ଭାରତର 10 ଜଣ ସବୁଠୁ ସୁନ୍ଦରୀ ମହିଳା ରାଜନେତା, ନମ୍ବର 1 ଙ୍କ ପାଇଁ ତ ପୁରା ଦେଶ ଦିବାନା

ବନ୍ଧୁଗଣ ଭାରତ ସୌନ୍ଦର୍ଜ୍ୟ ଓ ଗ୍ଲେମର କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିଜର ପରିଚୟ ସ୍ଥାପନ କରିଛି । ଭାରତ ବହୁତ ଥର ମିସ ୱାର୍ଲ୍ଡ ଓ ମିସ ୟୁନିଭର୍ସର ଆୱାର୍ଡ ମଧ୍ୟ ଜିତି ସାରିଛି । ବନ୍ଧୁଗଣ ଆମ ଦେଶରେ ମହିଳା ମାନଙ୍କ ସୁନ୍ଦରତାକୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ଆପଣ ମାନେ ସମସ୍ତେ ସୁନ୍ଦର ମହିଳା ମାନଙ୍କୁ ସାଧାରଣତଃ ଫିଲ୍ମ କିମ୍ବା ସୋସିଆଲ ମିଡିଆରେ ଦେଖୁଥିବେ । ହେଲେ ବନ୍ଧୁଗଣ ଆମ ରାଜନୀତିରେ ମଧ୍ୟ ଏପରି କୀଚ ମହିଳା ଅଛନ୍ତି ଯେଉଁ ମାନେ ସୁନ୍ଦରତା ମାମଲାରେ ସମସ୍ତଙ୍କୁ ବାଦ ଦେଇଦେବେ ।

ଏହି ମହିଳା ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଏହି ମହିଳା ମାନେ ରାଜନେତା ଅଟନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

ନୁସରତ ଜାହାଁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ ଫିଲ୍ମ ଅଭିନେତ୍ରୀ ଭାରତୀୟ ଫିଲ୍ମ ଅଭିନେତ୍ରୀ ଓ ରାଜନେତା ନୁସରତ ଜାହାଁ । ନୁସରତ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ନୁସରତଙ୍କ ଜନ୍ମ ୮ ଜାନୁୟାରୀ ୧୯୯୦ ମସିହାରେ କଲିକତାରେ ହୋଇଥିଲା । ସେ ୨୦୧୧ ମସିହାରେ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ ଓ ୨୦୧୯ ମସିହାରେ ନିଜର ରାଜନୀତି କାରିୟରର ଆରମ୍ଭ । ସେ କଂଗ୍ରେସ ଦଳରେ ଅଛନ୍ତି ।

ଉର୍ମିଲା ମାଟୋଣ୍ଡକର – ବଲିଉଡର ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ବଲିଉଡ ରେ ଅନେକ ହିଟ ଫିଲ୍ମ ଦେଇ ଫେମସ ହୋଇଛନ୍ତି । ଆଜି ସେ ଘରେ ଘରେ ବେଶ ପରିଚିତ । ସେ ଚଳିତ ବର୍ଷ ଭାରତୀୟ ଜାତୀୟ କଂଗ୍ରେସ ପରି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି

ଦିବ୍ୟା ସ୍ପନ୍ଦନା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଦିବ୍ୟା ସ୍ପନ୍ଦନା । ଦିବ୍ୟା ଦକ୍ଷିଣ ଭରତର ଜଣେ ପ୍ରସିଦ୍ଧି ଅଭିନେତ୍ରୀ ଅଟନ୍ତି । ସେ କାନ୍ନାଡ଼ା ଫିଲ୍ମ ସହିତ କେତେକ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଦିବ୍ୟାଙ୍କ ଜନ୍ମ ୨୯ ନଭେମ୍ବର ୧୯୮୨ ମସିହାରେ ବେଙ୍ଗାଲୁରୁରେ ହୋଇଥିଲା । ସେ ୨୦୧୩ ମସିହାରେ ଭାରତୀୟ କଂଗ୍ରେସ ଦଳର ଜଣେ ସଦସ୍ୟ ରୂପେ କର୍ଣ୍ଣାଟକ ରାଜ୍ୟ ପାଇଁ ନିର୍ବାଚନ ଲଢି ଜିତିଥିଲେ ।

ପ୍ରିୟଙ୍କା ଗାନ୍ଧୀ – ସୋନିଆ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ମଧ୍ୟ ରାଜନୀତିରେ ଅନେକ ନାମ ଅର୍ଜନ କରୁଛନ୍ତି। 48 ବର୍ଷୀୟ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିଯୋଗିତା କରିଛନ୍ତି।

ଅଲ୍କା ଲାମ୍ବା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଲ୍କା ଲାମ୍ବା  ।ଅଲ୍କା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ମାତ୍ର ୧୯ ବର୍ଷ ବୟସରେ ସେ କଂଗ୍ରେସ ଛାତ୍ର ସଂଘ NSUIରେ ଏଣ୍ଟ୍ରି କରିଥିଲେ । କଂଗ୍ରେସ ପାର୍ଟି ସହ ସେ ୨୦ରୁ ଅଧିକ ବର୍ଷ ରହିବା ପରେ ସେ ଆମ ଆଦମି ପାର୍ଟି ସହ ସାମିଲ ହୋଇଯାଇଥିଲେ । ସେ ୨୦୧୫ ମସିହାରେ ଚାନ୍ଦିନୀ ଚୌକ ରୁ ଦିଲ୍ଲୀ ବିଧାନ ସଭା ଥିବା ପର୍ଯ୍ୟନ୍ତ ନିର୍ବାଚକୁ ଜିତିଥିଲେ ।

ନଗମା – ବଲିଉଡ ଏବଂ ଦକ୍ଷିଣ ନାଗମାର ସୁନ୍ଦର ଅଭିନେତ୍ରୀ ବର୍ତ୍ତମାନ ଚଳଚ୍ଚିତ୍ରରେ କମ୍ କାମ କରନ୍ତି । 45 ବର୍ଷୀୟ ଅଭିନେତ୍ରୀ ନଗମା ଗତ 16 ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି।

ଇଶା କୋପିକର୍ – 42 ବର୍ଷୀୟା ଅଭିନେତ୍ରୀ ଇଶା କୋପିକର ମଧ୍ୟ ବଲିଉଡ ସହିତ ଦକ୍ଷିଣ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ଅଙ୍ଗୁରଲତା ଡେକା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଙ୍ଗୁରଲତା ଡେକା । ଅଙ୍ଗୁରଲଟା ଜଣେ ମଡେଲ ଓ ଅଭିନେତ୍ରୀ ହେବା ସହଭାରତୀୟ ଜନତା ପାର୍ଟିର ଜଣେ ସୁନ୍ଦର ନେତା ମଧ୍ୟ ଅଟନ୍ତି । ସେ କେତେକ ବଙ୍ଗାଳୀ ଫିଲ୍ମରେ କାମ କରିଛନ୍ତି । ସେ ୨୦୧୬ ମସିହାରେ ଆସାମର ବିଧାୟକ ଅଟନ୍ତି ।

ମିମି ଚକ୍ରବର୍ତ୍ତୀ – 29 ବର୍ଷୀୟା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ କଂଗ୍ରେସ ଦଳ ପକ୍ଷରୁ ପ୍ରତିଯୋଗିତା କରନ୍ତି । ଆପଣଙ୍କୁ କହି ଦେଉଛୁ କି ରାଜନୀତି ପୂର୍ବରୁ ମିମି ଚକ୍ରବର୍ତ୍ତୀ ବଙ୍ଗାଳୀ ଚଳଚ୍ଚିତ୍ରରେ କାମ କରି ବହୁ ନାମ ଅର୍ଜନ କରିଛନ୍ତି।

ସପନା ଚୌଧୁରୀ – ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ସପନା ଚୌଧୁରୀ ମଧ୍ୟ ରାଜନୀତିରେ ପ୍ରବେଶ କରିଛନ୍ତି, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *