କିଏ ଏହି Munmun ଯିଏ ଡ୍ରଗ୍ସ କେସ ରେ Aryan ଙ୍କ ସହିତ ହୋଇଛନ୍ତି ଗିରଫ, Aryank ସହିତ Munmunଙ୍କର କଣ ରହିଛି ସମ୍ପର୍କ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଜାଣିଥିବେ କି ବଲିଉଡ ଅଭିନେତା ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କୁ ଡ୍ର-ଗ୍ସ ନେବା ମା-ମ-ଲା ରେ ଏନସିବି ତାଙ୍କୁ ଗି-ର-ଫ କରିଛନ୍ତି । ସୂଚନା ଅନୁଯାୟୀ ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ଚାଲିଥିଲା । ଯେଉଁଠାରେ ଏନସିବି ଲୁଚିକି ସାଧାରଣ ଭାବେ ଯାଇ ଚ-ଢା-ଉ କରିଥିଲା । ଏହି କ୍ରୁ-ଜ୍ ଡ୍ର-ଗ୍ସ ପା-ର୍ଟି ମାମଲାରେ ଏନସିବି ପ୍ରାୟ ୮ଜଣଙ୍କୁ ଅଟକ ରଖିଛି ।


ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ନାମ ପଦାକୁ ଆସିବା ମାତ୍ରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି କେଶ ରେ ଯେଉଁ ମାନଂକୁ ଗି-ର-ଫ କରାଯାଇଛି ସେ ହେଉଛନ୍ତି ଆର୍ଯ୍ୟନ ଖାନ, ଅରବାଜ ମର୍ଚାଣ୍ଟ, ମୁନ ମୁନ ଧମେଚା, ସମେତ ନୁପୁର ସାରିକା, ଇସ୍ମିତ ସିଂହ, ମୋହକ ଯସ୍ୱୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରାଙ୍କୁ ଗି-ର-ଫ କରାଯାଇଛି ।

ଅରବାଜ ଆର୍ଯ୍ୟନ ଙ୍କ ର ବହୁତ ଭଲ ଏବଂ ପୁରୁଣା ସାଙ୍ଗ ଏବଂ ମୁନ ମୁନ ଧମେଚା ମଧ୍ୟ ପ୍ରଦେଶ ର ସାଗର ସହ କନେକ୍ସନ ରହିଛି ତେବେ ସେ ଦିଲ୍ଲୀ ରେ ଏକ ପ୍ରାଇଭେଟ ଚାକିରୀ ମଧ୍ୟ କରିଥିଲେ ଏବଂ ସେ ଜଣେ ମଡେଲ ମଧ୍ୟ ଏହା ଛଡା କରୋନା ର ଦ୍ଵିତୀୟ ଲହରୀ ରେ ସେ ନିଜ ମାଆ ଙ୍କୁ ମଧ୍ୟ ହରାଇ ଦେଇଥିଲେ ।


ତେବେ ସୂଚନା ସୂତ୍ରରୁ ଜଣାପଡ଼ିଛି କି ଏହି ପାର୍ଟି ରେ ଆର୍ଯ୍ୟନ, ଅରବାଜ ଏବଂ ମୁନ ମୁନ ଙ୍କ ପାଖରେ ୧୩ ଗ୍ରାମ କୋ-କି-ନ, ୫ ଗ୍ରାମ ଏମଡ଼ି,୨୧ ଗ୍ରାମ ଚ-ର-ସ, ୨୨ ଏ-କ୍ସ-ଟା-ମି ଗୋ-ଲି, ୧.୩୩ ଲକ୍ଷ ଟଙ୍କା । ତେବେ ଆର୍ଯ୍ୟନ ଙ୍କ ଗି-ର-ଫତାର NDPS ର ସେକ୍ସନ 8C 20B ଏବଂ ୨୭,୩୫ ରେ ଏଥିରେ ସେକ୍ସନ ଡ୍ର-ଗ୍ସ ନେବା ପାଇଁ ଲାଗିଛି ଏହା ଛଡା କା-ନୁ-ନ ଅନୁସାରେ ଯଦି କେହି ନାରକୋଟିକ ଡ୍ର-ଗ୍ସ ନିଏ ତାହା ଏକ ଦ-ଣ୍ଡ-ନୀ-ୟ ଅ-ପ-ରା-ଧ ଏଵଂ ସେଥିପାଇଁ ବହୁତ କଡା କା-ନୁ-ନ ମଧ୍ୟ ରହିଛି ।


ତେବେ ଏହି ଖବର ଆସିବା ପରେ ଏହା ତୁରନ୍ତ ବ୍ୟାପିବାରେ ମଧ୍ୟ ଲାଗିଛି ଏବଂ ସାହାରୁଖ ନିଜର ସୁ-ଟିଂ କୁ ମଧ୍ୟ ବାତିଲ କରି ଦେଇଛନ୍ତି । ତେବେ ଏହି ମିଶନ କୁ ସମୀର ବାଣଖେନ ଏହି ମିଶନ କୁ ସଫଳ କରିଛନ୍ତି ଏବଂ ନିଜ ଟିମ ସହ ସେହି ଜାହାଜ ଉପରେ ରେ-ଡ଼ କରି ଗି-ର-ଫ କରିଛନ୍ତି ।

Leave a Reply

Your email address will not be published. Required fields are marked *