ସେଦିନ ସେହି ରେପ ସିନ୍ ରେ ଜୟା ହଠାତ ବେହୋସ ଓ ତାଙ୍କୁ ନେଇ…’ : କିଛି ପୁରୁଣା ସ୍ମୃତି ବଖାଣିଲେ ଅଭିନେତା Asit Pati

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେ ର-ଏପ୍ ସିନ୍ ବେଳେ ଜୟା ମାଡାମ ବେହୋସ ହୋଇଯାଇଥିଲେ । ତେବେ ଏପରି  କିଛି ନିଜର ଅଭୂଲା ଅଭିନୟ ଦିନର ସ୍ମୃତି ଶେୟାର କରିଥିଲେ ବରିଷ୍ଠ କଳାକାର ଅସିତ ପତି ! ତେବେ ଅଭିନେତା ଅସିତ ପତିଙ୍କୁ ଖଳନାୟକ ଭୂମିକାରେ ବହୁ ସମୟରେ ଦେଖିବାକୁ ମିଳିଥାଏ । ସେ ନିଜର ଖଳ ଚରିତ୍ର ଦ୍ଵାରା ଏପରି ଭାବରେ ଲୋକଙ୍କର ମନୋରଞ୍ଜନ କରାଇଥାନ୍ତି । ଯାହା ଦ୍ଵାରା ସେ ନିଜର ଖଳ ଭୂମିକାରେ ଏକଳ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।

ତେବେ ଗଣ ମାଧ୍ୟମ ନିକଟରେ ନିଜର ଅଭିନୟ କ୍ଯାରିଅର ବିଷୟରେ କିଛି ସ୍ମୃତି ଅସିତ ପତିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯେଉଁଠାରେ ଅଭିନେତା ଅସିତ ପତିଙ୍କ କହିବା ଅନୁସାରେ ମୋର ଅଭିନୟ ପ୍ରତି ଏତେ ମାତ୍ରାରେ ରୁଚି ନଥିଲା । କାରଣ ମୁଁ ଅଭିନୟ କଣ ବୋଲି କିଛି ମଧ୍ୟ ଜାଣିନଥିଲି । ତେବେ ମୁଁ ଖେଳ ଲାଇନରେ ହିଁ ମୋର କ୍ଯାରିଅର କରିବାକୁ ଚାହିଁଥିଲି । ତେବେ ଥରେ ବାରୁନେଇ ପାହାଡ ପାଖକୁ ପିକନିକ କରିବାକୁ ଯାଇଥିଲି ।

ସେଠାରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଏକ ଫିଲ୍ମ ଶୁଟିଙ୍ଗ ଚାଲିଥିଲା । ସେଠାରେ ଯେଉଁ ପିଲାଟି ଖଳ ଅଭିନୟରେ ଚରିତ୍ର କରୁଥିଲା । ତା’ ର ଡାଇଲଗଟି ଠିକ ଭାବରେ ସେ କରିପାରୁନଥିଲା । ତାପରେ ସେଠାରେ ଆମେ ଯାଇ ସାଙ୍ଗସାଥି ମିଶି ଶୁଟିଙ୍ଗ ଦେଖୁଥିଲୁ । ସେଠାରେ ଯିଏ ଡ଼ିରେକ୍ଟର ଥିଲେ । ସେ ମୋତେ ବାରମ୍ବାର ଚାହୁଁଥିଲେ । ତାପରେ ମୋତେ ସେହିଠାରୁ ହିଁ ଅଭିନୟର ସୁଯୋଗ ମିଳିଥିଲା ।

ତାପରେ ଏପରି ଗୋଟିଏ ପରେ ଗୋଟିଏ ଖଳ ଭୂମିକାରେ ମୋତେ ଦେଖିବାକୁ ଦର୍ଶକ ପାଇଥିଲେ । ତେବେ ହାକିମ ବାବୁ ଫିଲ୍ମ ଶୁଟିଙ୍ଗ କରିବା ସମୟରେ ଯିଏ ହିରୋଇନ ଥିଲେ ଜୟା ମ୍ଯାଡାମ । ତାଙ୍କ ସହିତ ମୋର ଗୋଟିଏ ର-ଏପ୍ ସିନ ରହିଥିଲା । ଯେତେବେଳେ ଡ଼ିରେକ୍ଟର ସବୁ କିଛି ର-ଏପ୍ ସିନ ବୁଝାଇ କହିଦେଲେ । ତାପରେ କଣ ହେଲା କେଜାଣି ସତରେ ଜୟା ମ୍ଯାଡାମ ବେହୋସ ହୋଇଯାଇଥିଲେ ।

ତାପରେ ତାଙ୍କୁ ପୁଣି ଠିକ କରି ଶୁଟିଙ୍ଗ ଷ୍ଟାର୍ଟ କରଯାଇଥିଲା । ତେବେ ଲୋକ ମୋ ଖଳ ଅଭିନୟ ଦେଖି ସେଥିରେ ଏତେ ଲୀନ ହୋଇଯାଆନ୍ତି । ଯେ ମୋତେ ବହୁତ ଜାଗାରେ ମୋ ଭିଲିଆନ ଚରିତ୍ର ପାଇଁ ଗାଳି ମଧ୍ୟ ଶୁଣିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *