‘ରାତିରେ ବାଳିକା ହଷ୍ଟେଲରେ ଗୋବିନ୍ଦ କରୁଥିଲା ନାଟ’ ହତ୍ୟାକାରୀ Govinda ର ସବୁ ଗୁମର ଖୋଲିଲେ ପୂର୍ବତନ ଛାତ୍ର, ନିଜେ ଭିଡିଓ କରି କହିଲେ ସବୁ କିଛି, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ମମିତା ମେହେର ମୃ-ତ୍ୟୁ ମାମଲା ବହୁତ ଚର୍ଚାରେ ଅଛି । ମମିତା ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ଥିଲେ । ଏହି କଲେଜ ଦେଖିବା ପାଇଁ ଯେତେ ସୁନ୍ଦର କଲେଜ ରହସ୍ୟ ମଧ୍ୟ ସେତିକି ଗୁମର । ଏହି କଲେଜରେ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଶୋ-ଷ-ଣ କରା ଯାଉଥିଲା । ବନ୍ଧୁଗଣ ଶୋ-ଷ-ଣ କରୁଥିବା ମଣିଷ ସାଧାରଣ ନୁହେଁ ସେମାନେ ହେଉଛନ୍ତି ବଡ ବଡିଆ ।

ଏହି କ-ଳା କ-ର୍ଣ୍ଣ-ମା-କୁ ଚଲାଉ ଥିଲେ କଲେଜ ସଭାପତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ମମିତାଙ୍କର ହ-ତ୍ୟା କରିଛନ୍ତି ଓ ବର୍ତ୍ତମାନ ସେ ପୋ-ଲି-ସ ହି-ଫା-ଜ-ତ-ରେ ଅଛନ୍ତି । ବନ୍ଧୁଗଣ ହ-ତ୍ୟା-କା-ରୀ ଗୋବିନ୍ଦର ଗୁ-ମ-ର ଖୋଲିଲେ ପୂର୍ବତନ ଛାତ୍ର । ରାତିରେ ବାଳିକା ହଷ୍ଟେଲରେ ଗୋବିନ୍ଦ କରୁଥିଲା ନାଟ । ଛାତ୍ରଛାତ୍ରୀମାନେ ଜାଣିଶୁଣି ମୁହଁ ଖୋଲୁନଥିଲେ । ମାର୍କ ଏବଂ କଲେଜରୁ ବାହାର କରିଦେବା ଭୟରେ ମୁହଁ ଖୋଲୁନଥିଲେ । ହେଲେ ଗୋବିନ୍ଦ ଗି-ର-ଫ ପରେ ମୁହଁ ଖୋଲିଛନ୍ତି ଏହି ଛାତ୍ର ।

ଛାତ୍ର ଜଣଙ୍କ ମତରେ, ମୁ ମହାଲିଙ୍ଗ କଲେଜର ପୂର୍ବତନ ଷ୍ଟୁଡେଣ୍ଟ ଥିଲି । ଆଜି ମୁ ଆପଣ ମାନଙ୍କୁ କିଛି କହିବାକୁ ଚାହୁଁଛି । ପଇସା ପାହାଡ ଉପରେ ବସିଥିଲା ଗୋବିନ୍ଦ ଭାବୁଥିଲା ତାକୁ କେହି ଛୁଇଁ ପାରିବେ ନାହିଁ । ହେଲେ ସେ ଜାଣି ନାହିଁ ସତ୍ୟତାର ସମୁଦ୍ର ବହୁତ ଗଭୀର ସେ ସମସ୍ତଙ୍କୁ ବୁ-ଡା-ଇ ଦିଏ । ମହାଲିଙ୍ଗ କଲେଜର ଦାୟିତ୍ଵ ହେଉଛି ପିଲା ମାନଙ୍କୁ ପାଠ ପଢାଇ ମଣିଷ କରିବା ।

ଆଗକୁ ଛାତ୍ର କହିଛନ୍ତି, ଗୋବିନ୍ଦ ରାତିରେ ଗାର୍ଲ୍ସ ହଷ୍ଟେଲ ଯାଇ ନା-ଟ କରୁଥିଲା । ଯେମିତି ତାଙ୍କ କ-ଳା କ-ର୍ଣ୍ଣ-ମା-ର ଚିଠା ବାହାରକୁ ନ ଆସିବ ସେଥିପାଇଁ ସେ ନିୟମ କରିଥିଲେ । ରାତିରେ କଲେଜ ଭିତରେ ବଡ ବଡିଆ ମାନେ ରହୁଥିଲେ ବୋଧେ ସେମାନେ ଷ୍ଟୁଡେଣ୍ଟ ମାନଙ୍କୁ ସ୍ପେଶିଆଲ ଜ୍ଞାନ ଦେଉଥିଲେ ।

ଆଗକୁ ଛାତ୍ର କହିଛନ୍ତି, ଆମେ ସବୁ ଜାଣି ମଧ୍ୟ କିଛି କହିପାରୁ ନଥିଲୁ । କଲେଜରୁ ବାହାରିବାର ଭ-ୟ ଓ ମାର୍କର ଚିନ୍ତା । ହେଲେ ସତ କେବେ ଲୁ-ଚି ରୁହେ ନାହିଁ । ଏବେ ଯାହା ହେଉଛି ବହୁତ ଭଲ ହେଉଛି ହେଲେ ଏ ସବୁ ଚ-କ୍କ-ର-ରେ ଆମର ଜଣେ ମ୍ୟାଡମ ଏ ଦୁନିଆ ଛା-ଡି ଗଲେ ।

Leave a Reply

Your email address will not be published. Required fields are marked *