‘ଧନ ସମ୍ପତ୍ତି ନୁହେଁ, ଅନନ୍ତ ଅମ୍ବାନୀଙ୍କ ମନ ଦେଖି ରାଧିକା…’ ମୋଟାପା ପାଇଁ ପୁଅ Anant Ambani ଙ୍କୁ ଟ୍ରୋଲ ହେବାର ଦେଖିଲେ ରାଗରେ ବର୍ଷିଲେ Nita Ambani

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନ ସମ୍ପତ୍ତି ନୁହେଁ ଅନନ୍ତ ଅମ୍ବାନୀଙ୍କ ମନ ଦେଖି ଭଲ ପାଇଥିଲେ ରାଧିକା । ତେବେ ଭାରତର ବିଶିଷ୍ଠ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ ଅନ୍ୟତମ । ତେବେ ମୁକେଶ ଅମ୍ବାନୀଙ୍କ ପୁଅ ହେଉଛନ୍ତି ଅନନ୍ତ ଅମ୍ବାନୀ । ତେବେ ନିକଟ ଅତୀତରେ ଅନନ୍ତ ଅମ୍ବାନୀଙ୍କ ନିର୍ବଂଦ୍ଧ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ କିଛି ଦିନ ମଧ୍ୟରେ ଅନନ୍ତ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ।

ତେବେ ଅନେକ ଲୋକ ଅନନ୍ତ ଅମ୍ବାନୀ ଙ୍କର ମୋଟାପଣକୁ ନେଇ ତାଙ୍କୁ ଟ୍ରୋଲ କରିବାରେ ଲାଗିଯାଇଛନ୍ତି । ତେବେ ଯାହାକି ସେ ଆଗରୁ ଏତେ ମୋଟାପଣର ଶିକାର ହୋଇନଥିଲେ । ହେଲେ ବର୍ତ୍ତମାନ ସମୟରେ ଅନନ୍ତ ଅମ୍ବାନୀ ଖୁବ ମୋଟା ହୋଇଯାଇଛନ୍ତି । ଯେଉଁ କାରଣରୁ ଅନନ୍ତ ଅମ୍ବାନୀ ମୋଟାପଣର ଶିକାର ହେବା କାରଣରୁ ଅନେକଙ୍କ ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି । ତେବେ କିଛି ଲୋକ ଏପରି ମଧ୍ୟ କହୁଛନ୍ତି ଯେ ଟଙ୍କା ଥିଲେ ।

ଜଣେ ଲୋକ କିଛି ମଧ୍ୟ କରିବା ସମ୍ଭବ ହୋଇଯାଇଥାଏ । ତେବେ ଲୋକଙ୍କର ଅନନ୍ତକୁ ଟ୍ରୋଲ କରିବାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି । ଅନନ୍ତ ବିବାହ କରିବାକୁ ଯାଉଥିବା ରାଧିକାଙ୍କ ତୁଳନାରେ ଅନନ୍ତ ବହୁତ ହିଁ ମୋଟା ଦେଖାଯାଉଛନ୍ତି । ତେବେ ଅନନ୍ତ ଅମ୍ବାନୀଙ୍କୁ ଏପରି ମୋଟା ହେବାର ଟ୍ରୋଲ ହେବା ଦେଖି ଅନନ୍ତଙ୍କର ମା’ ମଧ୍ୟ ବହୁତ ରାଗି ଯାଇଛନ୍ତି । ତେବେ ଅନନ୍ତଙ୍କ ମା’ ନୀତା ଅମ୍ବାନୀଙ୍କ କହିବା ଅନୁଯାଇ ରାଧିକା ଓ ଅନନ୍ତ ଉଭୟ ଉଭୟଙ୍କୁ ଭଲ ପାଇଥାନ୍ତି ।

ତେବେ ଏହା ହେଉଛି ସବୁଠାରୁ ବଡ ଗୁରୁତ୍ଵପୂର୍ଣ୍ଣ କଥା । ତେବେ ଉଭୟ ମଧ୍ୟ ଦୁହେଁ ଦୁହିଙ୍କର ସାଥିରେ ବେଶ କମଫରଟେବଲ ଅନୁଭବ କରିଥାନ୍ତି । ତେବେ ଅନନ୍ତ ଓ ରାଧିକା ଉଭୟଙ୍କ ମଧ୍ୟରେ ପ୍ରକୃତ ଭଲ ପାଇବା ଅଛି । ତେଣୁ ଏଠାରେ ଶାରୀରିକ ସ୍ଥିତି ବେଶି ପ୍ରଭାବ ପକାଇବ ନାହିଁ । ତେବେ ଅପର ପକ୍ଷରେ ରାଧିକାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । କାରଣ ଅନେକ ଲୋକଙ୍କ କହିବା ଅନୁସାରେ ରାଧିକା କୁଆଡେ ଅନନ୍ତ ଅମ୍ବାନୀଙ୍କର ଟଙ୍କାକୁ ଦେଖି ତାଙ୍କୁ ବାହା ହେବାକୁ ପସନ୍ଦ କରିଦେଇଛନ୍ତି ।

ତେବେ ସେପରି ଦେଖିବାକୁ ଗଲେ ରାଧିକା ମଧ୍ୟ କୋଟି କୋଟି ଟଙ୍କାର ମାଳିକିଆଣୀ । କାରଣ ବାପା ଜଣେ ବିଶିଷ୍ଠ ବ୍ୟବସାୟୀ ବିରେନ ମରଚାନ୍ଦ ଓ ତାଙ୍କ ମା’ ହେଉଛନ୍ତି ଶୀଲା ମରଚାନ୍ଦ । ତେବେ ରାଧିକା ଓ ଅନନ୍ତ ପିଲା ଦିନର ବନ୍ଧୁ । ତେବେ ଉଭୟ ଟଙ୍କା ଦେଖି ନୁହେଁ ବଂର ମନ ଦେଖି ଭଲ ପାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *