Govinda Sahu କହିଲା ସେଦିନର ଲୋମ ଟାଙ୍କୁରା କାହାଣୀ, କାର ରେ ସେହି 9 ଘଣ୍ଟାରେ କଣ ହୋଇଥିଲା, ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ, କୁରୁସୁଟୁ ଛକ ମୁଖ୍ୟ ରାସ୍ତାର ଶିକ୍ଷୟତ୍ରୀ ମମିତାଙ୍କୁ ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ । ସୂଚନା ଅନୁଯାୟୀ ଦିନ ୧୧ ଟାରୁ ୧୨ ଟା ସମୟରେ ସେ ହ-ତ୍ୟା କରିଥିଲା । ଅତି ନି-ର୍ମ-ମ ଭାବରେ ହ-ତ୍ୟା କରିଥିଲା ଶିକ୍ଷୟତ୍ରୀ ମମିତା ଙ୍କୁ ଗୋବିନ୍ଦ ସାହୁ । ହ-ତ୍ୟା ପୂର୍ବ ରୁ ଭବାନୀ ପାଟଣା ମାଣିକେଶ୍ବରୀ ମନ୍ଦିର ନେଇ ମମିତା ଙ୍କୁ ଶପଥ ନେବାକୁ କହିଥିଲା । ଏହା ପରେ ସର୍ତ୍ତ ରଖିଥିଲା କେବେ ବି ମୋ ବି-ରୁ-ଦ୍ଧ-ରେ ଥିବା ପ୍ରମାଣର ଖୁ-ଲା-ସା କରିବୁ ନାହିଁ ।

କିନ୍ତୁ ମମିତା କଥା ଶୁଣି ନଥିଲେ । ଏହା ପରେ ଦୁହି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅ-ଜ-ସ୍ର ପା-ଟି-ତୁ-ଣ୍ଡ । ଏହା ପରେ ଗୋବିନ୍ଦ ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା । ସେ ଦିନ ର ଘ-ଟ-ଣା ପରେ କାର ଭିତରେ ଶ-ବ କୁ ନେଇ ଗୋବିନ୍ଦ ଆସିଥିଲା ନିଜ ଗାଁ ମହାଲିଙ୍ଗ କୁ । ନିଜର ସହଯୋଗୀ ଙ୍କୁ ଗୋବିନ୍ଦ ଫୋନ କରି ଘରର ପଛ ଗେଟ ଖୋଲିବାକୁ କହିଥିଲା । ଏହା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ମମିତାର ଶ-ବ କୁ ରଖିଥିବା କାର ରୁ ନେଇ ନିର୍ମାଣଧୀନ ଷ୍ଟାଡିୟମ କୁ ବାହାରି ଥିଲା ।

ଷ୍ଟାଡିୟମ ର ଜଗୁଆଳି କୁ ଗାଡି ଟାୟାର ସଜାଡି ରଖିବାକୁ କହିଥିଲା ଗୋବିନ୍ଦ । ମୁନିସ ଙ୍କୁ କହିଥିଲା କାଠଗଣ୍ଡି ରଖିବାକୁ । ସେଠାରେ ପୂର୍ବ ରୁ ଖୋ-ଳା ଯାଇଥିବା ଗା-ତ-ରେ କିଛି କାର୍ଡ ବୋର୍ଡ ପକାଇ ମମିତା ଙ୍କ ଶ-ବ କୁ ରଖିଥିଲା । ଶ-ବ ଉପରେ କାଠ ଗଣ୍ଡି ଏବଂ ଟାୟର ପକାଇ ପେଟ୍ରୋଲ ଦେଇ ଜା-ଳି ଦେଇଥିଲା । ଶ-ବ ସଂପୂର୍ଣ୍ଣ ଭାବରେ ଜ-ଳି-ବା ପରେ ପୋ-ତି-ଦେଇଥିଲା ।

ଏହି ସବୁ ଘ-ଟ-ଣା ସେ ରାତି ୮.୩୦ ମଧ୍ୟରେ କରିଥିଲା । ମାତ୍ର ଏହି ସବୁ ଭିତରେ ସେ ଭୁଲି ଯାଇଥିଲା ମମିତା ଗୋଡରୁ ପାଉଁଜି ବାହାର କରିବାକୁ । ଗୋଟିଏ ପାଉଁଜି କାର ଭିତରୁ ବାହାରିଥିବା ବେଳେ ଆଉ ଗୋଟିଏ ପାଉଁଜି ଶ-ବ ନିକଟରୁ ବାହାରି ଥିଲା । କା-ଣ୍ଡ ର-ଚା-ଇ ବର୍ତ୍ତମାନ ଭୋ-ଭୋ ହୋଇ କାନ୍ଦି ଏହିସବୁ ସତ ମାନିଥିଲା ଗୋବିନ୍ଦ ପୋଲିସ ଆଗରେ । ସେପ୍ଟେମ୍ବର ୨୧ ତାରିଖରେ ମମିତା ଶେଷଥର ପାଇଁ କଲେଜ କୁ ଯାଇଥିଲେ । ସେହି ସମୟରେ ମମିତା ସହିତ ଅ-ପ-ରା-ଧୀ ଗୋବିନ୍ଦ କଥା ହେବାକୁ ଚାହିଁଥିଲା । ମାତ୍ର ଏହି ସମୟରେ ମମିତା ତାଙ୍କୁ ଧ-ରା ଛୁ-ଆଁ ଦେଇ ନଥିଲା ।

ମହାଲିଙ୍ଗ ସନସାଇନ କଲେଜ ର କିଛି ଛାତ୍ରୀଙ୍କ ସହିତ ଗୋବିନ୍ଦଙ୍କ ର ଅ-ନୈ-ତି-କ ସମ୍ପର୍କ ର ପ୍ରମାଣ ସମ୍ବନ୍ଧରେ ଜଣେ ସାଙ୍ଗ କୁ ସେ କହିଥିଲେ । ଏହା ପରେ ସେପ୍ଟେମ୍ବର ୨୧ ତାରିଖ ରୁ ଗୋବିନ୍ଦ ନିଶ୍ଚିତ କରି ଦେଇଥିଲେ ମମିତା ଙ୍କୁ ନିଜ ରାସ୍ତାରୁ ହଟାଇବ ବୋଲି । ବନ୍ଧୁଗଣ ସତ୍ୟତା ର ସାଥ ଦେଇ ଅ-ଭି-ଯୁ-କ୍ତ ମାନଙ୍କ ପ-ର୍ଦା-ଫା-ସ କରିବାର ପରିଣାମ କଣ ଜୀବନ ହରାଇବା ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *