ପୁଣି ମହାପ୍ରଭୁ ଦେଲେ ବଡ ସଙ୍କେତ, ଆସୁଛି ମହା ବିପଦ…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ର ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ଯେ, ନୀଳଚକ୍ର ଉପରେ ଉଡ଼ିଲେ ଶହଶହ ଚିଲ । ମହାପ୍ରଭୁ ଏହାଦ୍ବାରା କି ସଙ୍କେତ ଦେବାକୁ ଚାହୁଁଛନ୍ତି?ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡୁଛନ୍ତି ଚିଲ । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏଭଳି ଅଦିନିଆ ଚିଲ ଉଡ଼ିବା ଦେଖି ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ମହାପ୍ରଭୁଙ୍କ ଏହା କି ସଙ୍କେତ ? ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ଏହା ହେଉଛି ସେହି ସମୟ ର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ର ନୀଳଚକ୍ର ଉପରେ ଘେରା ମାଡ଼ି ଉଡୁଥିଲେ ଚିଲ ।

ଭଲ କରି ଏହି ଦୃଶ୍ୟ କୁ ଦେଖିଲେ ଆପଣ ଜାଣି ପାରିବେ ଯେ କିଭଳି ଶ୍ରୀମନ୍ଦିର ର ନୀଳଚକ୍ର ଉପରେ ଉଡୁଛନ୍ତି ଚିଲ ମାନେ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡ଼ିବା ଏକ ଅଶୁଭ ସଙ୍କେତ ବୋଲି ମାନାଯାଏ । ଏଭଳି ହେଲେ ଭବିଷ୍ୟତ ରେ କିଛି ଅଶୁଭ ହୁଏ ବୋଲି ସଙ୍କେତ ମିଳିଥାଏ । ତେବେ ଏହା କଣ ସତରେ ଭବିଷ୍ୟତ ରେ ହେବାକୁ ଥିବା କିଛି ଅଘଟଣ ର ପୂର୍ବ ସୂଚନା? ପୂର୍ବରୁ ଦୁଇ ଦୁଇ ଥର ଶ୍ରୀମନ୍ଦିର ରେ ଅଘଟଣ ଘଟି ସାରିଛି ।

ଶ୍ରୀମନ୍ଦିର ର ବାଇଶି ପାହାଚ ରେ ବର୍ଷା ଜଳ ପଶିଥିବା ବେଳେ ଶ୍ରୀମନ୍ଦିର ଏ ସରଘରେ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା । ଏହା ବ୍ୟତୀତ ବର୍ଷା ଜଳ ପୁରୀ ର ରାସ୍ତା ରେ ଏଭଳି ଭାବରେ ଜମିଥିଲା ଯେ, ଲୋକ ମାନଙ୍କ ଦ୍ଵାରା ଯାତାୟାତ କରିବା ଅସମ୍ଭବ ହୋଇ ପଡିଥିଲା ।

ସେହିପରି ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ର ଉପରେ ଚିଲ ମାନେ ଉଡିବାରେ ଲାଗିଛନ୍ତି । ଯାହା ଆଦୌ ଶୁଭ ନୁହେଁ । ଏହା ଭବିଷ୍ୟତ ରେ ହେବାକୁ ଥିବା ଏକ ଅଘଟଣ ର ପୂର୍ବ ସୂଚନା ହୋଇପାରେ । ତେବେ ଆଗକୁ କଣ ହେବାକୁ ଯାଉଛି ତାହା ତ କେବଳ ସମୟ ହିଁ କହି ପାରିବ ।

ଲକ୍ଷ ଲକ୍ଷ ଭକ୍ତ ବର୍ତ୍ତମାନ କେବଳ ମହାପ୍ରଭୁଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି । କିନ୍ତୁ ଭବିଷ୍ୟତ ରେ କଣ ହେବ ତାହା କାହାକୁ ଜଣା ନାହିଁ । ତେବେ ଶ୍ରୀମନ୍ଦିର ରେ ଘଟିଥିବା ଏଭଳି ଅଜବ ଦୃଶ୍ୟ ଦ୍ୱାରା ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *