ଭାଇରାଲ ହେଲା ସ୍ତ୍ରୀଙ୍କ ସହ ପିଣ୍ଟୁଙ୍କ ଶେଷ ଅଡିଓ କଲ…କାହିଁକି ଶେଷ ସମୟରେ ହସ୍ପିଟଲକୁ ଫୋନ କରି ପିଣ୍ଟୁଙ୍କୁ ଏମିତି କହିଥିଲେ ସ୍ତ୍ରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ଓଡିଶାର ଜଣେ ଭର୍ସାଟାଇଲ କଳାକାର ଅଭିନେତା ପିନ୍ଟୁ ନନ୍ଦଙ୍କର ପରଲୋକ ଘଟି ଯାଇଛି । ଯାହାକୁ ନେଇ ପିନ୍ଟୁଙ୍କ ପରିବାର ସମେତ ସାରା ଓଡିଶାରେ ଏକ ଦୁଃଖ ଓ ଶୋକର ଛାୟା ଖେଳିଯାଇଛି । ତେବେ ଏହାରି ମଧ୍ୟରେ ପିନ୍ଟୁ ନନ୍ଦ ଓ ତାଙ୍କ ଧର୍ମପତ୍ନୀଙ୍କର ଏକ ଅଡିଓ କଲ୍ ଭାଇରାଲ ହୋଇଛି । ଯେଉଁଥିରେ ପିନ୍ଟୁ ନନ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ତ୍ରୀ ସହିତ ସେ ଫୋନରେ କଥା ହେଉଛନ୍ତି ।

ତେବେ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ପିନ୍ଟୁ ଙ୍କ ମଧ୍ୟରେ କୌଣସି ପାରିବାରିକ କଳହ କାରଣରୁ ଫାଟ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ କିଛି ମାସ ତଳେ ପିନ୍ଟୁ ଓ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ଡିଭୋର୍ସ ମଧ୍ୟ ହୋଇଯାଇଥିଲା । ହେଲେ ପିନ୍ଟୁଙ୍କର ଡିଭୋର୍ସ ହେବ ପରେ ମଧ୍ୟ ସେ ତାଙ୍କ ପରିବାର ତଥା ତାଙ୍କ ପୁଅ ଓ ସ୍ତ୍ରୀଙ୍କ ଭରଣପୋଷଣର ଦାୟିତ୍ଵ ନେଉଥିଲେ । ତେଣୁ ଯେଉଁ ସମୟରେ ଡାକ୍ତରଖାନାରେ ରହି ପିନ୍ଟୁ ନନ୍ଦ ଚିକିତ୍ସିତ ହେଉଥିଲେ ।

ସେହି ସମୟରେ ତାଙ୍କ ସ୍ତ୍ରୀ ଙ୍କ ସହ ତାଙ୍କର କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା । ସେହି ସମୟରେ ତାଙ୍କ ସ୍ତ୍ରୀ ପିନ୍ଟୁଙ୍କୁ ତାଙ୍କ ପୁଅ ସାଇର କ୍ଯାରିଆର ବିଷୟରେ କଥା ହେଉଥିଲେ । ପୁଅର ବର୍ତ୍ତମାନ ସମୟରେ ପରୀକ୍ଷା ଚାଲୁଛି । ପୁଅର ଏଠି +2 ସରିଲା ପରେ ତାକୁ ଆମେ ଅଷ୍ଟ୍ରେଲିଆ ପାଠ ପଢିବା ପାଇଁ ପଠାଇ ଦେବା । ସେଠି ତାର ପାଠ ପଢା ଭଲ ହେବା ସହ ଚାକିରି ପାଇଁ ମଧ୍ୟ କିଛି ଆସୁବିଧା ହେବ ନାହିଁ ।

ତେବେ ଏଠାରେ ଏହି ପ୍ରଶ୍ନ ଉଠୁଛି ? ଏହା କି ଯେ ନିଜ ସ୍ଵାମୀର ସ୍ଵାସ୍ଥବସ୍ତା ଗୁରୁତର ସମୟରେ ନିଜ ସ୍ଵାମୀର ଭଲ ମନ୍ଦ କଥା ବିଷୟରେ ନପଚାରି ନବୁଝି ଗୋଟିଏ କଥା ଉପରେ ହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରୁଛନ୍ତି । ଏପଟେ ନିଜ ସ୍ଵାମୀ ପିନ୍ଟୁଙ୍କ ସ୍ଵାସ୍ଥବସ୍ତା ସଙ୍କଟାପର୍ଣ୍ଣ ହୋଇ ରହିଛି । ହେଲେ ପିନ୍ଟୁଙ୍କ ସ୍ତ୍ରୀ ପିନ୍ଟୁଙ୍କ ଶେଷ ସମୟରେ ତାଙ୍କ ପୁଅ କିପରି ପାଠ ପଢିବ  କିପରି ଅଷ୍ଟ୍ରେଲିଆକୁ ଯିବ ।

ସେହି ବିଷୟରେ ତାଙ୍କ ସହ ଆଲୋଚନା କରୁଛନ୍ତି । ତେବେ ପିନ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ କିପରି ଥିଲା ତାହା ଏହି ଅଡିଓ କଲ୍ ଦ୍ଵାରା ହିଁ ଜଣା ପଡିଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *