ମନ୍ତ୍ରୀ ନବ ଦାସଙ୍କ ଝିଅ Dipali ଙ୍କୁ ବି ଛାଡିଲେ ନାହିଁ ଲୁଟେରା ! ଏମିତି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଇବର ଠ-କେ-ଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ତେବେ ସାଇବର ଜା-ଲ-ରେ ଫ-ସିଯାଇଛନ୍ତି ଦୀପାଳି ଦାସ । ତେବେ  ଏବେ ସାଇବର ଠ-କ-ଙ୍କର ପାଦୁର୍ଭାବ ଦେଖିବାକୁ ମିଳୁଛି । ତେବେ ବଡ ବଡ ଲୋକଙ୍କୁ ଟା-ର୍ଗେ-ଟ କରିକି ତାଙ୍କ ଠାରୁ ଲୁ-ଟ କରିବା ପାଇଁ ତାଙ୍କ ଉପରେ ରଖୁଛନ୍ତି ସାଇବର ଠ-କ । ବର୍ତ୍ତମାନର ସୂଚନା ମୁତାବିକ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କର ୧.୫ ଲକ୍ଷ ଟଙ୍କା ଆକାଉଣ୍ଟରୁ ଚୋ-ରୀ ହୋଇଯାଇଛି ।

ତେବେ ଚାଲ କରି ସାଇବର ଠ-କ ଲୁଟ-ଇ ନେଇଛନ୍ତି ଲକ୍ଷେ ଓ ତାପରେ ୫୦, ୦୦୦ । ଯେଉଁଥି ପାଇଁ ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଦୀପାଳି ଦାସ । ତେବେ ନିଜର ପ୍ରଭାବତ୍ଵ ବିସ୍ତାର କରି ରଖୁଥିବା ଟାଣୁଆ ରାଜନେତା ତଥା ମନ୍ତ୍ରୀ ନବ ଦାସଙ୍କର କିଛି ଦିନ ତଳେ ପରଲୋକ ହୋଇଯାଇଛି । ତେବେ ଯାହାକି ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଉପରୁ ବାପାଙ୍କ ସାହସର ହାତ ଉଠିଯାଇ ଥିବାରୁ ଦୀପାଳି ଦାସ ମଧ୍ୟ ଏବେ ସମସ୍ଯାରେ ପଡିଯାଇଛନ୍ତି ।

ତେବେ ଦୀପାଳି ଦାସଙ୍କ କହିବା ମୁତାବକ ବାପା ଥିବା ସମୟରେ ଏପରି କେବେ କରିବାକୁ ସାହସ ମଧ୍ୟ କରିନଥିଲେ । ତେବେ ସାଇବର ଠକ ଏପରି ଚ-କ୍ରା-ନ୍ତ କରି ଲକ୍ଷାଧିକ ଟଙ୍କା ଲୁ-ଟ-ଇ ନେଇଗଲେ । ତାହା କିଛି ମଧ୍ୟ ଆଗୁଆ ସୁରାଗ ପାଇନଥିଲେ ଦୀପାଳି ଦାସ । ତେବେ ନିଜ ଆକାଉଣ୍ଟ ଚେକ କରିବା ସମୟରେ ଆକାଉଣ୍ଟ ଖାଲି ହୋଇଥିବା ଦେଖି ଦୀପାଳି ଦାସ ଏହି ସବୁ ବିଷୟରେ ଜାଣିପାରିଥିଲେ ।

ତେବେ ସାଇବର ଥାନାରେ ଦୀପାଳି ଦାସ ନିଜର ଟଙ୍କା ଠ-କେ-ଇ ହୋଇଥିବା ଅଭିଯୋଗ ଶୁଣାଇବା ପରେ ଏହା ଉପରେ ପୋଲିସର ଏବେ ତନାଘନା ଆରମ୍ଭ ହୋଇଯାଇଛି । ତେବେ କେଉଁ ମାନେ ସେହି ସାଇବର ଠ-କ ତାହା ଜାଣିବାକୁ ସାଇବର ଟିମ ଲାଗିପଡିଛନ୍ତି । ତେବେ ସାଇବର କ୍ର-ଆ ଇ-ମର ଦିନକୁ ଦିନ ଖରାପ ପାଦୁର୍ଭାବ ବଢିଚାଲିଛି ।

ତେବେ ସାଧାରଣ ଜନତା ଠାରୁ ଆରମ୍ଭ କରି ନେତାମନ୍ତ୍ରୀ, ସେଲିବ୍ରେଟି କେହି ମଧ୍ୟ ନିଜକୁ ବଞ୍ଚାଇ ରଖି ପାରୁନାହାନ୍ତି । ତେବେ ପୋଲିସ ମଧ୍ୟ ସାଇବର ଠ-କ-କୁ ଖୋଜି ତା’ ଉପରେ କଡା କାର୍ଜ୍ଯାନୁଷ୍ଠାନ ବହୁତ ଶୀଘ୍ର ନେବାକୁ ଯାଉଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *