ମୁଣ୍ଡ ନେଉଛି ମହାନଦୀ, ପୁଅ, ଝିଅ ଓ ସ୍ବାମୀଙ୍କୁ ହରେଇ ବୁକୁ ଫତେଇ କାନ୍ଦୁଛନ୍ତି ମହିଳା, ଏମିତି ହୃଦୟ ବିଦାରକ ଘଟଣା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ମୁଣ୍ଡ ନେଉଛି ମହାନଦୀ କା-ଳ ସାଜୁଛି ନଦୀ ସ୍ନାନ । ବର୍ତ୍ତମାନ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃ-ଦ-ୟ ତରଳାଇ ଦେବ । ମହାନଦୀରେ ସ୍ନାନ କରିବାକୁ ଯାଇ ବାପା, ଝିଅ ଓ ପୁଅ ପ୍ରା-ଣ ହରାଇ ଛନ୍ତି । ଗତ କାଲି ବାପା ଓ ପୁଅଙ୍କ ମୃ-ତ ଦେହକୁ ଉଧାର କରଯାଇଥିଲା ଓ ଆଜି ଝିଅର ମୃ-ତ ଦେହକୁ ଉଧାର କରାଯାଇଛି ।

ଏହି ପରିବାର ପାଇଁ କା-ଳ ସାଜିଛି ମହାନଦୀ । ଛୁଆ ଓ ସ୍ଵାମୀଙ୍କୁ ହରାଇ ପତ୍ନୀଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । କାରଣ ପରିବାର କହିବାକୁ ତାଙ୍କ ପାଖରେ ଆଉ କିଛି ବି ନାହିଁ । ଏବେ ତାଙ୍କ ଘରେ କେବଳ ରହିଗଲେ ମା ଝିଅ ଦୁଇଜଣ । ମୃ-ତ-କ-ଙ୍କ ନାମ ହେଉଛି ମହମ୍ମଦ ଅଲତାଫ । ସେ ସମ୍ବଲପୁର ସହରର ପେନସନ ପୋ-ଡା ଅଞ୍ଚଳରେ ରହୁଥିଲେ ।

ପରିବାର କହିବାକୁ ଗଲେ ତାଙ୍କର ଦୁଇ ଝିଅ, ପୁଅ ଓ ପତ୍ନୀ । ହେଲେ ଗୋଟେ ଝିଅ ଓ ଗୋଟେ ପୁଅକୁ ନେଇ ସେ ଆର ପାରିକୁ ଚାଲିଗଲେ । ପରିବାରର ୩ ଜଣ ସଦସ୍ୟ ଏକା ସଙ୍ଗାରେ ଚାଲିଗଲେ । ପୁଅ ଝିଅ ଓ ସ୍ଵାମୀଙ୍କୁ ହରାଇ ପତ୍ନୀ ଭା-ଙ୍ଗି ପଡିଛନ୍ତି । ସମ୍ବଲପୁରରେ ଘ-ଟି-ଥି-ବା ଏହି ଘ-ଟ-ଣା ସମସ୍ତଙ୍କ ଆଖିରେ ଲୁହ ଦେଇଛି । ଗତ ସୋମବାର ସମ୍ବଲପୁରରେ ମହାନଦୀ ଦଳେଇ ପୋ-ଡା ଘା-ଟ-ରେ ଗାଧୋଇବା ବେଳେ ମହମ୍ମଦ ଅଲତାଫଙ୍କ ସହ ତାଙ୍କ ପୁଅ ଝିଅ ମହାନଦୀର ଗ-ଭୀ-ର ସ୍ରୋ-ତ-ରେ ଭା-ସି ଯାଇଥିଲେ ।

ଏହି ଘ-ଟ-ଣା ସମ୍ବଲପୁର ସହରରେ ଶୋ-କା-କୁ-ଳ ପରିବେଶ ସୃଷ୍ଟି କରିଛି । ସୂଚନା ରହିଛି ଯେ, ଗତ ପାଞ୍ଚ ବର୍ଷରେ ସମ୍ବଲପୁର ମହାନଦୀରେ ୨୧ଟି ଦୁ-ର୍ଘ-ଟ-ଣା ଘ-ଟି-ଛି ଯେଉଁଥିରେ ୧୨ରୁ ଅଧିକ ଜୀବନ ଯାଇଛି । ସେହିପରି କଟକରେ ୨୦୧୯ ରୁ ଆଜି ପର୍ଯ୍ୟନ୍ତ ୬୧ଟି ଦୁ-ର୍ଘ-ଟ-ଣା ହୋଇଛି ମହାନଦୀରେ । ଏହି ଦୁ-ର୍ଘ-ଟ-ଣା-ରେ ୨୫ ଜଣ ନିଜ ପ୍ରା-ଣ ହରାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *