ଲିପଷ୍ଟିକ ଦେଖି ରାଗିଗଲେ ଖଣ୍ଡଗିରୀ ମେଳାକୁ ଆସିଥିବା ଡାକ୍ତରୀ ବାବା, Lipstic କୁ ନେଇ କହିଦେଲେ ଏମିତି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲିପଷ୍ଟିକ୍ ଦେଖି ରାଗିଲେ ବାବା । ତେବେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଅନୁଷ୍ଟିତ ହୋଇଥାଏ । ତେବେ ଯେଉଁ ମେଳାକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହା ସହିତ ଏଠାରେ ଅନେକ ସନ୍ଥ ବାବାଜୀ ମାନଙ୍କର ସମାଗମ ଦେଖିବାକୁ ମିଳିଥାଏ । ତେବେ ବାବାଜୀ ମାନେ ଏହି ଖଣ୍ଡଗିରିରେ ରହି ଏଠାରେ ତାଙ୍କର ପୂଜା ପାଠ କରିଥାନ୍ତି । ହୋମ ଯଜ୍ଞ କରି ବିଭିନ୍ନ ପ୍ରକାର ଧାର୍ମିକ କାର୍ଯ୍ୟରେ ଲୀପ୍ତ ରହିଥାନ୍ତି ।

ତେବେ ସେଠାରେ ଜଣେ ବାବା ୪ ରୁ ୫ ଧରି ସେହି ଖଣ୍ଡଗିରି ମେଳାରେ ଦେଖିବାକୁ ମିଳନ୍ତି । ଯାହାକୁ ଅନେକ ବାବା ଡାକ୍ତର ବାବା ନାମରେ ମଧ୍ୟ ଜାଣିଥାନ୍ତି । ତେବେ ଗଣ ମାଧ୍ୟମ ଆଗରେ ଡାକ୍ତର ବାବାଙ୍କ ମୁହଁରୁ କିଛି ଡାକ୍ତରୀୟ ଟିପ୍ସ ମିଳିଛି । ତେବେ ବିଭିନ୍ନ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯାର ସମାଧାନ ବାବାଙ୍କ ପାଖରେ ରହିଛି । ବାବା ସେହି ସବୁ ସମସ୍ଯାର ପ୍ରାକୃତିକ ଭାବରେ ଜଡୀବୁଟୀ ମାଧ୍ୟମରେ ଠିକ କରିବାକୁ ଚେଷ୍ଟା କରିଥାନ୍ତି ।

ତେବେ ଡାକ୍ତର ବାବାଙ୍କ ପାଖରେ ବହୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥାଏ । ତେବେ ଅନେକ ଲୋକ ଡାକ୍ତର ବାବାଙ୍କ ପାଖରେ ନିଜ ସମସ୍ଯା ଜଣାଇ ଥାନ୍ତି । ଏହା ସହିତ ବାବାଜୀଙ୍କ ଠାରୁ ସ୍ଵାସ୍ଥର କିଛି ବିଶେଷ ଟିପଣୀ ମଧ୍ୟ ନେଇକି ଯାଇଥାନ୍ତି । ଏହା ଛଡା ବାବା ଲିପଷ୍ଟିକ ଧାରଣ କରୁଥିବା ମହିଳାଙ୍କୁ ଲିପଷ୍ଟିକ ଲଗାଇବାକୁ ମଧ୍ୟ ବାରଣ କରିଥାନ୍ତି । ତେବେ ବାବାଙ୍କ କହିବା ଅନୁଯାଇ ଲିପଷ୍ଟିକରେ ଘୁଷୁରୀର ଚର୍ବି ମିଶାଜାଇ ଲିପଷ୍ଟିକ ପ୍ରସ୍ତୁତ କରାଯାଇଥାଏ ।

ତେବେ ଏହା ଓଠରେ ଲଗାଇବା ମଧ୍ୟ ଉଚିତ ହୋଇନଥାଏ । ତେବେ ଏହା ସହିତ କୋରୋନା, ଡାଇବେଟିସ ଭଳି ରୋଗର ନିରକରାକରଣ ସମ୍ପର୍କରେ ମଧ୍ୟ କୀଚଜି ଅବଗତ କରାଇଛନ୍ତି । ତେବେ ବାବାଙ୍କ କହିବା ଅନୁଯାଇ ନିମ ପତ୍ର, ଗିଲୋଇ ଓ ଗୋଲମରୀଚ ପାଉଡରକୁ ମିଶାଇ ଗୋଲି ଗୋଲି ପ୍ରସ୍ତୁତ କରି ରଖନ୍ତୁ । ଏହାକୁ ପ୍ରତିଦିନ ଗୋଟିଏ ଲେଖାଏଁ ଗୋଲି ସେବନ କରନ୍ତୁ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କୋରୋନା ହେବାର ସମ୍ଭାବନା ରହିବ ନାହିଁ ।

ତେବେ ଆଜିକାଲିର ଯୁବପିଢୀଙ୍କ ମାନସିକ ଚିନ୍ତା ଉପରେ ମଧ୍ୟ କିଛି ବିଶେଷ ମନ୍ତବ୍ୟ ବାବା ଦେଇଛନ୍ତି । ବାବାଙ୍କ କହିବା ଅନୁଯାଇ ଯଦି ପିଲା ଛୋଟ ବେଳୁ ଭଲ ସଂସ୍କାର ପାଇ ନିଜକୁ ସଠିକ ମାର୍ଗରେ ପରିଚାଳିତ କରିବ । ତେବେ ଅଯଥା ଚିନ୍ତା ମୁଣ୍ଡକୁ ଆସିବ ନାହିଁ କି ବ୍ୟକ୍ତି ଅଯଥା ଡିପ୍ରେସନକୁ ଯିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *