Puri Light House ବେଳାଭୂମି ରେ ଭାସିଗଲେ 3 ପର୍ଯ୍ୟଟକ, ପୁରା ଘଟଣା ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଅ-ଘ-ଟ-ଣ ପରେ ଅ-ଘ-ଟ-ଣ ଘ-ଟି-ବା-ରେ ଲାଗିଛି । ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡିଯାଉଛି ଏବଂ କିଛି ଲୋକ ମୃ-ତ୍ୟୁ-ବରଣ କରି ଦେଉଛନ୍ତି । କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁ-ଡି କିମ୍ବା କିଏ ଭା-ସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖ ର କାରଣ ।

ତେବେ ଫୁଣି ଥରେ ଆଉ ଏକ ଦୁଃଖଦ ଘ-ଟ-ଣା ଘଟିଛି ପୁରୀ ରେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଭା-ସି-ଗ-ଲେ ୩ ପର୍ଯ୍ୟଟକ । ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଜଣଙ୍କ ପତ୍ତା ମିଳୁନାହିଁ । ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ତେବେ ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ ।

ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ । ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭା-ସି-ଯାଇଥିଲେ । ଚି-ତ୍କା-ର ଶୁଣି ଉ-ଦ୍ଧା-ର ପାଇଁ ଯାଇଥିଲେ ଲାଇଫଗାର୍ଡ । ଭା-ସି ଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ୍ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।

ଏବେ ମଧ୍ୟ ସହିଦ ଅନୱର -ନି-ଖୋ-ଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫଗାର୍ଡମାନେ ଲାଗି ପଡ଼ିଛନ୍ତି । ତେବେ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି ।ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମହୋଦଧିରେ ବୁ-ଡ଼ ପକାଉଛନ୍ତି । କିନ୍ତୁ ଅସାବଧାନତା ଯୋଗୁ କେତେକ ପର୍ଯ୍ୟଟକ ବୁ-ଡ଼ ପକାଇଲା ବେଳେ ଭା-ସି ଯାଉଥିବା ଦେଖିବାକୁ ମିଳିଛି । ତେବେ ଆଶା କରୁଛି ଏହି ଖବର ଯୋଗୁଁ ଆପଣ ନିଶ୍ଚିତ ଭାବରେ ସାଵଧନ ହୋଇ ରହିବେ ।

Leave a Reply

Your email address will not be published. Required fields are marked *