ପୁଣି Cuttack ରେ ଫାଟିଲା ପାଇପ, ସୁଇମିଂ ପୁଲ ପାଲଟିଲା ବାଦାମବାଡ଼ି, ଦେଖନ୍ତୁ Exclusive ଭିଡିଓ

ନମସ୍କାର ବନ୍ଧୁଗଣ ରାଜା ବଗିଚା ପରେ କଟକ ବାଦାମବାଡ଼ି ଛକ ରେ  ପୁଣି ଫା-ଟି-ଲା ପାଣି ପାଇପ । ପାଇପ ଫା-ଟି-ବା-ରୁ ରାସ୍ତା ଉପରେ ଛୁଟିଲା ପାଣିର ସୁଅ । ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ସେପଟେ ବାଦାମବାଡି କଟକର ପ୍ରମୁଖ ରାସ୍ତା ହୋଇଥିବାରୁ ରାସ୍ତାରେ ଯାତାୟାତ କରିବାକୁ ଅସୁବିଧା ହେଉଛି । ଘ-ଟ-ଣା-ସ୍ଥଳରେ ପିଡବ୍ଲୁଡି ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ତେବେ ଗତ କିଛି ଦିନ ତଳେ ରାଜା ବଗିଚା ଠାରେ ପାଣି ପାଇପ ଫା-ଟି କୃତ୍ରିମ ଝରଣା ସୃଷ୍ଟି ହୋଇଥିଲା ପାଇପ ଫା-ଟି କୃତ୍ରିମ ଝରଣା ସୃଷ୍ଟି ହୋଇଥିଲା । ଏହା ପରେ ସେଠାରେ ପିଡବ୍ଲୁଡି ଅଧିକାରୀ ପହଞ୍ଚି ସ୍ଥିତି ସୁଧାରି ଥିଲେ । ତେବେ ଏହି ଘ-ଟ-ଣା-କୁ ସପ୍ତାହେ ନ ପୁରୁଣ ଏବେ ପୁଣି ବାଦାମବାଡିରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଜଣେ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି କି ଏହି ପାଇପ ଫା-ଟି-ବା ଶବ୍ଦ ବହୁତ ଭ-ୟା-ନ-କ ହୋଇଥିଲା ଯେପରି ଲାଗିଲା କି କୌଣସି ବ-ମ ଫା-ଟି ଯାଇଛି ବୋଲି । ତେବେ ଏହା ୪୫ ମିନିଟ ପର୍ଯ୍ୟନ୍ତ ସବୁ ଲୋକ ଏହି ଦୃଶ୍ୟ କୁ ଦେଖି ତାର ଭି-ଡି-ଓ ମଧ୍ୟ ବନାଉ ଥିଲେ ଏବଂ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ ମଧ୍ୟ କରୁଥିଲେ ।

ଏହି ଘ-ଟ-ଣା ପରେ ବର୍ତ୍ତମାନ କତ୍ତୃପକ୍ଷ ଅନେକ ପ୍ରଶ୍ନ ର ସାମ୍ନା କରିବେ । ତେବେ ଏବେ ପ୍ରଶ୍ନ ଉଠୁଛି, କଟକର ଏହି ସବୁ ପ୍ରମୁଖ ରାସ୍ତାରେ କାହିଁକି ଫା-ଟୁ-ଛି ପାଣି ପାଇପ ? ତେବେ ପାଇପ ଯଦି ପୁରୁଣା ହୋଇଯାଇଛି ଏନେଇ ସିଏମସି ଏବଂ ପିଡବ୍ଲୁଡି କାହିଁକି ତଦାରଖ କରୁନାହାନ୍ତି ?

ଅବଶ୍ୟ ଏକ ଦୁ-ର୍ଘ-ଟ-ଣା ହୋଇନଥିଲେ ମଧ୍ୟ ସହରର ଜନଗହଳିପୂର୍ଣ୍ଣ ଦୁଇଟି ଦୁଇଟି ସ୍ଥାନରେ କିଛି ଦିନର ବିରତି ମଧ୍ୟ ଆ-କ-ସ୍ମି-କ ଭାବେ ଫା-ଟି-ଥି-ବା ପାଇପ ଯୋଗୁଁ ଯଦି ଜୀବନ ଯାଇଥାନ୍ତା, ଉତ୍ତର ଦାୟୀ କିଏ ହୋଇଥାନ୍ତା ? ତେବେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *