Vastu Shastra- ମା’ ଲକ୍ଷ୍ମୀ ଏହି 3 ଘରକୁ କେବେ ବି ଯାଆନ୍ତି ନାହିଁ, ଆସିଥାଏ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି । କାରଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କରେ ବଦଳାଇ ପାରିବ । ବନ୍ଧୁଗଣ ଘରର ସୁଖ ସମୃଦ୍ଧି ସାଧାରଣତଃ ଘରର ମହିଳା ମାନଙ୍କ ଉପରେ ନିର୍ଭର ରହିଥାଏ । ସେଥିପାଇଁ ଆମ ସମାଜରେ ମହିଳା ମାନଙ୍କୁ ବହୁତ ସମ୍ମାନ ଓ ଆଦର କରିଥାନ୍ତି । ହେଲେ ବନ୍ଧୁଗଣ ମହିଳା ମାନଙ୍କର ଏପରି କିଛି ଭୁଲ ରହିଛି ଯାହା କରିବା ଦ୍ଵାରା ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ । ବନ୍ଧୁଗଣ ମହିଳା ମାନଙ୍କର କିଛି ଭୁଲ ପାଇଁ ମା ଲକ୍ଷ୍ମୀ ସେହି ଘର ଉପରେ କ୍ରୋଧିତ ହୋଇଥାନ୍ତି ଓ କେବେହେଲେ ସେହି ଘରକୁ ଯାଇ ନଥାନ୍ତି ।

ତେଣୁ ମହିଳା ମାନଙ୍କୁ ଏହି ସବୁ ଭୁଲ ଗୁଡିକ କେବେହେଲେ କରିବା ଉଚିତ ନୁହେଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏହି ସବୁ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏହି ସବୁ ଭୁଲ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନେ ସବୁବେଳେ ଭୋଗବିଳାସରେ ବୁଡି ରହିଥାଏ ଓ ଅନ୍ୟ ମାନଙ୍କ ବିଷୟରେ ଖରାପ କଥା କହିଥାଏ । ବନ୍ଧୁଗଣ ଏହି ମହିଳା ମାନଙ୍କ ପରିବାରରେ ସବୁବେଳେ ଧନ ହାନି ହୋଇଥାଏ । ଏହି ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସବୁବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ମହିଳା ମାନଙ୍କର ଏହି ଭୁଲ ପାଇଁ ମା ଲକ୍ଷ୍ମୀ କେବେହେଲେ ଏହି ମହିଳାଙ୍କ ଘରକୁ ଆସିନଥାନ୍ତି ।

୨. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ଝାଡୁରେ ଗୋଡ ମାରିଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ । ବନ୍ଧୁଗଣ ହିନ୍ଦୁଧର୍ମରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଛି । କାରଣ ଝାଡୁ ଆମ ଘରକୁ ସର୍ବଦା ସଫାସୁତୁରା ରଖିଥାଏ । ତେଣୁ ଯେଉଁ ଘରେ ଝାଡୁର ଏହିପରି ଭାବରେ ଅପମାନ ହୋଇଥାଏ ସେହି ଘରକୁ ମା ଲକ୍ଷ୍ମୀ କେବେହେଲେ ଆସିନଥାନ୍ତି ଓ ଏହି ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗିରହିଥାଏ ।

୩. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ରାତିରେ ଅଇଁଠା ବାସନକୁ ନଧୋଇ ସୋଇପଡନ୍ତି ସେହି ଘରେ କେବେହେଲେ ସୁଖ ସମୃଦ୍ଧି ଆସିନଥାଏ । ଏହି ଘରକୁ ମା ଲକ୍ଷ୍ମୀ ମଧ୍ୟ ଆସିନଥାନ୍ତି । ବନ୍ଧୁଗଣ ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଥାଏ । ତେଣୁ ସର୍ବଦା ରୋଷେଇ ଘରକୁ ସଫା ସୁତୁରା ରଖିବା ଉଚିତ । ତେଣୁ ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ସବୁବେଳେ ଅଇଁଠା ବାସନକୁ ଧୋଇ ଶୋଇବା ଉଚିତ ।

୪. ବନ୍ଧୁଗଣ ଯେଉଁ ଘର ମହିଳା ମାନେ ସଖାଳ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ସୋଇ ରହିଥାନ୍ତି ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । କାରଣ ମହିଳା ମାନଙ୍କୁ ସବୁବେଳେ ସଖାଳ ସମୟରେ ଶୀଘ୍ର ଉଠି ନିତ୍ୟକର୍ମ କରିବା ଉଚିତ । ମହିଳା ମାନଙ୍କର ଏହି ଭୁଲ ପାଇଁ ଘରର ବିନାଶ ହୋଇପାରେ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ସବୁ ଭୁଲ ଗୁଡିକୁ କରିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *