର ଅର୍ଥ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *