ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ମା ଓ ବାପା ହେବା ପାଇଁ ଇଛା କରିଥାଏ । କାରଣ ଦୁନିଆର ସମସ୍ତ ସୁଖ ମଧ୍ୟରୁ ମା ଓ ବାପା ହେବାର ସୁଖ ହେଉଛି ସବୁଠାରୁ ଅଧିକ । ହେଲେ ଏମିତି ମଧ୍ୟ କିଛି କପଲ ଅଛନ୍ତି ଯେଉଁମାନେ ଏହି ସୁଖକୁ ପାଇ ପାରନ୍ତି ନାହିଁ, ସେଥିପାଇଁ ସେମାନେ ଛୁଆଙ୍କୁ ଆଡପ୍ଟ କରିଥାନ୍ତି । ବନ୍ଧୁଗଣ ଠିକ ସେହିପରି ହିନ୍ଦୀ ଟେଲିଭିଜନର ବଲିଉଡର ଏପରି କେତେକ ଫେମସ ଷ୍ଟାର ମାନେ ବାପା ଓ ମା ନହୋଇପାରିବାରୁ ଛୁଆଙ୍କୁ ଆଡପ୍ଟ କରି ନିଜ ପରିବାରକୁ ସଂପୂର୍ଣ୍ଣ କରିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ସମସ୍ତ ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।
ମନ୍ଦିରା ବେଦି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମନ୍ଦିରା ବେଦି । ମନ୍ଦିରା ଉଭୟ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ସମୟ ପୂର୍ବରୁ ମନ୍ଦିରା ଏକ ୪ ବର୍ଷର ଛୁଆକୁ ଆଡପ୍ଟ କରିଛନ୍ତି । ମନ୍ଦିରା ସେହି ଛୁଆର ନାମ ତାରା ଦେଇଛନ୍ତି । ଏହା ବ୍ଯତୀତ ମନ୍ଦିରାଙ୍କର ନିଜର ଏକ ଛୁଆ ମଧ୍ୟ ଅଛି ଯାହାର ନାମ ହେଉଛି ବୀର କୌଶଲ । ମନ୍ଦିରା ବର୍ତ୍ତମାନ ନିଜର ଦୁଇଟି ଛୁଆଙ୍କ ସହ ନିଜ ପରିବାରକୁ ପୂରଣ କରିଛନ୍ତି ।
ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ସନି ଲିଓନି । ସନି ବଲିଉଡର କେତେକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ସନିଙ୍କ ସୁନ୍ଦରତା ଓ ବୋଲ୍ଟ ଲୁକ୍ କୁ ଦେଖିବା ପାଇଁ ଦର୍ଶକ ମାନେ ବେସ ପସନ୍ଦ କରନ୍ତି । ସନି ଓ ତାଙ୍କ ସ୍ଵାମୀ ଡେନିୟଲ ମଧ୍ୟ ଗୋଟେ ଝିଅକୁ ଆଡପ୍ଟ କରିଛନ୍ତି । ସନି ତାଙ୍କ ଝିଅ ସହ କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ।
ନୀଲମ କୋଠାରି ଓ ସମୀର ଜୋଶୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନୀଲମ କୋଠାରି ଓ ଅଭିନେତା ସମୀର ଜୋଶୀ । ଏହି ଦୁଇଜଣ ୨୦୧୩ ମସିହାରେ ଗୋଟେ ଛୋଟ ଝିଅକୁ ଆଡପ୍ଟ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ନିଜ ଛୁଆ ସହ ବହୁତ ଖୁସିରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି ।
ପ୍ରୀତି ଜିଣ୍ଟା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ପ୍ରୀତି ଜେଣ୍ଟା । ବଲିଉଡରେ ପ୍ରୀତି ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ପ୍ରୀତି କେବଳ ୩୪ ବର୍ଷ ବୟସରେ ଉତ୍ତରାଖଣ୍ଡର ମଦର ମିରେକଲ ସ୍କୁଲରୁ ୩୪ଟି ଝିଅଙ୍କୁ ଆଡପ୍ଟ କରିଥିଲେ । ସେହି ଛୁଆ ମାନଙ୍କର ସମସ୍ତ ଲାଳନ ପାଳନ ପ୍ରୀତି ନିଜ ହାତକୁ ନେଇଥିଲେ । ପ୍ରୀତି ତାଙ୍କ ଝିଅ ମାନଙ୍କୁ ବହୁତ ଭଲ ପାଆନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ