Mamita Meher ମର୍ଡର ମିଷ୍ଟ୍ରି: ନିଜର ସବୁ କଳା କାରନାମା କହିଲା Govinda, କିନ୍ତୁ କୁଆଡେ ଗଲା Mamita ଙ୍କ ମୋବାଇଲ ? କଣ ଲୁଚାଉଛି ଗୋବିନ୍ଦ ?

ବନ୍ଧୁଗଣ ବହୁତ ଚର୍ଚିତ ମାମିତା ମୃ-ତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ର-ହ-ସ୍ୟ-ର ଖୁ-ଲା-ସା ହେଉଛି । ହ-ତ୍ୟା ମା-ମ-ଲାରୁ ର-ହ-ସ୍ୟ ଉଠାଇ ପୋଲିସ କହିଛି, ଗୋବିନ୍ଦ ସାହୁର ଅ-ନୈ-ତି-କ କ-ର୍ଣ୍ଣ-ମା-ର ପ୍ରମାଣ ମମିତାଙ୍କ ହାତରେ ଲାଗି ଥିବାରୁ ତାଙ୍କୁ ରାସ୍ତାରୁ ହ-ଟା ଯାଇଥିବାର ଜଣା ପଡିଛି । ଗୋବିନ୍ଦ ସାହୁ ମମିତାଙ୍କୁ ପ୍ରଥମେ ଖ-ଣ୍ଡ ଖ-ଣ୍ଡ କରି କା-ଟି ଛ-ନ୍ତି ଓ ତା ପରେ ମୃ-ତ ଦେ-ହ-କୁ ପୋ-ଡି ପୋ-ତି ଦେ-ଇଛନ୍ତି ।

ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ଗତ କାଲି ଠାରୁ ଗି-ର-ଫ କରି ଅ-ଟ-କ ରଖିଛି । ପୋଲିସ ଗୋବିନ୍ଦଙ୍କ ସହ ପଚରା ଉଚରା କରୁଥିବା ବେଳେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ପୋଲିସ ପଚରା ଉଚରା ବେଳେ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଏକ ବଡ ଖୁ-ଲା-ସା କରିଛନ୍ତି ।

ଗୋବିନ୍ଦ ନିଜ ମୋବାଇଲ ଫୋନ ସେହି ସ୍ଥାନରେ ଫି-ଙ୍ଗି ଛନ୍ତି ଯେଉଁଠି ସେ ମମିତାଙ୍କୁ ପୋ-ତି ଥିଲେ । ବନ୍ଧୁଗଣ ଯଦି ଗୋବିନ୍ଦଙ୍କ ମୋବାଇଲ ମିଳିଯିବ ତା ହେଲେ ଏହି ହ-ତ୍ୟା ସହ ଜଡିତ ଅନେକ ତଥ୍ୟ ପୋଲିସକୁ ମିଳିଯିବ । ତେଣୁ ବର୍ତ୍ତମାନ ବଲାଙ୍ଗୀର ପୋଲିସର ଏକ ବଡ ଟିମ ମହାଲିଙ୍ଗ ଷ୍ଟାଡିୟମକୁ ଯାଇ ମୋବାଇଲ ଖୋଜୁଛନ୍ତି ।

ଘ-ଟ-ଣା ସ୍ଥଳରେ ବର୍ତ୍ତମାନ ଦକ୍ଷ ଟିମ, ଟେକନିକାଲ ଟିମ ଓ ଫରେନସିକ ଟିମ ଯାଇଛନ୍ତି । ଯେଉଁ ଗା-ତ-ରୁ ପୋଲିସ ମମିତାଙ୍କ ପାଉଁଜି, ସୁନା ଚେନ ଓ ଭେନିଡି ବ୍ୟାଗ ଜ-ବ-ତ କରିଥିଲା ସେହି ସ୍ଥାନରେ ପୋଲିସ ଗୋବିନ୍ଦଙ୍କ ମୋବାଇଲ ଖୋଜୁଛି ।

ଏହି ସ୍ଥାନରେ ଯଦି କିଛି ଭଲ ଫଳ ନମିଳିବ ତା ହେଲେ ପୋଲିସ ହ-ତ୍ୟା କରାଯାଇଥିବା ସ୍ଥାନକୁ ଯାଇ ପାରନ୍ତି ବା ଯେଉଁ ସ୍ଥାନରେ ଅ-ଭି-ଯୁ-କ୍ତ ନିଜ କାର ରଖିଥିଲେ ସେହି ସ୍ଥାନରେ ଖୋଜି ପାରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *