Interesting Gk Questions- କେଉଁ ପଶୁର କ୍ଷୀର ପିଇଲେ ଦିମାଗ ତେଜ ହୋଇଥାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ସାଧାରଣଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର ବିଷୟରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଛାତ୍ରଛାତ୍ରୀ ମାନେ ବିଶେଷ କରି ଏଭଳି କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣି ନଥାନ୍ତି କିନ୍ତୁ ଆଜି ଆମ୍ଭେ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଆପଣ ମାନଙ୍କୁ ପ୍ରଦାନ କରିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଚିନୀ ର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ଭାରତରେ ।

୨;- କେଉଁ ପଶୁ କେବେ ମଧ୍ୟ ଜୀବନ ହରାଇ ନଥାଏ ?

ଉତ୍ତର;- ଜେଲିଫିସ ।

୩;- କେଉଁ ଫୁଲ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ ଆଡକୁ ଦେଖୁଥାଏ ?

ଉତ୍ତର;- ସୂର୍ଯ୍ୟମୁଖୀ ଫୁଲ ।

୪;- କେଉଁ ବ୍ୟାଙ୍କ ଦେଶର ସବୁଠାରୁ ପୁରୁଣା ବ୍ୟାଙ୍କ ଅଟେ ?

ଉତ୍ତର;- ବ୍ୟାଙ୍କ ଅଫ ହିନ୍ଦୁସ୍ତାନୀ ।

୫;- ମନୁଷ୍ୟ ଶରୀରର ସବୁଠାରୁ ବ୍ୟସ୍ତ ଅଙ୍ଗ କେଉଁଟା ?

ଉତ୍ତର;- ହୃଦୟ ।

୬;- କେଉଁ ଦେଶର ଆଇନ ସବୁଠାରୁ କଠୋର ମାନାଯାଇଥାଏ ?

ଉତ୍ତର;- ସାଉଦୀ ଆରବ ର ।

୭;- କେଉଁ ଦେଶରେ ଗୋଟିଏ ମାତ୍ର ନ୍ୟିୟୁଜ ଚ୍ୟାନେଲ ନାହିଁ ?

ଉତ୍ତର;- ଗ୍ରୀକ ଦେଶ ।

୮;- ପୁଲିସ ର ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ କ’ଣ ଅଟେ ?

ଉତ୍ତର;- ଜନତା ଙ୍କ ସୁରକ୍ଷା ।

୯;- ଭାରତୀୟ ନଗର ମୁମ୍ବାଇ ର ପ୍ରାଚୀନ ନାମ କ’ଣ ?

ଉତ୍ତର;- ମୁମ୍ବାଇ ।

୧୦;- ଗୁଣ୍ଡୁଚିମୂଷା କେଉଁ ରଙ୍ଗ ଦେଖି ପାରେ ନାହିଁ ?

ଉତ୍ତର;- ଲାଲ ରଙ୍ଗ ।

୧୧;- କେଉଁ ପକ୍ଷୀ ନିଜ ଛୁଆ କୁ କ୍ଷୀର ସେବନ କରାଇଥାଏ ?

ଉତ୍ତର;- ବାଦୁଡି ।

୧୨;- କେଉଁ ଦେଶରେ ତାସର ଆବିଷ୍କାର ହୋଇଥିଲା ?

ଉତ୍ତର;- ଭାରତରେ ।

୧୩;- ସବୁଠାରୁ ପ୍ରାଚୀନ ଭାଷା କେଉଁଟା ?

ଉତ୍ତର;- ସଂସ୍କୃତ ।

୧୪;- ଭାରତୀୟ ନୌସେନା ଦିବସ କେଉଁଦିନ ପାଳନ କରାଯାଇଥାଏ ?

ଉତ୍ତର;- ୪ ଡିସେମ୍ବର କୁ ।

୧୫;- କୋକୋକୋଲା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଆମେରିକା ଦେଶର ।

୧୬;- ଥାଇଲ୍ୟାଣ୍ଡ ର ରାଷ୍ଟ୍ରୀୟ ପଶୁ କେଉଁଟା ?

ଉତ୍ତର;- ଥାଇ ହାତୀ ।

୧୭;- ରକ୍ତ ର ଥକ୍କା ବନିବା ପାଇଁ କେଉଁ ଭିଟାମିନ ସାହାର୍ଜ୍ୟକାରୀ ହୋଇଥାଏ ?

ଉତ୍ତର;- ଭିଟାମିନ-K ।

୧୮;- ତାହା କେଉଁ ପଶୁ ଅଟେ ଯିଏ ୩୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ ?

ଉତ୍ତର;- କଙ୍ଗାରୁ ।

୧୯;- ଭାରତର କୋହିନୁର କାହାକୁ କୁହାଯାଇଥାଏ ?

ଉତ୍ତର;- ଆନ୍ଦ୍ରପ୍ରଦେଶ କୁ ।

୨୦;- କେଉଁ ପଶୁ ର କ୍ଷୀର ସେବନ କରିବା ଦ୍ଵାରା ମସ୍ତିଷ୍କ ଦୃତ ହୋଇଥାଏ ?

ଉତ୍ତର;- ଗାଈ ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *