ଓଡ଼ିଆ Singer ମାନଙ୍କର ସ୍ତ୍ରୀ ମାନଙ୍କର ପ୍ରଫେସନ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସିଙ୍ଗର ମାନେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଏମାନେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଏହି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଲୋକମାନେ ଏହି ଓଡିଆ ସିଙ୍ଗର ମାନଙ୍କର ଗୀତକୁ ଶୁଣିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ସିଙ୍ଗର ମାନଙ୍କୁ ତ ଜାଣିଥିବେ ହେଲେ ଆପଣ ମାନେ କଣ ଏହି ଅଲିଉଡ ସିଙ୍ଗର ମାନଙ୍କର ପତ୍ନୀ ଓ ତାଙ୍କ ପତ୍ନୀଙ୍କ ପ୍ରଫେସନ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଲିଉଡ ସିଙ୍ଗର ମାନଙ୍କର ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହୁମାନ ସାଗର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଲିଉଡର ଫେମସ ସିଙ୍ଗର ହୁମାନ ସିଙ୍ଗର । ଆପଣ ମାନେ ସମସ୍ତେ ହୁମାନଙ୍କ ବହୁତ ଗୀତକୁ ଶୁଣିଥିବେ । ହୁମାନ ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଇ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ହୁମାନ ସାଗରଙ୍କ ପତ୍ନୀ ହେଉଛନ୍ତି ଜଣେ ସିଙ୍ଗର । ଏହି ଦୁଇଜଣ ତରଙ୍ଗ ଟିଭିର ଏକ ଶିଙ୍ଗିଙ୍ଗ ସୋରେ ପରସ୍ପର ସହ ସାକ୍ଷାତ କରି ପ୍ରେମ ବିବାହ କରିଥିଲେ ।


ସ୍ଵୟମ ପାଢୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଲିଉଡର ଫେମସ ସିଙ୍ଗର ସ୍ଵୟମ ପାଢି । ସ୍ଵୟମ ଅଲିଉଡର ବହୁତ ଆଲବମ ଓ ଫିଲ୍ମରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ସ୍ଵୟମଙ୍କ ସ୍ତ୍ରୀ ହେଉଛନ୍ତି ଟିସିଏସ କମ୍ପାନୀର ଜଣେ କର୍ମଚାରୀ । ସ୍ଵୟମ ମଧ୍ୟ ଇଞ୍ଜିନିୟରିଙ୍ଗ କରିବା ପରେ ଟିସିଏସ କମ୍ପାନୀରେ କାମ କରୁଥିଲେ । ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।


ଆଶୁତୋଷ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ସିଙ୍ଗର ଆଶୁତୋଷ । ଆପଣ ମାନେ ସମସ୍ତେ ଆଶୁତୋଷଙ୍କୁ ନିଶ୍ଚୟ ଜାଣିଥିବେ । ଆଶୁତୋଷ ଅଧିକାଂଶ ରୋମାଣ୍ଟିକ ଗୀତ ଗାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଶୁତୋଷଙ୍କ ପତ୍ନୀ ହେଉଛନ୍ତି ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ସିଙ୍ଗର । ସେ ମଧ୍ୟ ଆଶୁତୋଷଙ୍କ ପରି ବହୁତ ସୁନ୍ଦର ଗୀତ ଗାଆନ୍ତି ।


ସତ୍ୟଜିତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସତ୍ୟଜିତ । ଆପଣ ମାନେ ସମସ୍ତେ ସତ୍ୟଜିତଙ୍କର ବହୁତ ଲୋକପ୍ରିୟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ ସତ୍ୟଜିତଙ୍କ ପରି ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ବନ୍ଧୁଗଣ ସତ୍ୟଜିତଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ହାଉସ ୱାଇଫ । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *