NCB ରେ ପୁଅ Aryan ଙ୍କୁ ଦେଖା କରିବାକୁ ବାହାରିଲେ ମା’ Gouri Khan ଓ Shahrukh, କାନ୍ଦି କାନ୍ଦି ମା’ ଗୌରୀ ଯାହା କହିଲେ ଦେଖନ୍ତୁ Video

ବନ୍ଧୁଗଣ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ବଲିଉଡ ଅଭିନେତା ଶାହରୁଖ ଖାନ ଅଡୁଆରେ ପଡି ଯାଇଛନ୍ତି । ଡ୍ର-ଗ୍ସ ମାମଲାରେ ଆରିୟାନ ଗି-ର-ଫ ହୋଇଛନ୍ତି ଓ ଅନ୍ୟ ପକ୍ଷରେ ଏନସିବି ଆରିୟାନଙ୍କ ବି-ରୋ-ଧ-ରେ ସଙ୍ଘିନ ଦଫା ଲଗାଇଛି । ଗତ କାଲି ଶେଷ ହେବାକୁ ଯାଉଥିଲା ଆରିୟାନ ଖାନଙ୍କର ଏନସିବି କ-ଷ୍ଟେ-ଡି । ତେବେ ଗତ କାଲି ସଖାଳ ସମୟରେ ପୁଅକୁ ବେ-ଲ-ରେ ଆଣିବା ପାଇଁ ବାପା ଶାହରୁଖ ଖାନ ଓ ମା ଗୌରି ଖାନ ବାହାରିଥିଲେ ।

ଶାହରୁଖ ଓ ଗୌରିଙ୍କୁ ଏକ ରେଞ୍ଜ ରୋଭର କାର ଭିତରେ ଦେଖା ଯାଇଥିଲା । ତେବେ ଆରିୟାନଙ୍କ ଓକିଲ ସତିଶ ମନସିନ୍ଦେ କହିଛନ୍ତି- ‘ଆରିୟାନ ଖାନଙ୍କ ବି-ରୋ-ଧ-ରେ ଏନସିବି କୌଣସି ନନବେଲେବଲ ୱା-ରେ-ଣ୍ଟ ଲଗାଇ ନାହିଁ’ । ଗତ କାଲି ଠାରୁ ଶାହରୁଖ କେତେକ ବଡ ବଡ ନେତା ମନ୍ତ୍ରୀ ମାନଙ୍କୁ ଅଲଗା ଅଲଗା ନମ୍ବରରେ କଲ୍ କରି ଚାଲିଛନ୍ତି । ଏହା ସହିତ ବଡ ବଡ ଓକିଲ ମାନଙ୍କ ସହ ମଧ୍ୟ କଥା ହେଉଛନ୍ତି ।

ଗତ କାଲି ସଖାଳ ସମୟରେ ଏନସିବି କାର୍ଯ୍ୟଳୟରେ ଯାଇ ପହଞ୍ଚି ଥିଲେ ଶାହରୁଖ ଖାନ ଓ ଗୌରି ଖାନ । ନିଜ ପୁଅ ସହ ସାକ୍ଷାତ କରିବା ପାଇଁ ଏନସିବି ଅଫିସରେ ଅପେକ୍ଷା କରିଥିଲେ । ପୁଅକୁ ଫେରାଇ ଆଣିବା ପାଇଁ ଆପ୍ରା-ଣ ଉଦ୍ୟମ କରୁଛନ୍ତି ଶାହରୁଖ ।

ଆରିୟାନଙ୍କ ସହ ଧରା ପଡିଥିବା ଅରବାଜ ମର୍ଚାନ୍ଟ ଓ ମୁନୁମୁନ ଟଣେଜାଙ୍କ ଓକିଲ ସରତାଜ ସେଖ କହିଛନ୍ତି, ଏହି ଦୁଇଜଣଙ୍କ ବି-ରୋ-ଧ-ରେ ମଧ୍ୟ କୌଣସି ନନବେଲବଲ ୱା-ରେ-ଣ୍ଟ ଲାଗି ନାହିଁ । ତେଣୁ ଏହି ଦୁଇଜଣଙ୍କୁ ବାହାର କରିବା ପାଇଁ ମଧ୍ୟ ଏମାନଙ୍କ ବାପା ମା ଆ-ପ୍ରା-ଣ ଚେଷ୍ଟା କରୁଛନ୍ତି । ସୂଚନା ମିଳିଛି ଯେ, ଶାହରୁଖ ନିଜ ପୁଅକୁ ମୁକୁଳାଇବା ପାଇଁ ସବୁଠାରୁ ବଡ ଲୟରକୁ ହାୟର କରୁଛନ୍ତି ।

ଏହା ସହିତ ସେ ବଡ ବଡ ନେତା ଓ ଏନସିବି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଏନସିବି ବିଭିନ୍ନ ପ୍ରମାଣ ଖୋଜିବାରେ ଲାଗି ପଡିଛି । ମୁମ୍ବାଇର କେତେକ ସ୍ଥାନରେ ରେ-ଡ ମଧ୍ୟ ମା-ରୁ-ଛି । ତା ହେଲେ ବନ୍ଧୁଗଣ ଆଗାମୀ ସମୟରେ ଆରିୟାନ ଖାନ ମୁକୁଳି ପାରିବେ ନା ନାହିଁ ତାହା ବହୁତ ଶୀଘ୍ର ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *