Puri ଶ୍ରୀମନ୍ଦିରରେ ହୋଲି ଦିନ ଘଟିଲା ଏମିତି ଘଟଣା ! ସତ ହେଉଛି Malika Bachana ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାପ୍ରଭୁଙ୍କ ଲୀଳା ହେଉଛି ଅପାର ! ଯିଏ ସେହି ମହାପ୍ରଭୁଙ୍କୁ ସଦହୃଦୟରୁ ଡାକିଥାଏ । ପ୍ରଭୁ ନିଶ୍ଚୟ ଭକ୍ତର ଗୁହାରୀ ଶୁନିଥାନ୍ତି  । ତେବେ ଗତ କାଲୀ ପୁରୀ ଠାରେ ଏପରି କିଛି ଘଟଣା ଘଟିଯାଇଛି । ଯାହାକୁ ନେଇ ପୁରୀବ୍ୟାପୀ ଚର୍ଚା ହେବାରେ ଲାଗିଛି । ତେବେ ହରିଆଣାରୁ ଜଣେ ମହିଳା ତା’ ସ୍ଵାମୀ ଓ ପୁଅ ସମେତ ପୁରୀ ଜଗନ୍ନାଥ ମନ୍ଦିରକୁ ଦର୍ଶନ ନିମନ୍ତେ ଟ୍ରେନ ଯୋଗେ ଆସିଥିଲେ। ତାପରେ ଟ୍ରେନରେ ବସିବା ପୂର୍ବରୁ ଶୁଣାପାଇଥିଲେ ।

ଏହା କି ଯେ ଟ୍ରେନ ଛାଡିବାକୁ ୨ ଘଣ୍ଟା ସମୟ ବିଳମ୍ବ ହୋଇପାରେ । ତେବେ ଏହାରି ମଧ୍ୟରେ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ହରିୟାନାରୁ ଆସିଥିବା ମହିଳା ଜଣଙ୍କ ମନେ ମନେ ବହୁତ ଦୁଃଖୀତ ହୋଇଯାଇଥିଲେ । ଯେ ଆଜି ବୋଧେ କାଳିଆଙ୍କୁ ଦର୍ଶନ କରିପାରିବି ନାହିଁ । ତେବେ ଏପରି ଭବିକି ଭଗବାନଙ୍କ ସୁମରଣା କରିକି ପୁରୀରେ ଆସି ଟ୍ରେନଟି ୯ ଟା ୪୫ ମିନିଟର୍ରେ ଲାଗିଥିଲା । ତେବେ  ସିଂହଦ୍ଵାରର ପ୍ରହଡ ୧୦ ଟା ବେଳକୁ ପଡିଥାଏ ।

ତେବେ ଷ୍ଟେସନରୁ ଆସି ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ଦେଖି ବଡ ଠାକୁରଙ୍କ ପହଡ ପଡିନଥିଲା । ତେବେ ସେବକ ମନେ ଯେତେ ପହଡ ଦେଲା ବେଳକୁ କବାଟ ଲକ ହେଲା ପରି  ବନ୍ଦ ହୋଇପାରୁନଥିଲା ।  ତେଣୁ ମନ୍ଦିର ଭିତରକୁ ଯାଇ ମହିଳା ଜଣଙ୍କ ପ୍ରଭୁଙ୍କ ଦର୍ଶନ କରିଲେ । ତେବେ କିନ୍ତୁ ପହଡ ପଡିବା ସମୟରେ କୌଣସି ଭକ୍ତଙ୍କୁ ଭିତରକୁ ଯାଇ ଦର୍ଶନ କରିବାର ଅନୁମତି ମିଳିନଥାଏ । ଯେତେବେଳେ ମହିଳା ଜଣଙ୍କ ମନ୍ଦିର ଭିତରକୁ ଯାଇ ବଡପ୍ରଭୁଙ୍କୁ ଦର୍ଶନ କରୁଥାନ୍ତି ।

ସେତେବେଳେ ଯେପରି ସେବକ ମାନଙ୍କୁ ଏପରି ଅନୁଭୂତ ହେଲା । ଭଗବାନ ନିଜର ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଜାଣିଶୁଣି ମନ୍ଦିରର ପହଡ କିଛି ସମୟ ପାଇଁ ବନ୍ଦ ନ ହେଉ ବୋଲି ଚାହୁଁଥିଲେ । ଏହାପରେ ଲିଭିଯାଇଥିବା ଆଳତୀ ପୁନଃ ଜଳିବା ସହ ପହଡ ମଧ୍ୟ ଆରାମସେ ପଡିଗଲା । ତାପରେ ସେବକ ମନେ ହରିୟଣାରୁ ଆସିଥିବା ସେହି ମହିଳା ଓ ତାଙ୍କ ପରିବାରକୁ ମନ୍ଦିର ପାଖରେ ଥିବା ସେବକ ମାନଙ୍କର ଏକ ରୁମ୍ ରେ ରହିବାକୁ କହିଲେ ।

ତାପରେ ଖୁସି ମନରେ ଜଗନାଥ ଦର୍ଶନ କରି ମହିଳା ଜଣଙ୍କ ରୁମ୍ ରେ ଶୋଇବାକୁ ଯାଉଥିଲା ବେଳେ ହଟାତ ତଳେ ଟଳି ପଡିଥିଲେ । ତାଙ୍କୁ ମେଡିକାଲକୁ ନେବା ପରେ ଡାକ୍ତର ମହିଳାକୁ ମୃ-ତ ଘୋଷଣା କରିଥିଲେ । ତେବେ ଜଗନ୍ନାଥଙ୍କର ଶେଷ ଦର୍ଶନ ପାଇ  ଆନନ୍ଦ ଚିତ୍ତରେ ଥିବା ସମୟରେ ମହିଳା ସ୍ଵର୍ଗବାସୀ ହୋଇଯାଇଥିଲେ । ପ୍ରଭୁଙ୍କର ଏପରି ଲୀଳା ପାଇଁ ଏହା ସବୁଠି ସେଇ ଗୋଟିଏ ଚର୍ଚା । ମହାପ୍ରଭୁଙ୍କର ଲୀଳାକୁ କିଏ ଅବା ବୁଝିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *