ପୁଣି Bollywood ରେ ଶୋକର ଛାୟା, ହାର୍ଟଟାକ କାରଣରୁ ବହୁତ କମ ବୟସରେ ଏହି ଅଭିନେତ୍ରୀଙ୍କର ହେଲା ପର -ଲୋକ

ବନ୍ଧୁଗଣ ଏହି ବର୍ଷ ୨୦୨୦ଟି ବହୁତ କଷ୍ଟଦାୟକ ପ୍ରମାଣିତ ହୋଇଛି । କାରଣ ଏହି ବର୍ଷ କୋରାନା ମହାମାରୀ ବହୁତ ଲୋକଙ୍କ ସମେତ କେତେକ ବଡ ବଡ କଳାକାର ମାନଙ୍କର ପରଲୋକ ଘଟିଛି । ଏହି ବର୍ଷଟି ଶେଷ ହେବା ପାଇଁ ବହୁତ କମ ଦିନ ରହିଛି । ହେଲେ ବନ୍ଧୁଗଣ ଗୋଟେ ପରେ ଗୋଟେ ଲୋକପ୍ରିୟ କଳାକାରଙ୍କ ପରଲୋକ ଏହି ବର୍ଷ ହୋଇଛି । ଏହି ବର୍ଷ ଶେଷ ହେବା ପୂର୍ବରୁ ଅର୍ଥାତ ଏହି କିଛି ସମୟ ପୂର୍ବରୁ ପୁଣି ଏକ କଳାକାରଙ୍କ ପରଲୋକ ହୋଇଛି ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ଏହି କଳାକାରଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।

ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଖବର ମିଳିଛି ଯେ ବଲିଉଡ ଓ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ମେଘନା ରୟଙ୍କର ପରଲୋକ ହୋଇଛି । ଖବର ମିଳିଛି ଯେ, ବହୁତ କମ ବର୍ଷ ବୟସରେ ସେ ଦେହ- ତ୍ୟାଗ କରିଛନ୍ତି । ବନ୍ଧୁଗଣ ଏହି ଖବର ବିଷୟରେ ଜାଣି ସମଗ୍ର ଦେଶବାସୀ ବହୁତ ଦୁଃଖ ଅନୁଭବ କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ବହୁତ କମ ବର୍ଷ ବୟସରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା ଯାହାଫଳରେ ତାଙ୍କର ପରଲୋକ ହୋଇଯାଇଛି ।


ବନ୍ଧୁଗଣ ହାର୍ଟ ଆଟାକ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳେ ସେ ବଞ୍ଚି ନଥିଲେ । ମେଘନା ରୟ ହିନ୍ଦୀ ଫିଲ୍ମ ‘ଜୟ ଜୟ ମା’ରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହିନ୍ଦୀ ଫିଲ୍ମ ବ୍ଯତୀତ ସେ କେତେକ ହିନ୍ଦୀ ଟେଲିଭିଜନ ସିରିଏଲରେ ମଧ୍ୟ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ।

ଦର୍ଶକ ମାନଙ୍କୁ ମେଘନାଙ୍କ ସୁନ୍ଦରତା ଓ ଅଭିନୟ ଦେଖିବା ପାଇଁ ବହୁତ ଭଲ ଲାଗେ । ହିନ୍ଦୀ ଟେଲିଭିଜନ ଦୁନିଆରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଥିଲା । ମେଘନା ଏକ ସାଧାରଣ ଜୀବନକୁ ଅତିବାହିତ କରୁଥିଲେ । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଓ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବଡ ସଫଳତା ପାଇବା ପାଇଁ ଚେଷ୍ଟା କରୁଥିଲେ ।

ହେଲେ ବନ୍ଧୁଗଣ ବହୁତ କମ ବର୍ଷ ବୟସରେ ହାର୍ଟ ଆଟାକ ପାଇଁ ସେ ଦେହ -ତ୍ୟାଗ କରିଛନ୍ତି । ଯାହା ବହୁତ ବଡ ଦୁଃଖର ବିଷୟରେ ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ମେଘନାଙ୍କ ହଠାତ ଦେହ -ତ୍ୟାଗର ଖବର ଶୁଣି କେତେକ ଲୋକ ବିଶ୍ଵାସ ମଧ୍ୟ କରୁନାହାନ୍ତି ହେଲେ ବନ୍ଧୁଗଣ ଏହା ସତ ଯେ, ଅଭିନେତ୍ରୀ ମେଘନା ବର୍ତ୍ତମାନ ଆମ ମଧ୍ୟରେ ନାହାନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *