ପୁରୀ ବଳଙ୍ଗା ରୋଡ ଏବେ ସେକ୍ସ୍ ପିକଅପ୍ ପଏଣ୍ଟ, ଦିନ ଦ୍ବିପହରରେ ଯୁବତୀ ରୁମ୍ ଭିତରକୁ ଟାଣିନେଉଛନ୍ତି ଯୁବକଙ୍କୁ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତାରେ ଯୁବତୀ ବସି ରହୁଛନ୍ତି ଅନେକ ସମୟ ପର୍ଯ୍ୟନ୍ତ । ଅପେକ୍ଷା କରି ରହୁଛନ୍ତି ବାଇକ ଆରୋହୀ ଙ୍କୁ । ଜଣେ ଯୁବକ ଅଥବା ସେହିଭଳି ମଧ୍ୟ ବୟସ୍କ କୌଣସି ଏକ ବ୍ୟକ୍ତି ଙ୍କୁ ଦେଖି ହଠାତ ଅନୁମାନ କରୁଛନ୍ତି ସେମାନଙ୍କ ଟାର୍ଗେଟ ହିସାବରେ ଆଉ ସେମାନେ ଛିଡା ହୋଇ କିଛି ଢଙ୍ଗରେ ଲିଫ୍ଟ ମାଗୁଛନ୍ତି । ଲିଫ୍ଟ ପରେ ସେମାନେ ଗାଡିରେ ବସିପଡ଼ୁଛନ୍ତି ଆଉ ଏହାପରେ ଗାଡିଟିକୁ ଦୃତ ଗତିରେ ଉଡାଉଛନ୍ତି ଗାଡି ଚଲାଉଥିବା ବ୍ୟକ୍ତି ଜଣଙ୍କ ।

ସେମାନେ ଏଭଳି ଢଙ୍ଗରେ ଚାଉଛନ୍ତି ଯେ ସେମାନଙ୍କୁ ଫଲୋ କରିବା ମଧ୍ୟ ଅସମ୍ଭବ ହୋଇ ପଡୁଛି । ତେବେ ସେହିଠାରେ ମୂଲଚାଲ ମଧ୍ୟ ହୋଇ ଯାଉଛି । ଏବଂ ଯେଉଁ ଲୋକ ମାନେ ଜାଣୁଛନ୍ତି ଆଗତରୁଆ ସେମାନେ କହିଦେଉଛନ୍ତି । ବଳଙ୍ଗା ବଜାରର ସେହି ଜାଗାରେ ଯୁବତୀଟିଏ ଦୋକାନ ପାଖରେ ବସିଥିବ, ସେଠାରୁ ଯୁବତୀ କୁ ନେଇ ଯିବାକୁ ହେବ ।

ଏହାପରେ ଗ୍ରାହକ ସେହିଭଳି ଆସି ଯୁବତୀ ସହିତ ହୋଟେଲ କୁ ଯାଉଛନ୍ତି ଏବଂ ଘଣ୍ଟାକୁ 700 ଟଙ୍କା ବୋଲି ଯୁବତୀ କହୁଛନ୍ତି । ତେବେ କେବଳ ଜଣେ ଯୁବତୀ ନୁହେଁ ବରଂ ଅନେକ ଯୁବତୀ ଏହିଭଳି କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି ପୁରୀ ଜିଲ୍ଲାର ଏହି ବଳଙ୍ଗା ବଜାର ଉପରେ ଏବଂ ଘଣ୍ଟିକିଆ ହିସାବରେ ଯାଇ ହୋଟେଲରେ ସେ-କସ କାରବାର ଚାଲୁଅଛି । ବଳଙ୍ଗା ବଜାରରେ ଏହିଭଳି ସେ-କସ କାରବାର କୁ ନେଇ ଆଙ୍ଗୁଠି ଉଠାଇଛନ୍ତି ସ୍ଥାନୀୟ ଲୋକମାନେ ।

ଯେଉଁମାନେ ଏହି ଘଟଣା ସମ୍ବନ୍ଧରେ ଅବଗତ ଅଛନ୍ତି କିନ୍ତୁ ନିଜର ମୁହଁ ଖୋଲୁ ନାହାଁନ୍ତି । ତେବେ ଏହି ବଡ ଧରଣର ସେ-କସ ରାକେଟ ଚାଲିଛି ଏବଂ ଯେଉଁଥିରେ ପିକଅପ ହେଉଛି ରାସ୍ତା ଉପରୁ । ପୁରୀ ବଳଙ୍ଗା ବଜାରର ଚିତ୍ର ଏହିଭଳି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବ ବାଇକ ଆରୋହୀ ମାନେ ଏହିଭଳି ମହିଳା ମାନଙ୍କୁ ସେଠାରୁ ଉଠାଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏହା ଆଇନଗତ ନା ବେଆଇନଗତ ? ବେ-ଶୟାବୃତ୍ତି ଆଇନ ସଙ୍ଗତ ହୋଇସାରିଛି ଏବଂ ବେ-ଶୟା ମାନଙ୍କୁ ପରିଚୟପତ୍ର ମଧ୍ୟ ଦିଆଯାଉଛି ।

ତେବେ ଏଠାରେ ଏହା କିଭଳି ଭାବରେ ବେଆଇନ ହେଲା ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳରେ ଖରାପ ବାତାବରଣ ଏସବୁ କୁ ନେଇ ସୃଷ୍ଟି ହେଉଛି ବୋଲି ଅନେକ କହୁଛନ୍ତି । ଯଦି ଏହିଭଳି ହୁଏ ତେବେ ରାସ୍ତା ଉପରେ ଏହିଭଳି ମାଳ ମାଳ ଯୁବତୀ ମାନେ ଛିଡା ହେବାର ନଜର ଆସିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *