ସତ ହେଲା ମାଳିକା ବଚନ, ମାଡି ଆସୁଛି ମହାବିପଦ, ମହାପ୍ରଭୁ ଦେଲେ ବଡ ସଂକେତ…

ବନ୍ଧୁଗଣ ସତ ହେବାକୁ ଯାଉଛି ମାଳିକା ବଚନ । ମାଡ଼ି ଆସୁଛି ମହା ବିପଦ । ମହାବିପଦ ପୂର୍ବରୁ ଆସିଛି ସଙ୍କେତ । ସତ ହେବ କି ଅଚ୍ୟୁତାନନ୍ଦ ଙ୍କ ଗୋଟିଗୋଟି ବାଣୀ? ନୀଳଚକ୍ର ଉପରେ ଉଡ଼ିଲେ ଶହଶହ ଚିଲ । ମହାପ୍ରଭୁଙ୍କ ଥିଲା କି ଏହା ଗୋଟିଏ ସଙ୍କେତ?ଆସୁଛି ମହାବିପଦ । ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡ଼ିଲେ ଚିଲ । ଯାହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ । ଅଦିନିଆ ଚିଲ ଉଡ଼ିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି ।

ମହାପ୍ରଭୁଙ୍କ ଏହା କି ସଙ୍କେତ? ଏହା ହେଉଛି ସେହି ସମୟ ର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ର ନୀଳଚକ୍ର ଉପରେ ଘେରା ମାଡ଼ି ଉଡୁଥିଲେ ଚିଲ । ଟିକେ ଭଲ କରି ଏହି ଦୃଶ୍ୟ କୁ ଦେଖିଲେ ଆପଣ ଜାଣି ପାରିବେ ଯେ କିଭଳି ଶ୍ରୀମନ୍ଦିର ର ନୀଳଚକ୍ର ଉପରେ ଉଡୁଛନ୍ତି ଚିଲ ମାନେ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡ଼ିବା ଏକ ଅଶୁଭ ସଙ୍କେତ ।

ଏଭଳି ହେଲେ ଭବିଷ୍ୟତ ରେ କିଛି ଅଶୁଭ ହୁଏ ବୋଲି ସଙ୍କେତ ମିଳିଥାଏ । ତେବେ ଏହା କଣ ସତରେ ଭବିଷ୍ୟତ ରେ ହେବାକୁ ଥିବା କିଛି ଅଘଟଣ ର ପୂର୍ବ ସୂଚନା? ଆପଣ ମାନେ ତ ଜାଣିଥିବେ ଯେ, କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ର ବାଇଶି ପାହାଚ ରେ ପାଣି ପଶିଥିଲା ଏବଂ ପାଣି ର ଲହଡ଼ି ଭାଂଗି ଥିଲା ଶ୍ରୀମନ୍ଦିର ରେ ।

ପୁରୀ ର ରାଜରାସ୍ତା ରେ ବି ପାଣି ଜମି ଯାଇଥିଲା । ଯାହା ଫଳରେ ଲୋକ ମାନଙ୍କ ହାତରେ ମଧ୍ୟ ବନ୍ଦ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ଶ୍ରୀମନ୍ଦିର ରେ ଚିଲ ଉଡ଼ିବା ଘଟଣା କୁ ନେଇ ମଧ୍ୟ ଭୟଭୀତ ଅଛନ୍ତି ଓଡ଼ିଶା ବାସୀ ।

ଏବେ ଯେ ପୁଣି କେଉଁ ବିପଦ ଆସିବ ତାହା କାହାକୁ ଜଣା ନାହିଁ । ତେବେ ଯେତେ ବଡ଼ ବିପଦ ବି ଆସୁ ସେ ସବୁଥିରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ଲୋକ ମାନଙ୍କ ବିଶ୍ୱାସ ରହିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published.