ଦେଖନ୍ତୁ କେମିତି Mahanadi ରେ ଭାସିଗଲେ ବାପ, ପୁଅ ଓ ଝିଅ… ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ କିଛି ଦିନ ହେବ ଅ-ଘ-ଟ-ଣ ଏବଂ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଏହା ସହ ବର୍ତ୍ତମାନ ପାଣି ପାଗର ପରିସ୍ଥିତି ଖରାପ ମଧ୍ୟ ରହୁଛି ଲଘୁଚାପ ହୋଇ ବର୍ଷା ହୋଇ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇ ଯାଉଛି । ଏତେ ପାଣି ଭର୍ତ୍ତି ହୋଇ ଯାଉଛି ଯେ ରାସ୍ତା,ନାଳ ଖାଲ କିଛି ବି ଜଣା ପଡୁ ନାହିଁ । ଏହା ଯୋଗୁଁ ଅନେକ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି ଯାଉଛି । ତେବେ ସମୁଦ୍ର ନଇ ରେ ଅଧିକ ପାଣି ମଧ୍ୟ ହେବାରେ ଲାଗୁଛି ।

କେଉଁଠି ବାତ୍ୟା ତ କେଉଁଠି ବନ୍ୟା ଆସୁଛି ଯାହା ଫଳରେ ଜୀଵନ ବଞ୍ଚିବା ବହୁତ କଷ୍ଟକର ହୋଇ ପଡୁଛି । ଅନେଜ ଲୋକଙ୍କ ଘର ମଧ୍ୟ ଉ-ଜୁ-ଡି ଯାଉଛି । ଅନେକ ଲୋକ ବେଘର ହୋଇ ଯାଉଛନ୍ତି । ତେବେ ଏହା ସହ ଅନେକ ଖବର ଶୁଣିବାକୁ ମିଳୁଛି କି ଏହି ପାଣି ରେ ବୁ-ଡି କିମ୍ବା ଭା-ସି ଲୋକମାନେ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି ।

ତେବେ ଓଡିଶା ରେ ତ ଏହି କିଛି ଦିନ ପୂର୍ବରୁ ଦୁଇ ଦୁଇ ଟି ଏପରି ଘ-ଟ-ଣା ଦେଖିବାକୁ ମିଳୁଛି ଯେଉଁଠି ହାତୀ କୁ ବଂଚାଇବା ଜୁ ଯାଇ ଜଳ ର ପ୍ରକୋପ ରେ ଦୁଇ ଟି ଜୀଵନ ଅକାରଣ ରେ ପଳେଇଛି । ତେବେ ବର୍ତ୍ତମାନ ଫୁଣି ଥରେ ଏହି ପାଣି, ମହାନଦୀ ନିଜର ପ୍ରକୋପ ଦେଖେଇଛି । ତେବେ ସୂଚନାଯୋଗ୍ୟ ସମ୍ବଲପୁର ଦଳେଇପଠା ମହାନଦୀ ରେ ଗାଧୋଉ ଥିବା ବେଳେ ଭା-ସି-ଗ-ଲେ ବାପ, ପୁଅ, ଝିଅ ।

ତେବେ ଖୋଜାଖୋଜି ପରେ ଚେ-ତା-ଶୂ-ନ୍ୟ ରେ ବାପ ପୁଅ ଙ୍କୁ ଉଦ୍ଧାର କରାଯାଇ ଥିଲା କିନ୍ତୁ ଝିଅ ବର୍ତ୍ତମାନ ପର୍ଯ୍ୟନ୍ତ ନି-ଖୋ-ଜ ଅଛନ୍ତି । ତେବେ ସେମାନଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅଗ୍ନିଶମ ବାହି ସହ ଡ଼ଙ୍ଗା ରେ ନାଉରିଆ ମାନେ ମଧ୍ୟ ଖୋଜା ଖୋଜି କରୁଛନ୍ତି । ତେବେ ଆଶା ଅଛି ଝିଅ ମଧ୍ୟ ବହୁତ ଶୀଘ୍ର ମିଳିଯିବ ।

ତେବେ ଗୋଟିଏ ପରେ ଗୋଟିଏ ଜଳର ପ୍ରକୋପ ରେ ଏହି ଦୁ-ର୍ଘ-ଟ-ଣା ସବୁ ଘ-ଟି-ବା-ରେ ଲାଗୁଛି । ତେଣୁ ବର୍ତ୍ତମାନ ଟିକେ ନିଜେ ସାବଧାନତା ଅବଲମ୍ବନ କରିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *