ପ୍ରେମ କାରଣରୁ ନୁହେଁ ବରଂ ଏହି କାରଣରୁ ପୁଅମାନେ ଲିଭ ଇନ ରିଲେଶନଶିପରେ ରହିବା ପସନ୍ଦ କରନ୍ତି

ଆଜିକାଲି ସମସ୍ତେ ପ୍ରେମରେ ପଡୁଛନ୍ତି, ସେ ପୁଅ ହେଉ ବା ଝିଅ । ପ୍ରେମିକ ନିଜ ପ୍ରେମିକା ସହିତ ବାହାରେ ବୁଲିବା, ସିନେମା ଦେଖିବା, ବାହାରେ ଡିନର କରିବାକୁ ଭଲ ପାଆନ୍ତି ଓ ଏକା ସହିତ ରହିବାକୁ ବି ପସନ୍ଦ କରନ୍ତି, ଯାହା କାରଣରୁ ଲିଭ ଇନ ରିଲେଶନଶିପ ଏକ ଟ୍ରେଣ୍ଡ ସୃଷ୍ଟି ହୋଇଯାଇଛି । ଆଜିର ଯୁବ ପିଢୀ ବିବାହ ପୂର୍ବରୁ ଲିଭ ଇନ ରିଲେସନଶିପ ରେ ରହିବାକୁ ପସନ୍ଦ କରୁଛନ୍ତି ।

କିଛି ଲୋକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏସବୁ ଖୋଲିକି କହିଥାନ୍ତି, କିନ୍ତୁ କିଛି ଲୋକ ଏ ବିଷୟରେ କହିବାକୁ ଅନ୍ କମ୍ଫଟେବୁଲ ଅନୁଭବ କରିଥାନ୍ତି । ଏମିତି କି କେଉଁ କାରଣ ପାଇଁ ପୁଅ ମାନେ ନିଜ ପାର୍ଟନରଙ୍କ ସହ ଲିଭ ଇନ ରିଲେଶନଶିପ ରେ ରହିବା ପାଇଁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ପୁଅମାନେ ଲିଭ ଇନ ରିଲେସନଶିପ ରେ ରହିବାର କାରଣ କଣ ।

Image courtesy: Google

ଲିଭ ଇନ ରିଲେଶନଶିପରେ ରହିବା ର ସବୁଠୁ ବଡ଼ ଫାଇଦା ହେଉଛି-

ପୁଅମାନଙ୍କୁ କେବେ ବାହାରକୁ ଯିବାକୁ ପଡିନଥାଏ, କି ଅନ୍ୟର ଆବଶ୍ୟକତା ହୋଇନଥାଏ । ସେ ଯେବେ ବି ଚାହାନ୍ତି ଯେଉଁଠିକୁ ବି ଚାହାଁନ୍ତି ନିଜ ପ୍ରେମିକା ସହିତ ବୁଲିବାକୁ ଯାଇଥାନ୍ତି ।

ପୁଅମାନେ ନିଜ ଇମୋଶନ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରି ନଥାନ୍ତି । କିନ୍ତୁ ନିଜ ପାର୍ଟନରଙ୍କ ସାମାନାରେ ବିନା ଡରରେ ପ୍ରକାଶ କରିଥାନ୍ତି । ପୁଅମାନଙ୍କୁ ଭଲ ଲାଗିଥାଏ ଯେବେ ତାଙ୍କ ହୃଦୟର  କଷ୍ଟ କେହି ଶୁଣି ଥାନ୍ତି ।

Image courtesy: Google

ଘରୁ ବାହାରେ ରହୁଥିବା ପୁଅ ମାନେ ଆଳସ୍ୟ ପ୍ରକୃତିର ହୋଇଥାନ୍ତି ଓ ସେମାନେ ନିଜ ଜିନିଷକୁ ଭଲ ଭାବରେ ରଖିପାରନ୍ତି ନାହିଁ । ହେଲେ ସେମାନେ ପାର୍ଟନରଙ୍କ ସହ ରହିବାରୁ ଏଥିରେ ବହୁତ ଫାଇଦା ମିଳିଥାଏ ।

ଲିଭ୍ ଇନ୍ ରିଲେଶନଶିପ ରେ ରହିବା ଦ୍ଵାରା ବିବାହ ପୂର୍ବରୁ ସବୁ କିଛି ଭଲ ଭାବରେ ଜାଣି ହେଇଯାଇଥାଏ । ଏମିତିକି ଶାରୀରିକ ସଂପର୍କ ବିଷୟରେ ମଧ୍ୟ ଜାଣି ହୋଇଥାଏ । ତେବେ ଏହିସବୁ ଥିଲା କିଛି କାରଣ ଯାହା ପାଇଁ କପଲ୍ସ ଲିଭ ଇନରେ ରହିବାକୁ ପ୍ରିଫର କରିଥାନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବାକୁ ଭୁଲିବେନି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *