ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଛାୟା, ଏବେ ଏବେ ସିରିଏଲ Ramayan ର ଏହି ମହାନ Actor ଙ୍କର ହେଇଗଲା ପରଲୋକ

ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି । ହିନ୍ଦୀ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣର ଭୂମିକା ପଦର୍ଶନ କରିଥିବା ଅଭିନେତା ଜଣକ ଆଉ ନାହାନ୍ତି । ସୂଚନା ମିଳିଛି ଯେ ହା-ର୍ଟ ଆ-ଟା-କ କାରଣରୁ ସେ ନିଜ ପ୍ରା-ଣ ହରାଇ ଛନ୍ତି । ଆପଣ ମାନେ ସମସ୍ତେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି ।

କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଏହି ସିରିଏଲର ରାମ, ଲକ୍ଷ୍ମଣ, ସୀତା ଓ ରାବଣଙ୍କ ଭୂମିକାକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ରାମାୟଣର ରାବଣ ବର୍ତ୍ତମାନ ଆଉ ନାହାନ୍ତି ।

ଲୋକପ୍ରିୟ ବରିଷ୍ଠ କଳାକାର ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଘଟିଛି । ୮୨ ବର୍ଷ ବୟସରେ ତାଙ୍କର ହା-ର୍ଟ ଆଟା-କ ହେବା କାରଣରୁ ଦେ-ହା-ନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିବା ପରେ ଗତ କାଲି ତଥା ମଙ୍ଗଳବାର ରାତିରେ ହା-ର୍ଟ ଆ-ଟା-କ କାରଣରୁ ତାଙ୍କର ପରଲୋକ ହୋଇଥିବା ଜଣା ପଡିଛି । ଅରବିନ୍ଦଙ୍କ ମୃ-ତ୍ୟୁ ବିଷୟରେ ତାଙ୍କର ଭଣଜା କୋସ୍ତପ ତ୍ରିବେଦୀ ସୂଚନା ଦେଇଛନ୍ତି ।

୮୦ ଦଶକରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସିରିଏଲରେ ଅରିବିନ୍ଦ ରାବଣ ଭୂମିକାରେ ନଜର ଆସିଥିଲେ । ତାଙ୍କର ସୁନ୍ଦର ଅଭିନୟକୁ ଦେଖି ଲୋକମାନେ ବହୁତ ଖୁସି ହୋଇଥିଲେ । ମଧ୍ୟ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅରବିନ୍ଦ ଗୁଜୁରାତି ରଙ୍ଗମଞ୍ଚରୁ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଛୋଟ ପରଦାରେ ୪୦ ବର୍ଷର ଯୋଗଦାନ ଦେଇଥିଲେ ଅରବିନ୍ଦ । ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଅରବିନ୍ଦ ।

୩୦୦ରୁ ଅଧିକ ସିରିଏଲରେ କାମ କରି ଅରବିନ୍ଦ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ହେଲେ ତାଙ୍କର ଦେ-ହା-ନ୍ତ ପରେ ବର୍ତ୍ତମାନ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅରବିନ୍ଦଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *