Cuttack ବାଦାମବାଡ଼ିରେ ଫାଟିଲା ପାଇପ, ଲୋକ କିଏ କୁଆଡେ ଛିନଛତ୍ର, ଖସି ପଡିଲେ 2 ଜଣ ଯୁବତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁଣି ଥରେ କଟକ ସହରରେ ଫା-ଟି-ଲା ପାଇପ୍ । ଚାହୁଁ ଚାହୁଁ ଜଳାର୍ଣ୍ଣବ ହୋଇଗଲା ଇଲାକା । ରବିବାର ବାଦାମବାଡ଼ି ଟ୍ରାଫିକ୍ ଛକରେ ଜଳ ଯୋଗାଉଥିବା ଭୂତଳ ପାଇପ୍ ହଠାତ୍ ଫା-ଟି-ଯା-ଇ-ଛି । ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପାଇପ ଫା-ଟି-ବା ପରେ ପାଣି ପ୍ରାୟ ୧୫ ଫୁଟ ଉପରକୁ ଉଠିଯାଇଥିଲା । ପାଇପରୁ ପାଣି ବାହାରି ଥିବାରୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା ।

ଏହାର ପ୍ରଭାବରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ କିଛି ସମୟ ଧରି ଯାତାୟାତ ବି ବାଧାପ୍ରାପ୍ତ ହୋଇଥିଲା । ତେବେ କଟକ ସହରରେ ଏଭଳି ଘ-ଟ-ଣା ନୂଆ ନୁହେଁ । ଗତ ୬ ତାରିଖରେ କଟକ ରାଜା ବଗିଚାରେ ସିଟି କଲେଜ ପାଖରେ ପାଣି ପାଇପଲାଇନ୍ ଏଭଳି ଫା-ଟି-ଥି-ଲା । ରାସ୍ତା ମଝିରେ ଥିବା ଜଳ ଯୋଗାଣ ପାଇପ ଫା-ଟି-ବା-ରୁ- ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା ।

ଏପରିକି ତଳିଆ ଅଞ୍ଚଳରେ ଥିବା ବସ୍ତି ଭିତରେ ପାଣି ପଶିଥିଲା । ଖବର ପାଇ ସେହି ସମୟରେ ମଧ୍ୟ ସିଏମସି ଅଧିକାରୀ ଓ ଜଳ ଯୋଗାଣ ବିଭାଗ ପହଞ୍ଚି ମରାମତି କାମ କରିଥିଲେ । ତେବେ ଚାରିଦିନ ଭିତରେ ଏମିତି ପାଣି ପାଇପ୍ ଫାଟିବାର କାରଣ କ’ଣ । ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ପୁଣି ଥରେ ପାଇପ୍ ଫା-ଟି-ବା ଘ-ଟ-ଣା ସାମ୍ନାକୁ ଆସିବା ପରେ ଜଳ ଯୋଗାଣ ବିଭାଗ ଏବଂ ସିଏମସି ଅଧିକାରୀଙ୍କ ଉତ୍ତର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ସୂଚନା ଅନୁଯାୟୀ ଦୁଇ ଜଣ ଯୁବତୀ ଏଥିରେ ଆ-ହ-ତ ହୋଇଛନ୍ତି ତେବେ ପ୍ରତକ୍ଷ ଦର୍ଶୀ ଙ୍କ କହିବା କଥା ଅଚାନକ ଏକ ବୋ-ମା ଫୁ-ଟି-ଲା ଭଳି ଶ-ବ୍ଦ ଶୁଣାଗଲା ଏବଂ ଦେଖିଲା ବେଳକୁ ଏହା ପାଇପ ଫା-ଟି ରାସ୍ତା ଯାକ ପାଣି ରେ ଭର୍ତ୍ତି ହୋଇ ଯାଇଛି । ତେବେ ଏହା ବହୁତ ଜୋରରେ ଉଠିଥିଲା ଏବଂ ଅତି କମ ରେ ୪୫ ମିନିଟ ପର୍ଯ୍ୟନ୍ତ ସେମିତି ବୋହୁ ଥିଲା ତେବେ କେହି ଆସି କିଛି କରି ନଥିଲେ । ତେବେ ବାର ବାର ଏଭଳି ଘ-ଟ-ଣା ଘଟିବା ଯୋଗୁଁ ଲୋକମାନେ ଭ-ୟ-ବି-ତ ମଧ୍ୟ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *