‘ବ୍ଯାଗରେ ପିଲାମାନେ ଆଜିକାଲି ବହିବସ୍ତାନି ପରିବର୍ତ୍ତେ କଣ୍ଡ-ଓମ ନେଇ ସ୍କୁଲ ଯାଉଛନ୍ତି, କିନ୍ତୁ ସେମାନଙ୍କ ବାପା-ମା’ ଏଥିପାଇଁ…’

ବନ୍ଧୁଗଣ, ଆଜିଭଳି ଆଧୁନିକ ଯୁଗରେ ଯେଉଁଭଳି ଭାବରେ ଘଟଣା ମାନ ସବୁ ପରିଲକ୍ଷିତ ହେଉଛି ତାହା ଆଶ୍ଚର୍ଯ୍ୟଜନକ ଅଟେ । ନିକଟରେ ସ୍କୁଲ ପିଲାଙ୍କ ବ୍ୟାଗ ରୁ କଣ୍ଡ-ଓ-ମ ବାହାରିବା କଥା ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଜଣେ ଯୁବତୀ ଆଜିର ଶିକ୍ଷା ବ୍ୟବସ୍ଥା କୁ ନେଇ କିଛି ଏଭଳି ମତ ଦେଇ କହିଛନ୍ତି ଯେ ଆଜିକାଲି ଶିକ୍ଷାର ତ ଯେଉଁ ଅବସ୍ଥା ତାହା ସମସ୍ତେ ପ୍ରାୟ ଜାଣିଛନ୍ତି ।

ଶିକ୍ଷାର ଅବସ୍ଥା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଲେ ଚଳେ । କାରଣ ଶିକ୍ଷାର କୌଣସି ଆଉ ଭୂମିକା ନାହିଁ । ବିଦ୍ୟାଳୟରେ ପାଠପଢା ହେଉଛି କି କ’ଣ ହେଉଛି ତାହା ମଧ୍ୟ ଭଗବାନ ହିଁ ଜାଣନ୍ତି । ଆଜିଭଳି ଦିନରେ ଛୋଟଛୁଆ ମାନେ ଖରାପ ହେବାର କାରଣ ଏହା ଯେ ଯେତିକି ସମୟ ତାଙ୍କୁ ଦେବା କଥା ପରିବାର ହେଉ ଅଥବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ହୁଅନ୍ତୁ, ସେତିକି ସମୟ ତାଙ୍କୁ ଦେଉନାହାଁନ୍ତି ।

ଯେଉଁଥିପାଇଁ ତାଙ୍କ ଉପରେ ଏହିଭଳି ଭାବରେ ନେଗେଟିଭ ଏନର୍ଜି ସବୁ ପଡୁଛି । ଏହିସବୁରେ ଗୋଟିଏ ପିଲା କୁ କେବେ ମଧ୍ୟ କହିବା ନାହିଁ ଯେ ସେ ଏ ସବୁଥିରେ ଦାୟୀ ବୋଲି । କାରଣ ସେ ଏକ ଛୋଟ ଛୁଆ ସେ ଏ ସମ୍ବନ୍ଧରେ କିଛି ଜାଣି ନଥାଏ । ମାତ୍ର ସେ ଯାହା ଦେଖୁଛି ତା ଘରେ ଯଦି କଣ୍ଡ-ଓ-ମ ରଖାହୋଇଥିବ ତେବେ ତାହାକୁ ସେ ଦେଖି ଲୁଚାଇ ଆଣି ବ୍ୟାଗ ଭିତରେ ରଖୁଥିବ ।

ଏହା ପ୍ରଥମ ଭୁଲ ପରିବାରର ବାପା ମା’ ମାନେ ଏହିସବୁ ପ୍ରତି ତାଙ୍କର ତତ୍ପରତା ରହିବା ଆବଶ୍ୟକ ଯ କିଭଳି ଗୋଟିଏ ଛୋଟ ଛୁଆ ଙ୍କ ଠାରୁ ଏହିସବୁ ଜିନିଷ ଦୂରେଇ ରଖିବେ । ସେମାନେ ନିରୀହ ଅଟନ୍ତି ତାଙ୍କର ଏ ସବୁ ରେ କିଛି ଜ୍ଞାନ ନଥାଏ । ସେ ଯାହା ଦେଖୁଛନ୍ତି ସେହିଭଳି କରୁଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କର ମଧ୍ୟ ଏହିସବୁ ରେ ଭୁଲ ରହୁଛି ଛୋଟ ଛୁଆ ମାନେ ସେମାନେ ଏହିସବୁ ସମ୍ବନ୍ଧରେ କିଛି ବିଶେଷ ଜାଣି ନାହାଁନ୍ତି ।

ନିକଟରେ ଗୋଟିଏ ଛୁଆ ବ୍ୟାଗ ରୁ କଣ୍ଡ-ଓ-ମ ତାହାର ଜଣେ ସାଙ୍ଗ ବାହାର କରି ସେଥିରେ ସେମାନେ ପାଣି ପୁରାଉ ଥିଲେ । ଏହାକୁ ଶିକ୍ଷୟତ୍ରୀ ଦେଖି ସେମାନଙ୍କୁ ଆକଟ କରିବା ବଦଳରେ ସେ ହସି ହସି ଭି-ଡି-ଓ କରିଛନ୍ତି ଆଉ କହିଛନ୍ତି ଯେ ଦେଖରେ ଛୁଆଟି ବ୍ୟାଗରୁ କ’ଣ ବାହାରିଲା ? ମାତ୍ର ଏହା ସଂପୂର୍ଣ୍ଣ ଭବାରେ ଭୁଲ ଥିଲା ।

ଶିକ୍ଷାର ଅବସ୍ଥା ସଠିକ ନଥିବାରୁ ତଥା ପରିବାରର କୌଣସି ଭୂମିକା ନ ରହୁଥିବାରୁ ଏହିଭଳି କେସ ସବୁ ହେଉଛି ବୋଲି କହିଛନ୍ତି ଯୁବତୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *