ମଜାଦାର ପହେଲି- ପୁଅଟିର ନାମ କଣ ହେବ କୁହନ୍ତୁ…100 ରୁ 99 ଫେଲ…

ଦର୍ଶକ ବନ୍ଧୁ ଯଦି ଆପଣ ନିଜକୁ ବହୁତ ବଡ ବିଦ୍ଵାନ ବା ଜ୍ଞାନୀ ଭାବୁ ଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଇଣ୍ଟରେଷ୍ଟିଙ୍ଗ ପଜ୍ଜଲ ନେଇ ଆସିଛୁ । ଏହି ସବୁ ପଜ୍ଜଲ ଗୁଡିକୁ ଆପଣ ଭଲ ଭାବରେ ଦେଖନ୍ତୁ ଆଉ ଏହାର ସମାଧାନ କରନ୍ତୁ । ଯଦି ଆପଣ ଏହି ପଜ୍ଜଲକୁ ସମାଧାନ କରିଦେବେ ତା ହେଲେ ଆପଣ ନିଶ୍ଚୟ ବହୁତ ବଡ ଜ୍ଞାନୀ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ ଏଠାରେ ଆପଣଙ୍କୁ ଏକ ବାସ୍କେଟ ଦେଖା ଯାଉଛି । ଆଉ ତା ପାଖରେ ଚାରୋଟି ଅପସନ ଅଛି ତେବେ କୁହନ୍ତୁ କେଉଁ ସବୁ ଜିନିଷ ସେହି ବାସ୍କେଟ ଭିତରେ ଅଛି । ଯଦି ଆପଣ ଜାଣି ପାରୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ ଏହାର ସଠିକ ଉତ୍ତର କହିବୁ । ଦର୍ଶକ ବନ୍ଧୁ ୨ ନମ୍ବର ଅପସନରେ ଥିବା ଜିନିଷ ସେହି ବାସ୍କେଟ ଭିତରେ ଅଛି ।

୨. ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜ୍ଜଲରେ ଆପଣଙ୍କୁ ଏକ ଚାବି + ଏକ ସୂର୍ଯ୍ୟ ଫଟୋ ନଜର ଆସୁଥିବ । ଏହି ପଜ୍ଜଲ ଭିତରେ ଲୁଚି ରହିଛି ଏକ ପୁଅର ନାମ । ଚାବିକୁ ଇଂରାଜୀରେ କି କୁହନ୍ତି ଆଉ ସୂର୍ଯ୍ୟକୁ ସନ କୁହନ୍ତି ତେଣୁ ଏହାର ସଠିକ ଉତ୍ତର ହେବ କିଶନ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜ୍ଜଲରେ ଏକ ବଡ ଭୁଲ ଅଛି ଆଉ ଆପଣଙ୍କୁ ସେହି ଭୁଲ ଚିହ୍ନିବାର ଅଛି । ଦର୍ଶକ ବନ୍ଧୁ ସେଠାରେ ଲେଖା ହୋଇଛି ଫ୍ରେସ ବୁକ୍ ହେଲେ ତାହା ମାଂସ ଦୋକାନ ଅଟେ ।

୪.ଦର୍ଶକ ବନ୍ଧୁ ଆମ ଲିଷ୍ଟର ଚତୁର୍ଥ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ ଏଠାରେ ଗୋଟିଏ ମଶା ଅଛି ଆଉ ଚାରୋଟି ବେଙ୍ଗ ଅଛନ୍ତି । ତେବେ ଚାରୋଟି ବେଙ୍ଗ ମଧ୍ୟରୁ କେଉଁ ବେଙ୍ଗଟି ମଶାକୁ ଖାଇଛି ଆପଣ କୁହନ୍ତୁ । ତେବେ ଏହି ମଶାକୁ ଖାଇଛି C ନମ୍ବର ମଶା ଯଦି ଆପଣ ଏହି ପଜ୍ଜଲକୁ ସମାଧାନ କରିଛନ୍ତି ତା ହେଲେ ଆପଣ ବହୁତ ବଡ ଜ୍ଞାନୀ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ପଜ୍ଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜ୍ଜଲରେ ଏକ ପୁଅର ନାମ ଲୁଚି ରହିଛି । ତେବେ ପଜ୍ଜଲରେ V + ଏକ ଚାବିର ଫଟୋ ରହିଛି । ତା ହେଲେ କୁହନ୍ତୁ ସେହି ପୁଅର ନାମ କଣ ହେବ । ଦର୍ଶକ ବନ୍ଧୁ V ଆଉ ଚାବିର ଇଂରାଜୀ କି ହେବ ତେଣୁ ପୁଅର ନାମ ହେବ ବିକି ।

Leave a Reply

Your email address will not be published. Required fields are marked *