ଦେଖନ୍ତୁ କେମିତି ଇଡି ଅଫିସରେ ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ସୁନ୍ଦରୀ ଅର୍ଚ୍ଚନା, ଆଉ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସକାଳୁ ସକାଳୁ ଅର୍ଚ୍ଚନା କୁ ଭେଟିବା ପାଇଁ ଅର୍ଥାତ ନିଜ ମା’ଙ୍କୁ ଭେଟିବା ପାଇଁ ଇଡି କାର୍ଯ୍ୟଳୟରେ ପହଞ୍ଚିଥିଲା ଅର୍ଚ୍ଚନାର ୫ ବର୍ଷର ପୁଅ । ଯେତେବେଳେ ଇଡି କାର୍ଯ୍ୟଳୟ ଭିତରକୁ ଅର୍ଚ୍ଚନାର ପୁଅ ପଶିଥିଲା ଠିକ ସେତିକି ବେଳେ ଅର୍ଚ୍ଚନା ତାକୁ ଦେଖି ଭାବୋବିହୋଳ ହୋଇଯାଇଥିଲା । କୁଣ୍ଡାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମା’ ପୁଅ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ପୁଅ ପଚାରିଥିଲା ଯେ ମା’ ତୁ କେବେ ଘରକୁ ଯିବୁ ?

ତୁ କ’ଣ ଏଠାରେ ରହିଥିବୁ ? କ’ଣ ହୋଇଛି ? ଏହିଭଳି ଏଣୁତେଣୁ ଗୁଡାଏ ପ୍ରଶ୍ନ ଅର୍ଚ୍ଚନା ଙ୍କୁ ପଚାରିଥିଲା ତାଙ୍କ ପୁଅ । ଏହାର ଉତ୍ତର କିଛି ମଧ୍ୟ ଦେଇ ନଥିଲା ଅର୍ଚ୍ଚନା । ମନଦେଇ ପଢିବୁ ଠିକ ସମୟରେ ଖାଇବୁ ଏହିଭଳି କହି ଭୋ ଭୋ ହୋଇ କାନ୍ଦି ଉଠିଥିଲା ଅର୍ଚ୍ଚନା । ନିଜ ପୁଅ କୁ କୁଣ୍ଢାଇ ନିଜ ମନର ଅକୁହା ବେଦନା କୁ ଲୁହ ମାଧ୍ୟମରେ ନିଗାଡି ପକାଇଥିଲା । ଏହି ସମୟର ଦୃଶ୍ୟ ସେଠାରେ ସମସ୍ତଙ୍କୁ ଭାବୋବିହୋଳ କରିଥିଲା ।

ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ଗିରଫ ହେବା ଠାରୁ ମା’ ପୁଅ ଙ୍କର କେବେ ମଧ୍ୟ ଭେଟ ହୋଇ ନଥିଲା । ଆଜି ଇଡି କାର୍ଜ୍ୟାଳୟରେ ପ୍ରଥମଥର ଭେଟ ବେସ ସମସ୍ତଙ୍କୁ ଇମୋସୋନ କରିଦେଇଥିଲା । ପାଖରେ ଉପସ୍ଥିତ ଥିଲେ ଅର୍ଚ୍ଚନା ଙ୍କ ବାପା । ଏହି ଦୃଶ୍ୟ ଦେଖି ସାରିବା ପରେ, ସେ ମଧ୍ୟ କାନ୍ଦୁଥିଲେ । ଅର୍ଚ୍ଚନା ତାଙ୍କ ପୁଅ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ ସବୁ ଠିକ ହୋଇଯିବ ।

ସେ ପୁଣି ଘରକୁ ଆସିବେ । ସ୍କୁଲ ନେଇ ତୋତେ ଆଣିବାକୁ ଯିବି, ତୁ ଖାଉଥିବା ତୋ ମନ ପସନ୍ଦ ର ଜିନିଷ ରାନ୍ଧି ତୋତେ ଖୁଆଇବି, ମୋ ବାବା ପରା ଆଉ ଅଳ୍ପ ଦିନ ଟିକିଏ ଅପେକ୍ଷା କରିଯା, ଏହିଭଳି କିଛି କହି ନିଜ ପୁଅକୁ ବୁଝାଇ ଦେଇଥିଲା ଅର୍ଚ୍ଚନା ଆଉ ଆଜି ସୁନ୍ଦରୀ ଅର୍ଚ୍ଚନା ଙ୍କୁ କୋର୍ଟ ରେ ହାଜର କରାଯାଇଛି ।

ଆଉ ସେପଟେ ମଧ୍ୟ କୋର୍ଟରେ ପହଞ୍ଚିଛନ୍ତି ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁ ଙ୍କୁ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ଆଉ ରିମାଣ୍ଡ ପରେ ଜଗବନ୍ଧୁ ଙ୍କୁ ପଚାର ଉଚରା କରିବାକୁ ଇଡି ଅଫିସ କୁ ନେବେ ଅଧିକାରୀ ମାନେ । ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କୁ ଏକା ସହିତ ଜେରା କରିବାକୁ ଯୋଜନା କରିଛି ଇଡି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *