ଆଜି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

କରୋନା କାରଣରୁ ଦେଶ ର ଆର୍ଥିକ ପରିସ୍ଥିତି ପୁରା ପୁରୁ ବିଗିଡି ଯାଇଛି, ଯେଉଁଥିପାଇଁ ସୁନାର ଦାମ ଆକାଶ ଛୁଆଁ ହେବାରେ ଲାଗିଛି । ସୁନାର ଦାମରେ ଉତ୍ଥାନ ପତ୍ତନ ଲାଗି ରହିଛି । ଆଜି ଆମେ ଆପଣଙ୍କୁ ଆଜି ମାନେ ୨୩ ଏପ୍ରିଲ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

୨୨ କ୍ୟାରେଟ ସୁନାର ଦାମ- ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୦ ଟଙ୍କା ହ୍ରାସ ପାଇ ୪,୪୮୦ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୫୧୦ ଟଙ୍କା ଥିଲା ।

ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୨୪୦ ଟଙ୍କା ହ୍ରାସ ପାଇ ୩୫,୮୪୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୬,୦୮୦ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୦୦ ଟଙ୍କା ହ୍ରାସ ପାଇଁ ୪୪,୮୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୫,୧୦୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୩,୦୦୦ ଟଙ୍କା ହ୍ରାସ ପାଇ ୪,୪୮,୦୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୫୧,୦୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୩ ଟଙ୍କା ହ୍ରାସ ପାଇ ୪,୮୮୭ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୪,୯୨୦ ଟଙ୍କା ଥିଲା ।

ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୨୬୪ ଟଙ୍କା ହ୍ରାସ ପାଇ ୩୯,୦୯୬ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୯,୩୬୦ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ହ୍ରାସ ପାଇ ୪୮,୮୭୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୯,୨୦୦ ଟଙ୍କା ଥିଲା ।

ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା  ୩,୩୦୦ ଟଙ୍କା ହ୍ରାସ ପାଇ ୪,୮୮,୭୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୯୨,୦୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୫,୨୬୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୨୬୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୬୬୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୮୬୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *