Post Office Scheme: ମାତ୍ର 333 ଟଙ୍କା ରଖି ପାଇବେ 16 ଲକ୍ଷ ଟଙ୍କା, କେବଳ କରନ୍ତୁ ଏହି କାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୩୩୩ ରଖନ୍ତୁ ୧୬ ଲକ୍ଷ ଉଠାନ୍ତୁ ! ପୋଷ୍ଟ ଅଫିସରେ ରହିଛି ଅନେକ ଗୁଡିଏ ସ୍କିମ ବା ଯୋଜନା ! ତେବେ ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନେ ନିଜର ଆର୍ଥିକ ପୁଞ୍ଜି ନିବେଶ କରିବା ପାଇଁ ଯଦି ଏକ ଭଲ ସ୍କିମ ବା ପଲିଶିର ଆଶାରେ ରହିଥାନ୍ତି । ତେବେ ସେମାନଙ୍କ ପାଇଁ ପୋଷ୍ଟ ଅଫିସ ହିଁ ରହିବ ସବୁଠାରୁ ଉତ୍କୃଷ୍ଠ ପ୍ରତିଷ୍ଟାନ ! ଯେଉଁଠାରେ ସେମାନେ ନିଜର ପୁଞ୍ଜି ନିବେଶ କରି ସେଥିରୁ ଭଲ ରିଟର୍ଣ୍ଣ ପାଇପାରିଥାନ୍ତି ।

ପୋଷ୍ଟ ଅଫିସ ଭଳି ଭଲ ରିଟର୍ଣ୍ଣ କୌଣସି ବ୍ଯାଙ୍କରେ ମଧ୍ୟ ପ୍ରାୟତଃ ସମୟରେ ମିଳିପାରିନଥାଏ । ପୋଷ୍ଟ ଅଫିସରେ ୧୦ ବର୍ଷରୁ ଅଧିକ ବୟସର ଲୋକ ବହୁ ସହଜରେ ନିଜର RD ଆକାଉଣ୍ଟ ଖୋଲିପାରିବେ । ପୋଷ୍ଟ ଅଫିସରେ RD କଲେ ଆପଣଙ୍କୁ ଅତି କମ୍ ରେ ୫ . ୮ ପ୍ରତି ସୁଧ ମିଳିବ । ଏହା ସହିତ ସରକାର ୩ ମାସରେ ଏହାର ସୁଧ ହାରର ନିର୍ଣ୍ଣୟ କରିଥାନ୍ତି । ତେବେ ପୋଷ୍ଟ ଅଫିସରେ RD କରିବା ଦ୍ଵାରା ଆପଣଙ୍କ ମୂଳ ଟଙ୍କା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥାଏ।

ଏହା ସହିତ ନିଜର ସମୟ ଅନୁସାରେ ଭଲ ସୁଧ ମଧ୍ୟ ମିଳିଯାଇଥାଏ । ତେବେ ଏଠାରେ ଆପଣ ମାନଙ୍କୁ କହି ରଖିବା ପାଇଁ ଚାହୁଁଛୁ । ଏହା କି ଯେ ପୋଷ୍ଟ ଅଫିସରେ ରହିଥିବା ଅନେକ ଗୁଡିଏ ସ୍କିମ ମାନଙ୍କ ମଧ୍ୟରୁ ଏକ ବହୁତ ଭଲ ସ୍କିମ ହେଉଛି । ମାସିକ ୧୦, ୦୦୦ ହଜାର କିମ୍ବା ଦିନକୁ ୩୩୩ ଟଙ୍କା ଡିପୋଜିଟ କରିଲେ । ୫ . ୮ ପ୍ରତିଶତ ସୁଧ ହାରରେ ଆପଣଙ୍କୁ ମାତ୍ର ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ ।

ଏହି ସ୍କିମରେ ଦିନକୁ ଯଦି ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ଆପଣଙ୍କୁ ୧୨ ଲକ୍ଷ ତାଙ୍କ ଡିପୋଜିଟ କରିବାକୁ ପଡିଥାଏ । ତେବେ ଏହି ନିବେଶ ଅନୁସାରେ ୧୦ ବର୍ଷ ଶେଷ ହୋଇଗଲେ । ଆପଣ ୪ . ୨୬ ଲକ୍ଷ ଟଙ୍କା ଅଧିକ ପାଇପାରିବେ । ଅର୍ଥାତ ଆପଣଙ୍କୁ ମିଳିବ ୧୬ . ୨୬ ଲକ୍ଷ ଟଙ୍କା ମିଳିବ । ଚକ୍ରବର୍ତ୍ତୀର ସୁଧ ପ୍ରତି ୩ ମାସରେ ଥରେ ହିସାବ କରାଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *