କିଏ ସେହି ଦୁଇ ଅଫିସର ଯିଏ ଖେଳିଥିଲେ ଏମିତି ଖେଳ !

ସାମ୍ନା ଆସିଲା ନବ ଦାସଙ୍କ ହତୟଆକାଣ୍ଡର ମୁଖ୍ୟ ଖଳନାୟକ । କିଏ ସେ ରଚି ଥିଲା ଚ-କ୍ରା-ନ୍ତ କିଏ କରିଥିଲା ଷ-ଡ-ଯ-ଅନ୍ତ୍ର । କିଏ ସେହି ଦୁଇ ଅଣ ଓଡିଆ ଅଫିସର, କିଏ ସେହି ଆଇ ଏ ଏସ, କିଏ ସେହି ଆଇ ପି ଏସ । ଗୋପାଳ ଦାସକୁ ମୋହରା କରି ଖସିଯିବାକୁ କିଏ କରୁଛି ଯୋଜନା । ହଁ ଦର୍ଶକ ବନ୍ଧୁ ନବ ଦାସ ହତୟଆକାଣ୍ଡର ଗୁମର ଏବେ ଖୋଲି ଯାଇଛି ହତୟଆକାଣ୍ଡର ପ୍ରକୃତ ଖଳନାୟକ କିଏ ଏବେ ସାମ୍ନାକୁ ଆସିଛି । ତେବେ ଜଣେ ନୁହେଁ ବଂର ୨ ଜଣ ହେଉଛନ୍ତି ନବ ଦାସ ହତୟଆକାଣ୍ଡ ପଛର ମୁଖ୍ୟ ଖଳନାୟକ ।

ଯେଉଁ ମାନେ କି ଗୋପାଳ ଦାସକୁ ମୋହରା ବନାଇ ନବ ଦାସଙ୍କୁ ହତୟଆ କରିଥିଲେ । ତେବେ ସେ ପୁଣି ଓଡିଆ ନୁହନ୍ତି । ୨ ଜଣ ଅଣ ଓଡିଆ ହିଁ ମନ୍ତ୍ରୀ ନବ ଦାସଙ୍କୁ ହତୟଆ କରିବା ପାଇଁ ଷ-ଡ-ଯ-ଅନ୍ତ୍ର କରି ଗୋପାଳକୁ ମଝିରେ ବ-ଳି ପକାଇ-ଦେଲେ । ତେବେ ସେହି ଦୁଇ ଜଣ ଅଣ ଓଡିଆ କୌଣସି ରାଜନେତା ବା ବ୍ଯବସାୟିକ ନୁହନ୍ତି । ନବ ଦାସ ହତୟଆକାଣ୍ଡର ଅସଲି ଖଳନାୟକ ଭୂମିକାରେ ଥିବା ୨ ଅଣ ଓଡିଆ ହେଉଛନ୍ତି ।

ଜଣେ IAS ଅଫିସର ତ ଆଉ ଜଣେ IPS ଅଫିସର । ଏହି ସବୁ ସମସ୍ତ କଥା ନେତା ବିଜୟ ମହାପାତ୍ରଙ୍କୁ ମୁହଁରୁ ଶୁଣିବାକୁ ମିଳିଛି । ତେବେ ରାଜନେତା ବିଜୟ ମହାପାତ୍ରଙ୍କ ଏହି କଥା ପ୍ରସାର ହେବା ପରେ ଓଡିଶାରେ ସବୁଆଡେ ଏବେ ଏହା ଚର୍ଚା ହେବାରେ ଲାଗିଛି । ତେବେ ରାଜନେତା ବିଜୟ ମହାପାତ୍ରଙ୍କ କହିବା ମୁତାବକ ଗୋପାଳ ଦାସ ତ କେବଳ ମୋହରା ।

ହେଲେ ଗୋପାଳ ପଛରେ ଲୁଚି ରହିଛି ଆଉ ୨ ଅଣ ଓଡିଆ ଚେହେରା । ତେବେ ସେ ଦୁହେଁ ପୁଣି ସରକାରୀ ଚାକିରିଆ । ତେବେ କୌଣସି ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି କାରଣ ପାଇଁ ସେମାନେ ହତୟଆ ପାଇଁ ଷ-ଡ-ଯ-ଅନ୍ତ୍ର କରିଛନ୍ତି । ତାହା ତ ସ୍ପଷ୍ଠ ହୋଇପାରି ନାହିଁ । ହେଲେ ନିଜ ରାସ୍ତାରୁ ନବ ଦାସଙ୍କୁ ସ-ଫା କରିବା ପାଇଁ କେବେ ଠାରୁ ଯୋଜନା କରିଥିଲେ ସୁଚିନ୍ତିତ ଯୋଜନା ।

ତେବେ ସୁଯୋଗ ଦେଖି ଗୋପାଳ ମାଧ୍ୟମରେ ହୋଇଥିଲା ନବ ଦାସ ମୃ-ତ୍ୟୁ ଘଟଣା । ହେଲେ ଆଗାମୀ ସମୟରେ କିଏ ସେହି ସରକାରୀ ଚାକିରିଆ ତାହା ଖୋଜିବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ନିଜର ତଦନ୍ତ ଜାରୀ କରିବ ବୋଲି ଚର୍ଚା ଉଠୁଛି ।

Leave a Reply

Your email address will not be published. Required fields are marked *