ଚାଲି ଚାଲି ଆସିଲା, ଝାମ୍ପି ନେଇ ଦୌଡିଲା, ସିସିଟିଭି ରେ କଏଦ ହେଲା ଚୋରୀ ର Live Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଗାଁ ସହରରେ ଚୋ-ରି ର ସଂଖ୍ୟା କେତେ ବଢି ଗଲାଣି ଏବଂ ଚୋ-ର ମାନଙ୍କ ର ଚୋ-ରି କରିବାର ଶୈଳୀ ମଧ୍ୟ ଅଲଗା ଏବଂ ନୂତନ ହେବାକୁ ଲାଗିଲାଣି । ତେବେ ଏହା ଛଡା ଆଜିକାଲି ଅଧିକାଂଶ ଚୋ-ରି ପାଠ ପଢ଼ୁଥିବା ଯୁବକ ମାନେ ଏବଂ ନିଜର ଅଭିନବ ଢଂଗ ରେ ଚୋ-ରି କରୁଛନ୍ତି । ତେବେ ସେଥିପାଇଁ ଆପଣ ଙ୍କୁ ସବୁବେଳେ ସାବଧାନ ଏବଂ ସତର୍କ ରହିବା ଆବଶ୍ୟକ ।

କାରଣ ଏହି ଚୋ-ର ମାନେ ଚୋ-ରି କରିବା ସଙ୍ଗେ ସଙ୍ଗେ ଲୁ-ଟ ଏବଂ ହ-ତ-ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ଫୁଣି ଏକ ଲୁ-ଟ ହୋଇଛି ଆଠଗଡ ରେ । ତେବେ କିନ୍ତୁ ଏହି ଲୁ-ଟ ର ଦୃଶ୍ୟ ସବୁ ରେ-କ-ର୍ଡ ହୋଇ ଯାଇଛି ସିସିଟିଭି ରେ । ତେବେ ଆସନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ସୂଚନାଯୋଗ୍ୟ ଯେ ଘଟଣା ଟି ହେଉଛି ଯୋରନ୍ଦା ଗ୍ରାମର ସେଠାରେ ଗନ୍ଧର୍ବ ସେନ ପଞ୍ଚୁଆତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ୪୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ ।

ଦୋରୋଡ ଛକରେ କ୍ଷୀର ଆଣିବାକୁ ଯାଇଥିବା ସମୟରେ ଦୁଇ ଜଣ ଦୁ-ର୍ବୃ-ତ୍ତ ତାଙ୍କ ଗାଡିରୁ ଟଙ୍କା ବ୍ୟାଗ୍ ଟିକୁ ନେଇ ଯାଇଥିଲେ । ଏନେଇ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘ-ଟ-ଣା-ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତ-ଦ-ନ୍ତ ଆରମ୍ଭ କରିଛି । ତେବେ ଏହି ସିସିଟିଭି ସାହାର୍ଯ୍ୟ ରେ ପୋଲିସ ଚୋ-ର-ର ଖୋ-ଜ ଖବର ବାହାର କରିବାରେ ବର୍ତ୍ତମାନ ଲାଗି ପଡିଛି ।

ତେବେ ବର୍ତ୍ତମାନ ର ଅବସ୍ଥା ଯାହା ହେଉଛି ସେଥିପାଇଁ ଆପଣ ସାବଧାନ ରହିବା ସହ ନିଜ ଘର ଏବଂ ଅଫିସ ରେ ସିସିଟିଭି କ୍ୟାମେରା ଲଗେଇବା କେବେବି ଭୁଲନ୍ତୁ ନାହିଁ । ଏହି ସିସିଟିଭି କ୍ୟାମେରା ଦ୍ୱାରା ଆପଣ ଚୋ-ରି କରିଥିବା ସେହି ଚୋ-ର-ର ସଠିକ ଠିକଣା ଏବଂ ତାକୁ ଧରିବାରେ ବହୁତ ସାହାଯ୍ୟ କରିଥାଏ । ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *