Odia Gk- ପୁଅଟିଏ ଥିଲା- ଜାନୁଆରୀ, ଝିଅଟିଏ ଥିଲା- ଫେବୃୟାରୀ, ଦୁହେଁ କଲେଜ ଗଲେ- ମାର୍ଚ୍ଚ, ଦୁହିଙ୍କର ପ୍ରେମ ହେଲା- ଏପ୍ରିଲ, ସେହି ପିଲାଟି କିଏ ଥିଲା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ବହୁ ଗୁଡିଏ ରୋଚକପୂର୍ଣ୍ଣ କଥା ରହିଅଛି । ଯାହା ଆମ ଆଖପାଖ ପରିବେଶରେ ରହିବା ସହ ଆମର ତାହା ସହିତ ସମ୍ପର୍କ ରହିଥିଲେ । ସୁଦ୍ଧା ସେହି ସମ୍ବଦ୍ଧୀୟ ଯଦି କିଛି ଆମକୁ ପ୍ରଶ୍ନ ପଚରା ଯାଇଥାଏ । ତାହା କହିବାକୁ ଆମେ ଏତେ ମାତ୍ରାରେ ସକ୍ଷମ ହୋଇପାରିନଥାଉ । ଯାହାକୁ ଆମେ ସାଧାରଣ ଭାଷାରେ ଢଗ ଢମାଳି ବୋଲି କହିଥାଉ । ସେହିପରି କିଛି ମଜାଦାର ଢଗଢମାଳି ନେଇ ଆପଣଙ୍କ ନିକଟକୁ ଆସିଅଛୁ ।

୧;- ତାହା କେଉଁ ଜିନିଷ ଯାହାକୁ ଯେତେ କାତିବ ତାହା ନୂଆ ହୋଇକି ବାହାରିବ ?

ଉତ୍ତର;- ପେନସିଲକୁ ଯେତେ କାଟିଲେ ତାହା ନୂଆ ହୋଇକି ବାହାରିବ ।

୨;- ଏମିତି କେଉଁ ଜିନିଷ ଅଛି, ଯାହା ବିନା ସିଢିରେ ଚଢି ଯାଏ ଓ ଓହ୍ଲାଇ ପାରେ ?

ଉତ୍ତର;-ମଦର ନିଶା ଏପରି ଏକ ଜିନିଷ ଯାହା ବିନା ସିଢିରେ ଚଢିଯାଏ ଓ ଓହ୍ଲାଇ ପାରେ ।

୩;- ହିନ୍ଦୀରେ ଏକ ଚଢେଇ ର ନାମ କୁହନ୍ତୁ, ଯାହାର ଅର୍ଥ ଇଂରାଜୀରେ ବେଶୀ ହୋଇଥାଏ ?

ଉତ୍ତର;- ହିନ୍ଦୀର ଏକ ଚଢେଇର ନାମ ହେଉଛି ମୟୂର ଯାହାର ନାମ ଇଂରାଜୀରେ ବେଶୀ ହୋଇଥାଏ ।

୪;-ଦୁନିଆରେ ଗୋରାରୁ ଗୋରା ଝିଅଙ୍କର ବି ଗୋଟିଏ ଜିନିଷ କଳା ଅଟେ କୁହନ୍ତୁ କଣ ?

ଉତ୍ତର ;- ଦୁନିଆରେ ଗୋରାରୁ ଗୋରା ଝିଅଙ୍କର ବି ଛାଇ କଳା ହିଁ ହୋଇଥାଏ ।

୫;- ତାହା କଣ ଯାହା ଭାଇର ୨ ଟି ଓ ଭଉଣୀର ୩ ଟି ହୋଇଥାଏ ?

ଉତ୍ତର ;- ଭାଇ ହେଉଛି ୨ ଟି ଅକ୍ଷର ଓ ଭଉଣୀ ହେଉଛି ୩ ଟି ଅକ୍ଷର ।

 

୬;- ଏମିତି କେଉଁ ବାର ଯାହା ସତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ?

ଉତ୍ତର ;- ପରିବାର ହେଉଛି ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ।

୭;- ଏକ ଟଙ୍କାକୁ ଦୁଇ ଜଣଙ୍କ ମଧ୍ୟରେ ଏମିତି ଭାବେ ବାଣ୍ଟନ୍ତୁ, ଯେପରିକି ୧୦ ପଇସା କମ୍ ଓ ଅନ୍ୟ ଜଣଙ୍କର ୧୦ ପଇସା ଅଧିକ ହେବ ।

ଉତ୍ତର ;- ୪୫ ପଇସା, ୫୫ ପଇସା ।

୮;- କେଉଁ ବ୍ୟକ୍ତିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ?

ଉତ୍ତର ;- ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ।

 

୯;- କହିବନି କହିଲେ ଏ ଘର ରହିବନି ଏହାର ଅର୍ଥ କଣ ?

ଉତ୍ତର ;- ସତ କହିଲେ ସମସ୍ତଙ୍କୁ ବାଧେ ।

୧୦ ;- ପୁଅଟିଏ ଥିଲା – ଜାନୁଆରୀ, ଝିଅଟିଏ ଥିଲା – ଫେବୃୟାରୀ, ଦୁହେଁ କଲେଜ ଗଲେ – ମାର୍ଚ, ଦୁହିଙ୍କର ପ୍ରେମ ହେଲା – ଏପ୍ରିଲ, ସେହି ପିଲାଟି କିଏ ଥିଲା ?

ଉତ୍ତର;- ସେହି ପିଲାଟି ହେଉଛି ମେ’ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *